କୁକୁର ଭୁକିବାକୁ ନେଇ ବଡ଼ କା-ଣ୍ଡ : ତିନିଜଣଙ୍କୁ ଗୁ-ଳି ମା-ଡ,ଆରୋ-ପିମାନେ ଫେ-ରା-ର,ଜାଣନ୍ତୁ ପୁରା ଘ-ଟଣା

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର ଗାଜିଆବାଦରୁ କୁକୁର ଭୋକିବାକୁ ନେଇ ଦୁଇପକ୍ଷରେ ଚରମ ବି-ବା-ଦ ଦେଖିବାକୁ ମିଳିଥିଲା। ଏହି ବି-ବା-ଦରେ ଗୋଟିଏ ପକ୍ଷ ଆଉ ଗୋଟିଏ ପକ୍ଷର ତିନିଜଣଙ୍କୁ ଗୁ-ଳି କରି ହ-ତ୍ୟା କରି ଦେଇଥିଲେ। ମା-ମ-ଲାଟି ଥା-ନା ମଧୁବନ ବାପୁଧାମ ଅଞ୍ଚଳର ଅଟେ। ଏହି ଫାୟରିଂ ସୁଶୀଲ, ଅମନ ଓ ତରୁଣ ନାମକ ବ୍ୟକ୍ତି ଗମ୍ଭୀର ଆ-ହ-ତ ହୋଇଥିଲେ। ଅମନ ଓ ତରୁଣ, ସୁଶୀଲଙ୍କ ପୁଅ ଅଟନ୍ତି।

ପୂର୍ବରୁ ମଧ୍ୟ ହୋଇଥିଲା ଦୁଇପକ୍ଷ ମଧ୍ୟରେ ଲ-ଢେ଼-ଇ:-

ସୁଶୀଲ ବିଜୟନଗରର ମୋରଟା ଗ୍ରାମରେ ନିଜ ପରିବାର ସହିତ ରୁହେ ଓ ଗାଈ ପାଳି କ୍ଷୀର ବିକ୍ରି କରିଥାଏ। କିଛିଦିନ ପୂର୍ବରୁ କୁକୁର ଭୋକିବାକୁ ନେଇ ତାଙ୍କର ସଦରପୁର ନିବାସୀ ସତ୍ୟମ ଓ ଶିବମଙ୍କ ସହିତ ଝ-ଗ-ଡ଼ା ହୋଇଥିଲା। ସେତେବେଳେ ଗ୍ରାମ ଲୋକେ ଦୁଇଟି ପକ୍ଷର କଥାକୁ ବୁଝାମଣା କରି ପାଟିତୁଣ୍ଡକୁ ବନ୍ଦ କରିଦେଇଥିଲେ।

କିନ୍ତୁ, ପୁଣିଥରେ ଶୁକ୍ରବାର ଦିନ ରାତିରେ କୁକୁରର ଭୋକିବାକୁ ନେଇ ଦୁଇପକ୍ଷ ମଧ୍ୟରେ ବି-ବା-ଦ ଆହୁରି ବଢ଼ିଗଲା। ଏଥିରେ ସତ୍ୟମ ଓ ଶିବମ, ସୁଶୀଲ ଓ ତାଙ୍କର ଦୁଇପୁଅ ତରୁଣ ଓ ଅମନ ଉପରେ ଗୁ-ଳି ଚଳାଇ ଦେଲେ। ଏଥିରେ ସୁଶୀଲର ଅଣ୍ଟାରେ ଗୁ-ଳି ବାଜିଥିବା ବେଳେ ତରୁଣ ଓ ଅମନର ପେଟରେ ଗୁ-ଳି ଲାଗିଥିଲା।

ଫା-ୟରିଂ ପରେ ମା-ମ-ଲା ପରେ ଗାଁ ରେ ହଇଚଇ ଖେଳିଗଲା। ଗୁ-ଳି ବାଜିଥିବା ଲୋକଙ୍କ ପରିଜନ ସେମାନଙ୍କୁ ହସ୍ପିଟାଲ ପଠାଇଥିଲେ ଓ ସେଠାରେ ଗମ୍ଭୀର ସ୍ଥିତି ଦେଖି ତାଙ୍କୁ ଦିଲ୍ଲୀ ଜିଟିବି ହସ୍ପିଟାଲ ପଠାଇ ଦିଆଗଲା।

ସୁଶୀଲଙ୍କ ଉଭୟ ପୁଅଙ୍କ ମୁତାବିକ, ସତ୍ୟମ ଓ ଶିବମ ପୂର୍ବରୁ ମଧ୍ୟ ତାଙ୍କ ଘରକୁ ଆସି ଝ-ଗ-ଡ଼ା କରୁଥିଲେ। ଏହିପରି ସୋମବାର ଦିନ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କ ଲ-ଢେ-ଇ ଓ ଝ-ଗ-ଡ଼ା ହୋଇଥିଲା ଓ ସେମାନେ ତିନିଜଣଙ୍କ ଉପରକୁ ଗୁ-ଳି ଚଳାଇଥିଲେ। ଏହି ଲୋକମାନେ ପୂର୍ବରୁ ହିଁ ଅପ-ରାଧିକ ଗତିବିଧିରେ ସାମିଲ ଥିଲେ।

ଅଭି-ଯୋଗ ପରେ ପୋ-ଲି-ସ ସତ୍ୟମ ଓ ଶିବମକୁ ମୁକ-ଦମା ଦ-ର୍ଜ କରି ଗି-ର-ଫ କରିଥିଲା ଓ ବର୍ତ୍ତମାନ ପୋ-ଲିସ ଆଉଜଣେ ବ୍ୟକ୍ତିଙ୍କ ଯାଞ୍ଚ କରୁଛି। ଏହାସହ ପୋ-ଲି-ସ ବ-ନ୍ଧୁ-କ ମଧ୍ୟ ସେମାନଙ୍କ ଠାରୁ ଜ-ବ-ତ କରିଥିଲା।

Leave A Reply

Your email address will not be published.