ଏହି ୫ଟି ଭିଡିଓରେ ଦେଖନ୍ତୁ ଦେଓଘର ରୋପୱେର ରେସ୍କ୍ୟୁ ଅପରେସନ, ଦେଖନ୍ତୁ କେମିତି ଶେଷ ମୁହୁର୍ତରେ ହାତ ଛାଡିଦେଲା ଜୀବନ |

0

Get real time updates directly on you device, subscribe now.

ଝାଡଖଣ୍ଡର ଦେଓଘରରେ ହୋଇଥିବା ରୋପୱେ ଦୁର୍ଘ-ଟଣାର ଦୁଇ ଦିନ ପରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି|କୁହାଯାଏ ଯେ ଏବେବି କିଛି ଲୋକ ରୋପୱେର ଟ୍ରଲିରେ ଫସିଛନ୍ତି,ଯାହାକୁ ବଞ୍ଚାଇବାକୁ ବାୟୁସେନାର ହେଲିକପ୍ଟର ଲାଗି ରହିଛି|ଏଥି ମଧ୍ୟରେ ସୋସିଆଲ ମିଡିଆରେ ରେସ୍କ୍ୟୁର ବହୁ ଭିଡିଓ ଭାଇରାଲ ହେଉଛି|ଏମାନଙ୍କ ମଧ୍ୟରୁ ଗୋଟିଏ ହୃଦୟ ବିଦା-ରକ ଭିଡିଓ ରହିଛି|

ଯେଉଁଥିରେ ହେଲିକପ୍ଟର ପର୍ଯ୍ୟନ୍ତ ପହଞ୍ଚିବା ମାତ୍ରେ ଜଣେ ବ୍ୟକ୍ତି ସିଧା ଖାଇରେ ଖସିପଡେ ଓ ମୃ-ତ୍ୟୁ ହୋଇଥାଏ|ଏହି ଭିଡିଓ ସୋସିଆଲ ମିଡିଆରେ ନି-ଆଁ ଭଳି ବ୍ୟାପି ଯାଇଛି|ଏହାକୁ ଦେଖିବା ପରେ ଲୋକ ଡ-ରିଯା-ଇ ରେସ୍କ୍ୟୁ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି|

ଏହି ଘ-ଟ-ଣା ସୋମବାର ଦିନ ଅଟେ|ଟୁଇଟରରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ୟକ୍ତି ରଶି ଜରିଆରେ ହେଲିକପ୍ଟରରେ ଲଟକିଛି|କିନ୍ତୁ କାହାକୁ କ’ଣ ଜଣାଥିଲା ଆଗକୁ କ’ଣ ହେବାକୁ ଯାଉଛି ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ|ଆପଣ ଦେଖିପାରିବେ ବ୍ୟକ୍ତି ହେଲିକପ୍ଟରର ବିଲକୁଲ ପାଖକୁ ପହଞ୍ଚିଲା କିନ୍ତୁ ପରବର୍ତ୍ତୀ କ୍ଷଣ ହୃଦୟ ବିଦା-ରକ ହେଲା|ହେଲିକପ୍ଟରରେ ପଶିବା ମାତ୍ରେ ବ୍ୟକ୍ତିର ସେଫ୍ଟି ବେଲ୍ଟ ଖୋଲିଯାଏ ଓ ସେ ୯୦୦ ଫୁଟ ଖାଇରେ ଖସିପଡେ|ଫଳରେ ବ୍ୟକ୍ତିର ମୃ-ତ୍ୟୁ ଘଟିଥିଲା|

ମୃତ-କଙ୍କ ପରିଚୟ ଦୁମକା ଜିଲ୍ଲାର କକନୀ ଗାଁରେ ରହୁଥିବା ରାକେଶ ମଣ୍ଡଳ ଭାବେ ହୋଇଛି|ସେ ଶି-କା-ରୀ ପାରାରେ ରୋଜଗାର ସେଵକ ଭାବେ କାର୍ଯ୍ୟରତ ଥିଲେ|ଆଉ ଏକ ଭିଡିଓ ଆସିଛି ଯେଉଁଥିରେ ଜଣେ ମହିଳାଙ୍କୁ ଏୟାର ଲିଫ୍ଟ ସମୟରେ ତଳେ ଖସି ପଡନ୍ତି|

ପୂର୍ବ ରବିବାର ଦିନ ରାମନବମୀ ସୁଯୋଗରେ ଦେଓଘରର ତ୍ରିକୁଟ ପାହାଡରେ ପୂଜା କରିବା ପାଇଁ ସହସହ ସଂଖ୍ୟାରେ ଲୋକ ପ‌ହଞ୍ଚିଥିଲେ|ଏହି ସମୟରେ ତଳୁ ଆସୁଥିବା ରୋପୱେର ଟ୍ରଲି ଉପରୁ ଆସୁଥିବା ରୋପୱେ ଟ୍ରଲି ସହ ଧ-କ୍କା ହୋଇଗଲା|ଯେତେବେଳେ ଦୁର୍ଘ-ଟଣା ଘ-ଟିଲା ସେତେବେଳେ ୨୪ ଜଣ ଲୋକ ଟ୍ରଲିରେ ମହଜୁଦ ଥିଲେ|

Leave A Reply

Your email address will not be published.