ଭେଣେଇର ଭାଇକୁ ଭଲପାଇ ବସିଲା ଶାଳୀ, ରାତିରେ ଏକୁଟିଆ ଦେଖା କରୁଥିଲେ, ଆଉ ଠିକ ସେତିକିବେଳେ ଘରଲୋକଙ୍କର ପଡ଼ିଗଲା ନଜର, ଆଉ ତାପରେ…ଜାଣନ୍ତୁ ପୁରା ଘ-ଟ-ଣା

0

Get real time updates directly on you device, subscribe now.

ବିହାରରେ ରହୁଥିବା ଭେଣେଇ ଘରେ ଦିନେ ଶାଳୀ ଆସି ପହଞ୍ଚିଲା । ତାଙ୍କ ଘରେ ବାର୍ଥ ଡେ ପାର୍ଟି ଥିଲା, ଯେଉଁଥିରେ ସାମିଲ ହେବାପାଇଁ ଶାଳୀ ମଧ୍ୟ ଆସିଥିଲା । ଏଠାରେ ସେ ଭେଣେଇର ଭାଇକୁ ଭଲପାଇ ବସିଲା । ଦୁହେଁ ଏକୁଟିଆ ରାତିରେ ଦେଖା କରୁଥିଲେ ଏବଂ ସେ ସମୟରେ ଅଚାନକ ଘର ଲୋକେ ଦେଖିଦେଲେ । ଏହାପରେ ବଡ କୌତୁହଳ ଘ-ଟ-ଣା ଘଟିଲା, ଯାହାକୁ ଜାଣିବାପରେ ଆପଣ ମଧ୍ୟ ବିଶ୍ଵାସ କରିପାରିବେ ନାହିଁ ।

ଭେଣେଇର ଭାଇ ଏବଂ ଶାଳୀର ପ୍ରେମ କାହାଣୀର ଏହି ଖବର ବିହାରର ପାଟନାରୁ ସାମ୍ନାକୁ ଆସିଛି । କରଣାପୁରା ଗାଁରେ ମନିସ କୁମାର ରୁହନ୍ତି । ତାଙ୍କ ଘରେ ଜନ୍ମଦିନର ପାର୍ଟି ଥିଲା । ଏହି ପାର୍ଟିରେ ସାତ ଦିନ ପୂର୍ବରୁ ତାଙ୍କ ଭାଇର ଶାଳୀ ପହଞ୍ଚିଥିଲା । ଏଠାରେ ତାଙ୍କର ଲଭ ଷ୍ଟୋରି ଷ୍ଟାର୍ଟ ହୋଇଗଲା ।

ମନିଶ କୁମାର ଏବଂ ଶାଳୀର ଘରେ ଦେଖା ହେଲା । ଦୁହେଁ ପରସ୍ପର ଭିତରେ ବହୁତ୍ କଥାବାର୍ତ୍ତା ହେବାକୁ ଲାଗିଲେ । ଅଚାନକ ଦୁହିଁଙ୍କ ମଧ୍ୟରେ ଭଲପାଇବା ସୃଷ୍ଟି ହେଇଗଲା । ଯୁବତୀ ମନୀଷ କୁମାରଙ୍କ ସହିତ ବିବାହ କରିବାକୁ ନିଷ୍ପତ୍ତି ନେଇଗଲା । ସେ ଏ କଥା ମନୀଷକୁ କହିବାରୁ ସେ ମଧ୍ୟ ରାଜି ହୋଇଗଲା । ତାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଗଲେ, କିନ୍ତୁ ବର୍ତ୍ତମାନ ବହୁତ୍ କିଛି ହେବାର ବାକି ଥିଲା ।

ଏକୁଟିଆ ଦେଖା କରିବାରୁ ଘରଲୋକଙ୍କ ପଡ଼ିଗଲା ନଜର :-

ଶାଳୀ ବାର୍ଥ ଡେ ପାର୍ଟିକୁ ଆସିଥିଲା, କିନ୍ତୁ ଏଠି ନିଜ ଜୀବନସାଥି ବାଛିନେଲା । ଦିନେ ଏ ଦୁହେଁ ରାତିରେ ଏକୁଟିଆ ଦେଖା କରିବାକୁ ନିଷ୍ପତ୍ତି ନେଲେ । ସେମାନଙ୍କୁ ଲାଗିଲା ଯେ ଅନ୍ଧାର କାରଣରୁ ସେମାନଙ୍କୁ କେହି ବି ଦେଖିପାରିବେ ନାହିଁ । କିନ୍ତୁ ମନୀଷଙ୍କ ଘରଲୋକଙ୍କ ନଜର ସେମାନଙ୍କ ଉପରେ ପଡ଼ିଗଲା । ଏହାପରେ ଘରେ ହ-ଙ୍ଗା-ମା ହୋଇଗଲା ।

ନେଇଗଲା ଏପରି ନିଷ୍ପତ୍ତି, ସାରା ଗାଁରେ ହେଲା ଚର୍ଚ୍ଚା :-

ମନିଷଙ୍କ ଘର ଲୋକେ ଦୁହିଁଙ୍କୁ ଧରିବାପରେ ବଡ ନିଷ୍ପତ୍ତି ନେଇଗଲେ । ଏ ଲୋକମାନେ ପରବର୍ତ୍ତୀ ଦିନ ହିଁ ମୁଖିଆ ଏବଂ ସରପଞ୍ଚକୁ ଡକାଇଲେ । ସମସ୍ତେ ମିଶି ନିଷ୍ପତ୍ତି ନେଲେ ଯେ ଦୁହିଙ୍କ ବିବାହ କରି ଦିଆଯାଉ । ଏହାପରେ ଗାଁର ଶିବ ମନ୍ଦିରରେ ବିବାହର ଆୟୋଜନ କରାଗଲା । ପଣ୍ଡିତ ଦୁଇ ପରିବାର ଲୋକଙ୍କୁ ଡକାଇଲେ ଏବଂ ଏମାନଙ୍କର ବିବାହ କରାଇଦେଲେ । ବିନା ଶୁଭ ମୁହୂର୍ତ୍ତରେ ବିବାହ ଦେଖିବାପାଇଁ ଗାଁର ଲୋକମାନେ ମଧ୍ୟ ପହଁଚିଗଲେ । ସେମାନଙ୍କ ବିବାହ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.