ଘରେ ବସି ହେବ ମାସିକ ୫-୧୦ ଲକ୍ଷ ଟଙ୍କା ଇନକମ୍,ସବୁ ସିଜନରେ ଚାଲିବ ଏହି ବ୍ୟବସାୟ,ଜାଣନ୍ତୁ ଏହି ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ସାଧାରଣତଃ ସବୁଲୋକ କିଛି ନା କିଛି ବ୍ୟବସାୟ ଉପରେ ହାତ ଦେବାପାଇଁ ଭାବୁଥାନ୍ତି|କେତେବେଳେ ଟଙ୍କା ବାଧକ ସୃଷ୍ଟି କରେ ତ କେତେବେଳେ ସମସ୍ୟା ସୃଷ୍ଟି ହୋଇଥାଏ|ଫଳରେ କଥା ଆଗକୁ ବଢି ପାରିନାହିଁ|ଯଦି ଆମେ ଚିନ୍ତା କରିବା ଆମ ଆଖପାଖରେ ଏଭଳି ଵହୁ ବିଜନେସ ଆଇଡିଆ ରହିଛି ଯାହାକୁ ଆରମ୍ଭ କରି ବମ୍ପର ଆୟ କରାଯାଇ ପାରିବ|ଏତିକି କେବଳ ନୁହେଁ, ସରକାର ଏହି ବ୍ୟବସାୟ ପାଇଁ ସାହାଯ୍ୟ କରୁଛନ୍ତି|ଏଭଳି କାର୍ଡବୋର୍ଡ ବକ୍ସର ବ୍ୟବସାୟ ଲାଭପ୍ରଦ ହୋଇପାରେ|

ଏଵେ କାର୍ଡବୋର୍ଡ ବକ୍ସର ଡିମାଣ୍ଡ ବହୁ ବଢି ଯାଇଛି|ସବୁ ଛୋଟ ଠାରୁ ବଡ ଜିନିଷ ପ୍ୟାକିଙ୍ଗ ପାଇଁ ଏହାର ଆବଶ୍ୟକତା ରହିଥାଏ|ସବୁଠାରୁ ଖାସ କଥା ଏହା ଯେ ଏହାର ଡିମାଣ୍ଡ ସବୁ ମାସରେ ରହିଥାଏ|ଆଜିକାଲି କେଉଁଠାକୁ ବି ଯାଉ ବା କୈାଣସି ଜିନିଷ ଆଣୁ ଭଲ ପ୍ୟାକିଙ୍ଗ ପାଇଁ ଚାହୁଁଥାନ୍ତି|ଏଥିରେ କ୍ଷତିର ସମ୍ଭାବନା ବହୁ କମ|ଅନଲାଇନ ବିଜନେସରେ ଏହାର ଆବଶ୍ୟକତା ଅଧିକ ରହିଥାଏ|

ଏଥିପାଇଁ କଚ୍ଚା ମାଲ କଥା ଯଦି କହିବା ଏହି ବ୍ୟବସାୟ ପାଇଁ କ୍ରାଫ୍ଟ ପେପରର ଆବଶ୍ୟକତା ରହିଥାଏ|ଏହାର ବଜାର ମୂଲ୍ୟ ୪୦ ଟଙ୍କା ପ୍ରତି କିଗ୍ରା ରହିଛି|ଯେତେ ଭଲ କ୍ୱଲିଟିର ପେପର ବ୍ୟବହାର କରିବେ ସେତେ ଭଲ କ୍ୱଲିଟିର ବକ୍ସ ବନିବ|

ଏଥିପାଇଁ ଆପଣଙ୍କ ପାଖରେ ୫୦୦୦ ବର୍ଗଫୁଟର ଜାଗା ଆବଶ୍ୟକ|ଏଥିପାଇଁ ପ୍ଲାଣ୍ଟ ଲଗାଇବାକୁ ପଡେ|ଏହାସହ ମାଲ ରଖିବା ପାଇଁ ଗୋଦାମ ମଧ୍ୟ ଆବଶ୍ୟକ|ଏହାକୁ ଭିଡଭାଡ ଜାଗାରେ କରନ୍ତୁ ନାହିଁ|ଏଥିପାଇଁ ଦୁଇ ପ୍ରକାରର ମେସିନର ଆବଶ୍ୟକ|ଗୋଟିଏ ସେମି ଅଟୋମେଟିକ ଓ ଅନ୍ୟଟି ଫୁଲ ଅଟୋମେଟିକ|ଏହି ଦୁଇଟି ମଧ୍ୟରେ ଯେତେ ନିବେଶର ଫରକ ହେଵ ସେତେ ଆକାରରେ ଫରକ ହେଵ|

କରୋନା ସମୟରେ ଏହି ବିଜନେସର ଡିମାଣ୍ଡ ବଢି ଯାଇଛି|ଏଥିରେ ପ୍ରଫିଟ ମାର୍ଜିନ ମଧ୍ୟ ଅଧିକ|ଯଦି ଆପଣ ଏହି ବିଜନେସରେ ଭଲ ଭାବରେ ମାର୍କେଟିଙ୍ଗ କରନ୍ତି ଓ ଭଲ ଗ୍ରାହକ ବନାନ୍ତି ତେଵେ ଏଥିରୁ ମାସିକ ୫-୧୦ ଲକ୍ଷ ଟଙ୍କା ସହଜରେ ଆୟ କରି ପାରିବେ|

ନିବେଶ କଥା କହିବା ଯଦି ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ ଏହାକୁ ଛୋଟ ବା ବଡ ଆକାରରେ ଆରମ୍ଭ କରିବେ|ଯଦି ବଡ ଆକାରରେ କରନ୍ତି ଅତି କମରେ ୨୦ ଲକ୍ଷ ଟଙ୍କାର ନିବେଶ କରିବାକୁ ହେବ|ସେମି ଅଟୋମେଟିକ ମେସିନ ସହ ବ୍ୟବସାୟ ଆରମ୍ଭ କଲେ ୨୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ଆସିପାରେ|ଫୁଲ ଅଟୋମେଟିକ ମେସିନ ଜରିଆରେ ପାଖାପାଖି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଆସିପାରେ|

Leave A Reply

Your email address will not be published.