ଯଦି ଟ୍ରାନ୍ସଫର ଦରକାର ତାହେଲେ ତୁମ ପତ୍ନୀକୁ ମୋ ପାଖକୁ ପଠାଅ, JE ର ଉ-ତ୍ପୀ-ଡ଼-ନ ସହ୍ୟ କରିନପାରି ଆ-ତ୍ମହତ୍ୟା କେଲେ ଲାଇନ୍ ମ୍ୟାନ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିରୁ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ JE ର ପ୍ରତାଡ଼ନାକୁ ସହ୍ୟ କରିନପାରି ଲାଇନମ୍ୟାନ ନିଆଁରେ ନିଜ ଜୀବନ ହାରି ଦେଇଛନ୍ତି। ଲାଇନମ୍ୟାନକୁ ଲକ୍ନୌ ଚିକିତ୍ସା ଓଆଇ ପଠା ଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃ-ତ୍ୟୁ ଘଟିଥିଲା। ଏହି ମାମଲାରେ ଡିଏମ ବାହାଦୂର ସିଂହ ବିଜୁଳି ବିଭାଗକୁ JE କୁ ନିଲମ୍ବିତ କରିବା ପାଇଁ ଯାଞ୍ଚ ଆଦେଶ କରିଛନ୍ତି।

ପରିଜନ ଲଗାଇଥିଲେ ଗମ୍ଭୀର ଆ-ରୋ-ପ:-

ସୂଚନା ମୁତାବିକ ପାଲିଆ ଅଞ୍ଚଳର ବମନଗର ନିବାସୀ ରାମଓତାର ଙ୍କ 45 ବର୍ଷୀୟ ପୁଅ ଗୋକୁଳ ପ୍ରସାଦ ଗୋଲାର କୁକୁରାରେ ଲାଇନମ୍ୟାନ ଭାବରେ କାମ କରୁଥିଲେ ବିଗତ 22 ବର୍ଷ ହେବ ସେ ବିଜୁଳି ବିଭାଗରେ କାମ କରୁଥିଲେ। ଆରୋପୀ JE ତାଙ୍କର ଲଗାତାର ଟ୍ରାନ୍ସଫର କରାଉଥିଲେ। ଏହି ଟ୍ରାନ୍ସଫରକୁ ରୋକିବା ପାଇଁ ଯେ ଲଗାତାର ଟଙ୍କା ମାଗୁଥିଲା ଓ ମାନସିକ ଚାପ ମଧ୍ୟ ପକାଉଥିଲା। ସେହିପରି ଗୋକୁଳଙ୍କ ପତ୍ନୀଙ୍କ କହିବା କଥା ହେଲା ତାଙ୍କ ପତି ଯେ କାରଣରୁ ସର୍ବଦା ଚିନ୍ତାରେ ରହୁଥିଲେ। ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଆଣିବା ପରେ ମଧ୍ୟ କିଛି ଶୁଣାଣି ହୋଇନଥିଲା।

ଟ୍ରାନ୍ସଫର ଦରକାର ଯଦି ପତ୍ନୀ ପଠା :-

ମରିବା ପୂର୍ବରୁ ଲାଇନମ୍ୟାନ ଏକ ଅଭିଯୋଗ ଆଣି କହିଥିଲେ କି, ଆରୋପୀ JE ଓ ତାଙ୍କର କିଛି ଦଲାଲ ମୋତେ କହିଥିଲେ ଯଦି ଟ୍ରାନ୍ସଫର ଦରକାର ତାହେଲେ ମୋ ପତ୍ନୀଙ୍କୁ ତାଙ୍କ ପାଖକୁ ଯିବାକୁ ହେବ। ମୁଁ ଥାନାରେ ମଧ୍ୟ ନମ୍ବର ଦେଇ ଅଭିଯୋଗ କରିଥିଲି କିନ୍ତୁ କିଛି ହୋଇନଥିଲା। ଏସଏସପି ସଂଜୀବ ସୁମାନଙ୍କ କହିବାହେଲା ଲକ୍ନୌ ରେ ଜଣେ ଲାଇନମ୍ୟାନ ଆତ୍ମହତ୍ୟା କରିଛନ୍ତି। ଲାଇନମ୍ୟାନଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ନିଜ ସିନିୟରଙ୍କ ଉପରେ ଆ-ରୋ-ପ ଆଣିଛନ୍ତି।

Leave A Reply

Your email address will not be published.