କେଵଳ ୨ ଲକ୍ଷ ଟଙ୍କାର ଛୋଟ ନିବେଶରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ,ସରକାର ମଧ୍ୟ ଦେବେ ସବ୍ସିଡି,ଜାଣନ୍ତୁ ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ବ୍ୟବସାୟ ଆରମ୍ଭ କରିବା କୈାଣସି ସହଜ କାମ ନୁହେଁ|ଏଥିପାଇଁ ଏକ ଭଲ ଆଇଡିଆ ଆବଶ୍ୟକ|ଯଦି ଆପଣ ରେଗୁଲାର ଚାକିରୀରେ ବିରକ୍ତ ହୋଇଗଲେଣି ତେଵେ ମୁଁ ଆପଣଙ୍କୁ ଏକ ଭଲ ବିଜନେସ ବିଷୟରେ କହିବି|ଏହା ଟମାଟୋ ସସ୍ ବନାଇବା ବ୍ୟବସାୟ|ଆଜିକାଲି ସମୟରେ ଟମାଟୋ ସସ୍ ର ଚାହିଦା ବଢିବାରେ ଲାଗିଛି|ଏହି ବ୍ୟବସାୟର ଖାସ କଥା ଏହା ଯେ ଆପଣ ଏହାକୁ କେଵଳ ୨ ଲକ୍ଷ ଛୋଟ ନିବେଶରେ ଆରମ୍ଭ କରିପାରିବେ|ସରକାର ମଧ୍ୟ ଏହିଭଳି ଛୋଟ ଉଦ୍ୟୋଗ ପାଇଁ ସାହାଯ୍ୟ ଦେଇଥାନ୍ତି|

ଟମୋଟୋ ସସ୍ ବନାଇ ଆପଣ ହୋଟେଲ, ରେଷ୍ଟୁରାଣ୍ଟ ଓ ରିଟେଲ ମାର୍କେଟ ସପ୍ଲାଏ କରି ପାରିବେ|ଆଜିକାଲି ଲୋକମାନେ ବଡ ବ୍ରାଣ୍ଡ ଛାଡି ଛୋଟ ବ୍ରାଣ୍ଡ କିଣିବା ପସନ୍ଦ କରୁଛନ୍ତି କାରଣ ଏଥିରେ କମ ପ୍ରିଜରଭେଟିଭ ଓ ଅଧିକ ତାଜା ରହୁଛି|ଚାଲନ୍ତୁ ଏହାର ଲାଭ ବିଷୟରେ ଜାଣିବା:

ଆଜିକାଲି ସରକାର ଗୃହ ଉଦ୍ୟୋଗକୁ ବଢାବା ଦେବାପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଆରମ୍ଭ କରିଛନ୍ତି|ଏଥିରେ ଆପଣଙ୍କୁ ୬ ଲକ୍ଷ ଟଙ୍କାର ଲୋନ ସହଜରେ ମିଳିଯିବ|ଏହି ବିଜନେସ ଆରମ୍ଭ କରିବାକୁ ୮ ଲକ୍ଷ ଟଙ୍କା ଲାଗିବ ଯେଉଁଥିରେ ମେସିନ ଓ ବାକି ଜିନିଷର ଖର୍ଚ୍ଚ ୨ ଲକ୍ଷ ଟଙ୍କା ହେବ|କଞ୍ଚାମାଲ, ଲୋକଙ୍କ ଦରମା,ପ୍ୟାକିଙ୍ଗ ଆଦିରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ|ଏଥିରେ ଆପଣଙ୍କୁ ବ୍ୟାଙ୍କ ୬ ଲକ୍ଷ ଟଙ୍କା ଲୋନ ଦେବ ଓ ଆପଣଙ୍କୁ ନିଜର ୨ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ|

ଏହି ବ୍ୟବସାୟରେ ଆପଣ ବାର୍ଷିକ ୨୮-୩୦ ଲକ୍ଷ ଟଙ୍କା ଆୟ କରି ପାରିବେ|ଏଥିରେ ଆପଣଙ୍କ ଖର୍ଚ୍ଚ ପାଖାପାଖି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ|ଲାଭ ୪-୬ ଲକ୍ଷ ଟଙ୍କା ହେବ|ଏଥିରେ ଆପଣଙ୍କୁ ପାଖାପାଖି ୪୦-୫୦ ହଜାର ମାସିକ ଲାଭ ହେବ |

Leave A Reply

Your email address will not be published.