ଏହି ୫ଟି ଭିଡିଓରେ ଦେଖନ୍ତୁ ଦେଓଘର ରୋପୱେର ରେସ୍କ୍ୟୁ ଅପରେସନ, ଦେଖନ୍ତୁ କେମିତି ଶେଷ ମୁହୁର୍ତରେ ହାତ ଛାଡିଦେଲା ଜୀବନ |
ଝାଡଖଣ୍ଡର ଦେଓଘରରେ ହୋଇଥିବା ରୋପୱେ ଦୁର୍ଘ-ଟଣାର ଦୁଇ ଦିନ ପରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି|କୁହାଯାଏ ଯେ ଏବେବି କିଛି ଲୋକ ରୋପୱେର ଟ୍ରଲିରେ ଫସିଛନ୍ତି,ଯାହାକୁ ବଞ୍ଚାଇବାକୁ ବାୟୁସେନାର ହେଲିକପ୍ଟର ଲାଗି ରହିଛି|ଏଥି ମଧ୍ୟରେ ସୋସିଆଲ ମିଡିଆରେ ରେସ୍କ୍ୟୁର ବହୁ ଭିଡିଓ ଭାଇରାଲ ହେଉଛି|ଏମାନଙ୍କ ମଧ୍ୟରୁ ଗୋଟିଏ ହୃଦୟ ବିଦା-ରକ ଭିଡିଓ ରହିଛି|
ଯେଉଁଥିରେ ହେଲିକପ୍ଟର ପର୍ଯ୍ୟନ୍ତ ପହଞ୍ଚିବା ମାତ୍ରେ ଜଣେ ବ୍ୟକ୍ତି ସିଧା ଖାଇରେ ଖସିପଡେ ଓ ମୃ-ତ୍ୟୁ ହୋଇଥାଏ|ଏହି ଭିଡିଓ ସୋସିଆଲ ମିଡିଆରେ ନି-ଆଁ ଭଳି ବ୍ୟାପି ଯାଇଛି|ଏହାକୁ ଦେଖିବା ପରେ ଲୋକ ଡ-ରିଯା-ଇ ରେସ୍କ୍ୟୁ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି|
Why wasn't this man is rope up while he was being rescued. How can someone be rescued like this? What is IAF doing or is there anything I don't know.#Jharkhand #RescueOperation #IndianAirForce @adgpi @IAF_MCC #JharkhandRopewayAccident #jharkhandnews pic.twitter.com/aLbZJZHu6V
— Prakash Yadav(Yaduvanshi) (@prakashyadav96) April 11, 2022
ଏହି ଘ-ଟ-ଣା ସୋମବାର ଦିନ ଅଟେ|ଟୁଇଟରରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ୟକ୍ତି ରଶି ଜରିଆରେ ହେଲିକପ୍ଟରରେ ଲଟକିଛି|କିନ୍ତୁ କାହାକୁ କ’ଣ ଜଣାଥିଲା ଆଗକୁ କ’ଣ ହେବାକୁ ଯାଉଛି ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ|ଆପଣ ଦେଖିପାରିବେ ବ୍ୟକ୍ତି ହେଲିକପ୍ଟରର ବିଲକୁଲ ପାଖକୁ ପହଞ୍ଚିଲା କିନ୍ତୁ ପରବର୍ତ୍ତୀ କ୍ଷଣ ହୃଦୟ ବିଦା-ରକ ହେଲା|ହେଲିକପ୍ଟରରେ ପଶିବା ମାତ୍ରେ ବ୍ୟକ୍ତିର ସେଫ୍ଟି ବେଲ୍ଟ ଖୋଲିଯାଏ ଓ ସେ ୯୦୦ ଫୁଟ ଖାଇରେ ଖସିପଡେ|ଫଳରେ ବ୍ୟକ୍ତିର ମୃ-ତ୍ୟୁ ଘଟିଥିଲା|
ମୃତ-କଙ୍କ ପରିଚୟ ଦୁମକା ଜିଲ୍ଲାର କକନୀ ଗାଁରେ ରହୁଥିବା ରାକେଶ ମଣ୍ଡଳ ଭାବେ ହୋଇଛି|ସେ ଶି-କା-ରୀ ପାରାରେ ରୋଜଗାର ସେଵକ ଭାବେ କାର୍ଯ୍ୟରତ ଥିଲେ|ଆଉ ଏକ ଭିଡିଓ ଆସିଛି ଯେଉଁଥିରେ ଜଣେ ମହିଳାଙ୍କୁ ଏୟାର ଲିଫ୍ଟ ସମୟରେ ତଳେ ଖସି ପଡନ୍ତି|
Lady badly injured during rescue from trolley at #DeogharRopeway.During winching harness got damage: Admin Initial Reports suggested. Lets pray for lady.#DeogharRopewayAccident @IAF_MCC @ITBP_officia, pic.twitter.com/MD9fWuPsTq
— Haresh 💪🇮🇳 (@HARESHRJADAV3) April 12, 2022
ପୂର୍ବ ରବିବାର ଦିନ ରାମନବମୀ ସୁଯୋଗରେ ଦେଓଘରର ତ୍ରିକୁଟ ପାହାଡରେ ପୂଜା କରିବା ପାଇଁ ସହସହ ସଂଖ୍ୟାରେ ଲୋକ ପହଞ୍ଚିଥିଲେ|ଏହି ସମୟରେ ତଳୁ ଆସୁଥିବା ରୋପୱେର ଟ୍ରଲି ଉପରୁ ଆସୁଥିବା ରୋପୱେ ଟ୍ରଲି ସହ ଧ-କ୍କା ହୋଇଗଲା|ଯେତେବେଳେ ଦୁର୍ଘ-ଟଣା ଘ-ଟିଲା ସେତେବେଳେ ୨୪ ଜଣ ଲୋକ ଟ୍ରଲିରେ ମହଜୁଦ ଥିଲେ|