୩୨୮ ଟଙ୍କାରେ ମିଳୁଛି ଚମତ୍କାର Inverter UPS ! ଲାଇନ୍ ରହୁ କି ନ ରହୁ ବନ୍ଦ ହେବ ନାହିଁ ଘରର ଫ୍ୟାନ ଏବଂ ଲାଇଟ !

0

Get real time updates directly on you device, subscribe now.

ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଛି ଏବଂ ଗରମ ବଢ଼ିବାରେ ଲାଗିଛି । ଏପରି ପରିସ୍ଥିତିରେ ଯଦି ଲାଇନ୍ ବାରମ୍ବାର କଟିବ, ତେବେ କେତେ ଯେ ଅସୁବିଧା ଭୋଗିବାକୁ ପଡ଼ିବ ଏଇଟା ଆପଣ ନିଶ୍ଚୟ ଜାଣିଥିବେ । ଲାଇନ୍ କଟିଯିବା ଦ୍ଵାରା ଆପଣ ଅନେକ କାମ କରିପାରନ୍ତି ନାହିଁ ଏବଂ ବହୁତ୍ ଗରମ ସହିବାକୁ ପଡେ, କାରଣ ଫ୍ୟାନ ଏବଂ କୁଲର ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଏ ।

ଏସବୁ ସମସ୍ୟାରୁ ମୁକ୍ତି ପାଇବାପାଇଁ କେବଳ ଗୋଟିଏ ଉପାୟ ଅଛି ଏବଂ ତାହା ହେଉଛି ଆପଣ ନିଜ ଘରେ ଗୋଟିଏ ଦମଦାର ଇନଭର୍ଟର ଲଗାଇ ଦିଅନ୍ତୁ । ଯଦି ଆପଣ ମଧ୍ୟ ଲାଇନ୍ କଟିଯିବାକୁ ନେଇ ଚିନ୍ତିତ ଅଛନ୍ତି ଏବଂ ନିଜ ଘରେ ଇନଭର୍ଟର ଲଗାଇବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ମାର୍କେଟରେ ମିଳୁଥିବା ଗୋଟିଏ ବହୁତ୍ ଫାଇଦା ଇନଭର୍ଟର ବିଷୟରେ କହିବୁ । ଯାହାକୁ ଆପଣ 500 ଟଙ୍କାରୁ କମ୍ ମୂଲ୍ୟରେ ନିଜ ଘରକୁ ଆଣିପାରିବେ ।

Genus Surja Pro 1150 40AMP 12 V Premium Solar Home and Office Inverter UPS :-

ଏହି ପ୍ରଡକ୍ଟକୁ ଆପଣ ଆମାଜନରୁ ସହଜରେ କିଣିପାରିବେ । ଏହା କେବଳ ପୋର୍ଟେବଲ ନୁହେଁ ବରଂ ଭଲ ଭାବରେ ଆପଣଙ୍କ ଘରକୁ ପାୱାର ଶପ୍ଲାଇ ଦେଇଥାଏ । ଯଦି ଆମେ ତାର ମୂଲ୍ୟ ବିଷୟରେ କଥା ହେବା, ତେବେ 28 ପ୍ରତିଶତ ଡିସକାଉଣ୍ଟ ପରେ ଆପଣ ଏହାକୁ 6975 ଟଙ୍କାରେ କିଣିପାରିବେ । ବିଶେଷ କଥା ଏହା ଯେ ଏହି ପ୍ରଡକ୍ଟକୁ 5 ମଧ୍ୟରୁ 4.5 ଷ୍ଟାର ରେଟିଙ୍ଗ ମିଳିଛି । ଯେଉଁଥିରୁ ପ୍ରମାଣିତ ହୁଏ ଯେ ଲୋକମାନେ ଏହାକୁ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଅନେକ ଲୋକ କିଣୁଛନ୍ତି ।

ଅଫର ସହିତ କିଣିପାରିବେ ଗ୍ରାହକ :-

ଆପଣଙ୍କୁ କହିରଖୁଛୁ ଯେ ଏହି ଇନଭର୍ଟରର ମୂଲ୍ୟ ପୂର୍ବରୁ ହିଁ ବହୁତ୍ ଲାଭଦାୟକ ଅଟେ, କିନ୍ତୁ ଆପଣ ଚାହିଁଲେ ଆହୁରି କମ୍ ମୂଲ୍ୟରେ ଏହାକୁ ନିଜ ଘରକୁ ଆଣିପାରିବେ । ଯଦି ଆପଣ ସବୁ ଟଙ୍କା ଦେଇ ଏହି ଇନଭର୍ଟରକୁ କିଣି ପାରୁନାହାନ୍ତି, ତେବେ ଆପଣ ସହଜ ମନ୍ଥଲି ଇନ୍ଷ୍ଟଲମେଣ୍ଟରେ ଏହାକୁ କିଣିପାରିବେ । ଏଥିପାଇଁ ଆପଣଙ୍କୁ ଅଧିକ କଷ୍ଟ କରିବାକୁ ମଧ୍ୟ ପଡ଼ିବ ନାହିଁ । ଆପଣଙ୍କ ପାଇଁ ଏହି ଇନଭର୍ଟର ମାତ୍ର 328 ଟଙ୍କାର EMI ରେ ଆଭେଲେଭଲ ରହିଛି । ଏପରି ପରିସ୍ଥିତିରେ ଆପଣ ଏହାକୁ 500 ଟଙ୍କାରୁ କମ ଖର୍ଚ୍ଚ କରି ନିଜ ଘରକୁ ଆଣିପାରିବେ ।

Leave A Reply

Your email address will not be published.