ବତକ ମାନଙ୍କୁ ରାସ୍ତା ପାର‌ କରିବାକୁ ଯାଇ ବ୍ୟକ୍ତି ଜଣକ ଅଟକାଇ ଦେଲେ ପୂରା ଟ୍ରାଫିକ,ଜୀବନକୁ ପାଣି ଛଡାଇ କଲେ ରାସ୍ତା ପାର,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଆପଣ ସୋସିଆଲ ମିଡିଆରେ ସାଧାରଣତଃ ଏପରି ଭିଡିଓ ଦେଖିଥିବେ ଯାହା ଆପଣଙ୍କୁ ବଡ ଅଜବଗଜବ ଲାଗିଥିବ|କିଛି ଭିଡିଓ ଏପରି ହୋଇଥାଏ ଦେଖିକି ଆପଣ ହସିହସି ଗଡିଯିବେ|ମଜାଳିଆ ଭିଡିଓ ମଧ୍ୟରେ ଆଜି ମୁଁ ଆପଣଙ୍କ ପାଇଁ ଏଭଳି ଏକ ଭିଡିଓ ନେଇ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ କହିବେ ପ୍ରକୃତରେ ବ୍ୟକ୍ତି ଏପରି କିପରି କରିପାରେ|

ଏହି ଭିଡିଓକୁ ଦେଖିଲା ପରେ ସମସ୍ତେ ବ୍ୟକ୍ତିଙ୍କ ପ୍ରଶଂସା କରୁଛନ୍ତି|ଯେଉଁ ଭିଡିଓ କଥା କହୁଛି ଏହା କୈାଣସି ଫନି ରିଲ୍ସ ନୁହେଁ|ଏପରି ଏକ ଭିଡିଓ ଯାହାକୁ ଦେଖିଲା ପରେ ଲୋକଙ୍କ ଭିତରର ମାନବିକତା ଜାଗିବାକୁ ପ୍ରେରଣା ମିଳିବ|

ଭିଡିଓରେ ଜଣେ ବ୍ୟକ୍ତି ସଡକ ପାର କରିବା ସମୟରେ ବତକ ଓ ତା ଛୁଆକୁ ସାହାଯ୍ୟ କରୁଥିବା ଦେଖାଯାଏ|ଏହି ଭିଡିଓ ଆପଣ ଦେଖିକରି ମଧ୍ୟ ଆଶ୍ଚର୍ଯ୍ୟ ହେବେ|ଆପଣମାନେ ବତକର ଖାସ କଥା ଦେଖିଥିବେ ଏମାନେ ଏକାଠି ଦଳହୋଇ ଯାଇଥାନ୍ତି|

ଖାସକରି ବତକର ଛୁଆମାନେ ଜନ୍ମ ଠାରୁ ନିଜର ମା ବାପାଙ୍କୁ ଫଲୋ କରିଥାନ୍ତି|ଏହି ଭିଡିଓ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ|ଏହି ଭିଡିଓରେ ଆପଣ ବ୍ୟକ୍ତି ବତକଙ୍କୁ ସଡକ ପାର କରାଉଥିବା ଦେଖିପାରିବେ|ଏହି ଭିଡିଓକୁ ସୋସିଆଲ ମିଡିଆରେ ଆଇଏଫ୍ଏସ ଶୁଶାନ୍ତ ନନ୍ଦା ସେୟାର କରିଛନ୍ତି|

ଭିଡିଓରେ ଦେଖିପାରିବେ ଗୋଟିଏ ମା ବତକ ନିଜର ଛୁଆଙ୍କ ସହ ରାସ୍ତା ଅତିକ୍ରମ କରୁଛି|କିନ୍ତୁ ଏହି ସମୟରେ ଟ୍ରାଫିକ କଟକାଇବାକ ପାଇଁ ଜଣେ ବ୍ୟକ୍ତି ଆସେ ସେ ବ୍ୟକ୍ତି ଟ୍ରାଫିକକୁ ଅଟକାଇ ଫଳରେ ସଡକରେ ବାହାନ ଚଳାଚଳ କିଛି ସମୟ ପାଇଁ ଅଟକିଯାଏ ଓ ବତକ ସୁରକ୍ଷିତ ଭାବେ ସଡକ ପାର କରିଥିଲେ|ସୋସିଆଲ ମିଡିଆରେ ଏହି ଭିଡିଓ ଲୋକଙ୍କୁ ପସନ୍ଦ ଆସୁଛି|ଲୋକମାନେ ବ୍ୟକ୍ତିର ମାନବିକତାର ପ୍ରଶଂସା କରୁଛନ୍ତି|

Leave A Reply

Your email address will not be published.