AC କୁ ଛୁଟି କରିବାକୁ ଆସିଲା “ଛୋଟ କୁଲର” ! ଗୋଟିଏ ମଗ ପାଣିରେ ପୁରା କୋଠରୀ ହୋଇଯିବ ଥଣ୍ଡା !

0

Get real time updates directly on you device, subscribe now.

ଗରମ ଦିନ ଆସିଛି ,ଏହାସହ ଗରମ ପବନ ଓ ଟାଣ ଖରା ହେଉଛି|ବିନା କୁଲର ଓ ଏସିରେ କିପରି ରହାଯାଇ ପାରିବ|କିଛି ଲୋକ ଏସି କିଣୁଛନ୍ତି ଓ ଯେଉଁ ଲୋକଙ୍କ ପାଖରେ ଏସି ପାଇଁ ବଜେଟ ନାହିଁ ସେମାନେ କୁଲର କିଣୁଛନ୍ତି|କିନ୍ତୁ ସିଜନ ଆସିବା ମାତ୍ରେ କୁଲର ମହଙ୍ଗା ହୋଇଗଲାଣି|କମ ଦାମରେ ବଡ କୁଲର ମିଳିବା କଷ୍ଟକର|ଏମିତିରେ ଏକ ଭଲ ବିକଳ୍ପ ରହିଛି|ଏହି କୁଲର ଦେଖିବାକୁ ଛୋଟ ଅଟେ କିନ୍ତୁ ଏସି ଭଳି କାମ କରେ|ଚାଲନ୍ତୁ ସେ ସମ୍ପର୍କରେ ଜାଣିବା:

ଏହା ବାକି କୁଲର ଠାରୁ ଅଲଗା|ଏଥିରେ କଟନ ଫିଲ୍ଟର୍ସ ରହିଛି ଯାହା ଥଣ୍ଡା ଓ ସଫା ପବନ ଦେଇଥାଏ|ବଡ କୁଲର ଜୋରରେ ଶବ୍ଦ କରୁଥିଲା ବେଳେ ଏହା କମ ଶବ୍ଦ କରିଥାଏ|ଏଥିରେ କମ ବିଜୁଳି ବିଲ ଆସେ କିନ୍ତୁ ଏସି ଭଲି ପଵନ ମିଳିବ|ଏଥିରେ ନାଇଟ ଲାଇଟ ରହିଛି ଫଳରେ ଯେପରି ଶୋଇବାରେ ସାହାଯ୍ୟ କରିବ|

ଏଥିରେ ଥଣ୍ଡା ପବନ ପାଇବା ପାଇଁ ଗୋଟିଏ ମଗ ପାଣି ଓ କିଛି ବରଫ ଦେବାକୁ ପଡିବ|ଯଦି ଆପଣ ପାଣି ଓ ବରଫ ନଦେଲେ କୁଲର‌ ଫ୍ୟାନ ଭଳି ଚାଲିବ|ଏହାକୁ ଲୋ ,ମିଡିୟମ,ହାଇ ସ୍ପିଡରେ ଚଳାଯାଇ ପାରିବ|

ଏହାର ଲଞ୍ଚିଙ୍ଗ ମୂଲ୍ୟ ୫,୨୯୯ ଟଙ୍କା ଅଟେ କିନ୍ତୁ ଆମାଜନରେ ଏହାକୁ ୩୮% ଡିସକାଉଣ୍ଟରେ ୩,୨୯୯ ଟଙ୍କାରେ କିଣା ଯାଇ ପାରିବ|ଏଥିରେ ପୁରା ୨ ହଜାର ଟଙ୍କାର ଡିସକାଉଣ୍ଟ ମିଳୁଛି|ଆପଣ ଏହାକୁ ମାସିକ
୧୫୫ ଟଙ୍କା ଦେଇ କିଣିପାରିବେ|

ଏହାକୁ ୟୁଏସବି ସହ ସହଜରେ କନେକ୍ଟ କରାଯାଇ ପାରିବ|ଏହାକୁ ମୋବାଇଲ ଚାର୍ଜର,କାର ଚାର୍ଜର, ପାୱାର ବ୍ୟାଙ୍କ ବା ଲାପଟପରେ ଚଲାଇ ପାରିବେ|କିଚେନ,ଅଫିସ ବା କାରରେ ଏହାକୁ ଚଳାଇ ପାରିବେ|ଏହା କମ ଜାଗା ଆବଶ୍ୟକ କରେ|

Leave A Reply

Your email address will not be published.