୧୮୦ ଟଙ୍କା EMI ଦେଇକି ଘରକୁ ନେଇ ଆସନ୍ତୁ ଏହି ୪ଟି ବ୍ଲେଡ ଥିବା ହାଇସ୍ପିଡ଼ ଫ୍ୟାନ, ମିଳିବ ୩ ବର୍ଷର ୱାରେଣ୍ଟି !

0

Get real time updates directly on you device, subscribe now.

ଭାରତ ଭଳି ଦେଶରେ ସିଲିଂ ଫ୍ୟାନ ଏକ ମହତ୍ତ୍ୱପୂର୍ଣ୍ଣ ଉପକରଣ|ଏହି ଗରମ ସିଜନରେ ବିନା ପଙ୍ଖାରେ ରହିହେବ ନାହିଁ|ସମସ୍ତଙ୍କ ଘରେ ଏଥିରୁ ବର୍ତ୍ତିବାକୁ ଏସି ମଧ୍ୟ ନାହିଁ|ଏହା ମହଙ୍ଗା ହେବା ସହ ପ୍ରତିବର୍ଷ ରିପ୍ୟାରିଙ୍ଗର ଆବଶ୍ୟକତା ରହିଥାଏ|ଏଥିରେ ବିଜୁଳି ବିଲ ବଢିଯାଏ ତେଣୁ ଅଧିକାଂଶ ଲୋକ ସିଲିଂ ଫ୍ୟାନର ଉପଯୋଗ କରିଥାନ୍ତି|

ସବୁଠାରୁ ଭଲ କଥା ଏହା ଯେ ଏହାକୁ‌ ବର୍ଷର କୈାଣସି ସମୟରେ ବିନା ଚିନ୍ତାରେ ବ୍ୟବହାର କରାଯାଏ|ସାଧାରଣତଃ ଲୋକମାନେ ୩ ବ୍ଲେଡ ବାଲା କିଣିଥାନ୍ତି କିନ୍ତୁ ଯଦି ଆପଣ ଭଲ ଏୟାର ଫ୍ଲୋ ଚାହାନ୍ତି ତେଵେ ୪ ବ୍ଲେଡ ବାଲା ସିଲିଂ ଫ୍ଯାନ ଭଲ ବିକଳ୍ପ ରହିଛି|ଏହାକୁ ଆପଣ ୧୮୦ ଟଙ୍କା ପାଖାପାଖି ଇଏମ୍ଆଇ ଦେଇ କିଣିପାରିବେ|

Jupiter Quadcopter 5 Star Energy Saver Ceiling Fan: ଭାରତୀୟ ବଜାରରେ ଜୁପିଟର କ୍ୱଡକପ୍ଟର ୫ ଷ୍ଟାର ଶକ୍ତି ସଞ୍ଚୟ କାରୀ ସିଲିଂ ଫ୍ୟାନ ରହିଛି|ଏହା ଧୂସର ରଙ୍ଗରେ ଉପଲବ୍ଧ ଓ ଏହାକୁ ବନାଇବାକୁ ଆଲୁମିନିୟମ ସାମଗ୍ରୀ ବ୍ୟବହାର କରାଯାଏ|ଏହାର ଡିଜାଇନ ଭଲ ଓ ଏହାକୁ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ଚଳାଇପାରିବେ|ଯଦି ରାତିରେ ଥଣ୍ଡା ଲାଗେ ରିମେଟ କଣ୍ଟ୍ରୋଲ ଜରିଆରେ ସ୍ପିଡ କମ କରି ପାରିବେ|ଏଥିରେ ସ୍ମାର୍ଟ ମୋଟର ସହ ନଏଜ୍ କଣ୍ଟ୍ରୋଲ ପାଇଁ ରହିଛି|ଆମାଜନରେ ଏହାର ମୂଲ୍ୟ ୩୫୯୯ ଟଙ୍କା ଅଟେ ଓ ଏହାକୁ ୧୬୯ ମାସିକ ଇଏମ୍ଆଇ ଦେଇ କିଣିପାରିବେ|କମ୍ପାନୀ ଏହା ଉପରେ ୩ ବର୍ଷର ୱରେଣ୍ଟି ଦେଇଥାଏ|

Havells Leganza 1200mm Ceiling Fan:

ହାଭେଲ୍ସ ଲେଗାଞ୍ଜା ୧୨୦୦ ମିମି ସିଲିଂ ଫ୍ୟାନ ଅଟେ|ହେଭେଲ୍ସ ନା କେଵଳ ସିଲିଂ ଫ୍ୟାନ ପାଇଁ ପ୍ରସିଦ୍ଧ ଏହା ସହ ଘରୋଇ ଉପକରଣ ବନାଇବା ପାଇଁ ମଧ୍ୟ ପରିଚିତ|ଏହି ପଙ୍ଖା ସୁନା ଓ ବ୍ରୋଞ୍ଚ ରଙ୍ଗର ମିଶ୍ରଣ ଅଟେ|କାଂସ୍ୟ ରଙ୍ଗର ପଙ୍ଖାରେ ସୁନା ରଙ୍ଗ ଆକର୍ଷଣୀୟ|ବ୍ଲେଡ ଲମ୍ବା ୪୮ ଇଞ୍ଚ ଓ ୧୨୦୦ ଏମ୍ଏମ୍ ର ସ୍ୱପ୍ ପ୍ରଦାନ କରେ|ଏୟାର ଡେଲିଭରି ୨୩୦ ଏମ୍ଏମ୍ ଓ ସ୍ପିଡ ରେଟ ୩୫୦ ଆରପିଏମ ଅଟେ|ଏଥିରେ ୨ ବର୍ଷର ୱରେଣ୍ଟି ରହିଛି|ଏହାର ମୂଲ୍ୟ ୩୯୯୯ ଟଙ୍କା ଅଟେ|ଏହାକୁ ମାସିକ ୧୮୮ ଟଙ୍କା ଇଏମ୍ଆଇରେ କିଣି ପାରିବେ|ଏଥିରେ ୨ ବର୍ଷର ୱରେଣ୍ଟି ରହିଛି|

OSTN ARC 4 Ceiling Fan, 4 Blade, 1200 mm, Metallic Blue:ଯଦି ଆପଣ ୪ ବ୍ଲେଡ ବାଲା ସିଲିଂ ଫ୍ୟାନ କିଣିବାକୁ ଚାହାନ୍ତି ଯାହା ଆଣ୍ଟି ଡଷ୍ଟ ଫିଚର ସହ ଆସେ ଏହାକୁ ନେଇ ପାରିବେ|ଏହା ଏନର୍ଜି ଏଫିସିଏଣ୍ଟ ଫ୍ୟାନ ଅଟେ ଯିଏ ବିଲଡିସି ମୋଟର ଓ ୫ ଷ୍ଟାର ରେଟିଙ୍ଗ ଦେଇଥାଏ|ଏଥିରେ ୨୮ ୱଟ ବିଜୁଳି ଖର୍ଚ୍ଚ ହୋଇଥାଏ ଓ ୧୫୦-୩୦୦ ଭୋଲ୍ଟରେ ଚାଲେ|କମ୍ପାନୀ ଅନୁସାରେ ନିୟମିତ ଫ୍ୟାନ ଅପେକ୍ଷା ଏହା ୬୫% କମ ବିଜୁଳି ଖର୍ଚ୍ଚ କରେ|ଏହା ଇନଭର୍ଟର ବ୍ୟାଟେରୀରେ ସାମାନ୍ୟ ଫ୍ୟାନ ତୁଳନାରେ ତିନିଗୁଣ ଚାଲେ|ଏହାର ନଏଜ ଲେବଲ କମ ଅଟେ|ଏହା ରିମୋଟ କଣ୍ଟ୍ରୋଲ ଅଟେ ଯେଉଁଥିରେ ଅଟୋ,ଟର୍ବୋ,ବ୍ରିଜ,ସ୍ଲିପ ଭଳି ସୁବିଧା ରହିଛି|ଆମାଜନରେ ଏହାର ମୂଲ୍ୟ ୩,୮୯୯ ଟଙ୍କା ଅଟେ |ଏହାକୁ ଆପଣ ୧୮୮ ଟଙ୍କା ମାସିକ ଇଏମ୍ଆଇ ଦେଇ ନେଇ ପାରିବେ|କମ୍ପାନୀ ଏହା ଉପରେ ୩ ବର୍ଷର ୱରେଣ୍ଟି ଦେଉଛି|

Leave A Reply

Your email address will not be published.