ଏହା ହେଉଛି ବିନା ବିଜୁଳିରେ ଚାଲୁଥିବା ବେଷ୍ଟ ହାଇ ସ୍ପିଡ୍ ବ୍ରାଣ୍ଡେଡ୍ ଫ୍ୟାନ, ୮ ଘଣ୍ଟା ପର୍ଯ୍ୟନ୍ତ ପାଇପାରିବେ ସୁଖ ନିଦ୍ରା !

0

Get real time updates directly on you device, subscribe now.

ଖରାଦିନେ ପାୱାର କଟ ହେବା କୈାଣସି ସାଧାରଣ କଥା ନୁହେଁ ଓ ଯେତେବେଳେ ବିଜୁଳି ଚାଲିଯାଏ ସେତେବେଳେ ଗରମ ବହୁ ସମସ୍ୟା ସୃଷ୍ଟି କରିଥାଏ ଯଦିଓ ଇନଭର୍ଟର ମଧ୍ୟ କିଛି ସମୟ ପରେ ବନ୍ଦ ହେବାକୁ ଲାଗେ କାରଣ ତା ଉପରେ ମଧ୍ୟ ବହୁ ଲୋଡ ହୋଇଥାଏ|ଏଵେ ଏହି ସ୍ଥିତିରେ ରିଚାର୍ଜେବଲ ଫ୍ୟାନ ବହୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ କାରଣ ଫୁଲ ଚାର୍ଜରେ ଆପଣଙ୍କ ସହ ବହୁ ସମୟ ପର୍ଯ୍ୟନ୍ତ ରହିଥାଏ|ଏତିକି ନୁହେଁ ଏହାର ଆକାର ଛୋଟ ଓ ତାକୁ ଆପଣ ସହଜରେ କୈାଣସି ସ୍ଥାନକୁ ମଧ୍ୟ ନେଇ ପାରିବେ|ଏହି ରିପୋର୍ଟରେ ମୁଁ ଆପଣଙ୍କୁ ଆମାଜନ ଇଣ୍ଡିଆରେ ମିଳୁଥିବା କିଛି ବ୍ରାଣ୍ଡେଡ ରିଚାର୍ଜେବଲ ଫ୍ୟାନର ତଥ୍ୟ ଦେଉଛି ଯାହା ବହୁ ଉପଯୋଗୀ ସାବ୍ୟସ୍ତ ହେବ|

Nubilous ବ୍ରାଣ୍ଡର ଶକ୍ତିଶାଳୀ ରିଚାର୍ଜେବଲ ହାଏ ସ୍ପିଡ ଟେବଲ ଡେସ୍କ ଫ୍ୟାନ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ସାବ୍ୟସ୍ତ ହୋଇପାରେ|ଏହା ଏଲ୍ଇଡି ଲାଇଟ୍ ସହ ଆସେ|ଏହା ହାଇସ୍ପିଡରେ କାମ କରିଥାଏ|ଏହି ଟେବଲ ଫ୍ୟାନ ପୋର୍ଟେବଲ ପେଡେଷ୍ଟ୍ରଲ ଫ୍ୟାନ ସ୍ପିଡ ଆଡଜଷ୍ଟେବଲ ସହ ଆସେ|୨ ଷ୍ଟେପ ସ୍ପିଡ ଓ ୨୧ ଏଲଇଡି ଲୋ ମିଡିୟମ ଓ ଉଚ୍ଚ ବ୍ରାଇଟନେସ ସହ ଆସେ|ଫୁଲ ଚାର୍ଜ ହେବାପାଇଁ ଏହାକୁ ୩ ଘଣ୍ଟା ସମୟ ଲାଗିଥାଏ ଓ ଏହା ୮ ଘଣ୍ଟା ଚାଲିଥାଏ|ଏହା ଏସି ଓ ଡିସିରେ କାମ କରିଥାଏ|ଏହାର ମୂଲ୍ୟ ୭୯୯ ଟଙ୍କା ଅଟେ|

Luminous ବ୍ରାଣ୍ଡର ବଡି ହାଇ ସ୍ପିଡ ରିଚାର୍ଜେବଲ ଫ୍ୟାନ ଆପଣଙ୍କ ପାଇଁ ଭଲ ବିକଳ୍ପ ରହିଛି|ଏହାକୁ ହାଏ କ୍ୱଲିଟି ମେଟେରିଆଲରେ ବନାଯାଇଛି|ଏହା ୫୫ ୱାଟ୍ ରୁ କମ ଅଟେ|ଏହା ୨୩୦ ଭୋଲ୍ଟେଜରେ ଚାଲେ|ଏହା କୋଠରୀର କୋଣ ଅନୁକୋଣରେ ପବନ ଦେଇଥାଏ|ଏହାର ଡିଜାଇନ ବହୁ ଆକର୍ଷଣୀୟ|ଏହା କମ ଜାଗା ଆବଶ୍ୟକ ଓ ସହଜରେ କେଉଁଠି ରଖିପାରିବେ|ଆମାଜନରେ ଏହାର ମୂଲ୍ୟ ୧୯୧୫ ଟଙ୍କା ରହିଛି|

Amazon Basicsର ହାଏ ସ୍ପିଡ ରିଚାର୍ଜେବଲ ଫ୍ୟାନ ଭଲ ବିକଳ୍ପ ସହ ବିଭିନ୍ନ ଡିଜାଇନର ରହିଛି|ଏହାର ଆକାର‌ ଛୋଟ ହେତୁ ଆପଣ କୈାଣସି ଜାଗାରେ ରଖିପାରିବେ|ଏତିକି ନୁହେଁ ଆଟୋମେଟିକ ଓସିଲେସନ ସହ କୁଲିଙ୍ଗ ପାଇଁ ହାଏ ସ୍ପିଡ ପେଷ୍ଟଲ ଫ୍ୟାନ ୪୦୦ ଏମ୍ଏମ୍ ରହିଛି|ଏହାର ସର୍ବାଧିକ ଗତି ୧୪୫୬ ରେଟେସନ ପ୍ରତି ମିନିଟ ରହିଛି|ଏହା ୧୦୦% କପର ମୋଟର ସହ ରହିଛି ଓ ଭଲ ପବନ ଦେଇଥାଏ|ଏହାର ମୂଲ୍ୟ ୧୮୯୯ ଟଙ୍କା ଅଟେ|

Leave A Reply

Your email address will not be published.