ଭାରତର ସବୁଠାରୁ ବଡ଼ ଓ ସବୁଠୁ ଧନୀ ଉଦ୍ୟୋଗପତିଙ୍କ ଭିତରୁ ମୁକେଶ ଅମ୍ବାନୀ ଜଣେ ଅଟନ୍ତି। ନୀତା ଅମ୍ବାନୀ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଫେମସ ଅଟନ୍ତି। ଅମ୍ବାନୀ ପରିବାରର ପ୍ରତ୍ୟେକ ସଦସ୍ୟ ନିଜର ଲାଇଫ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ମୁକେଶ ଅମ୍ବାନୀ ସାରା ଦୁନିଆରେ ଯେତେ ଫେମସ ଅଟନ୍ତି ସେତିକି ଫେମସ ନୀତା ଅମ୍ବାନୀ ମଧ୍ୟ ଅଟନ୍ତି।
ନୀତା ଅମ୍ବାନୀ ନିଜର ଲାଇଫ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଓ ସେ ଭାରତର ସବୁଠାରୁ ବଡ଼ ବିଜନେସ ଓମ୍ୟାନ ଟାଇକୁନ ଅଟନ୍ତି। ବଲିଉଡ ର କୌଣସିବି ଷ୍ଟାର ଲାଇଫ ଷ୍ଟାଇଲକୁ ନେଇ ନୀତା ଅମ୍ବାନୀଙ୍କୁ ଟକ୍କର ଦେଇ ପାରିବେନାହିଁ। ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ମହଙ୍ଗା ମହଙ୍ଗା ଜିନିଷ ଉପରେ ଶୋଉକ ରହିଥାଏ, ଯାହାପାଇଁ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି।
ନୀତା ଅମ୍ଵାନୀ ପ୍ରାଇଭେଟ ଜେଟ ରୁ ଆରମ୍ଭ କରି ମହଙ୍ଗା ମହଙ୍ଗା ଗାଡ଼ିର ମଧ୍ୟ ଶୋଉକ ରଖନ୍ତି। ଏତିକି ହିଁ ନୁହେଁ ବରଂ ନୀତା ଙ୍କ ପାଖରେ ମଧ୍ୟ କେତେକ ଲକଜୁରୀୟସ କାର ରହିଛି।ବର୍ତମାନ ଖବର ସାମ୍ନାକୁ ଆସୁଛି ସେ ଏକ ନୂଆ କାର କିଣିଛନ୍ତି। ଏହାର ଦାମ ଶୁଣି ଆପଣ ମଧ୍ୟ ଚକିତ ହୋଇ ରହିଯିବେ।
ସୁନାରେ ଗଛିତ ହୋଇ ରହିଛି ଘରର ସାରା ଜିନିଷ:-
ନୀତା ଅମ୍ବାନୀଙ୍କ ଲାଇଫ ଷ୍ଟାଇଲରେ ସମସ୍ତେ ଦିୱାନା ଅଟନ୍ତି। ସେ ଗୋଟିଏ ଦିନରେ ଏତେ ଖର୍ଚ୍ଚ କରି ଦିଅନ୍ତି ଯେ, କେହିବି ବିଶ୍ବାସ କରି ପାରିବେନାହିଁ। ଆପଣ ଜାଣି ହଇରାଣ ହେବେ ଯେ, ନୀତା ଅମ୍ବାନୀଙ୍କ ଘର ସମ୍ପୂର୍ଣ୍ଣ ରୂପରେ ସୁନାରେ ନିର୍ମିତ। ଜଣାଇଦେଉଛୁ କି, ନୀତା ଅମ୍ବାନୀଙ୍କ ପାଖରେ ଦୁନିଆର ସବୁଠାରୁ ସୁନ୍ଦର ବ୍ରାଣ୍ଡ ପେଦ୍ରୋ ଗାର୍ସିଆ, ଜିମି ଚୁଜ଼ ପେଲ ମୋଡ଼ା, ମର୍ଲିନ ଜୋତା ସାମିଲ ରହିଛି। ଏହାସହ ତାଙ୍କ ପାଖରେ ଗୋଲଡ଼ ପ୍ଲେଟେଡ଼ ଫୋନ ମଧ୍ୟ ରହିଛି।
ଖବର ଅନୁସାରେ କୁହାଯାଉଛି କି, ନୀତା ଅମ୍ବାନୀ ଥରେ ପିନ୍ଧିଥିବା ଜୋତାକୁ ଆଉଥରେ ପିନ୍ଧି ନଥାନ୍ତି। ଜୁଏଲାରୀର ମଧ୍ୟ ବହୁତ ଶୋଉକ ରଖିଥାନ୍ତି ନୀତା ଅମ୍ବାନୀ। ସେ ସର୍ବଦା ଗୋଲଡ଼ ଓ ଡାଇମଣ୍ଡ ଜୁଏଲାରୀ କ୍ୟାରି କରନ୍ତି ଓ ତାଙ୍କ ପାଖରେ କୋଟିଏ ଟଙ୍କା ପର୍ଯ୍ୟନ୍ତ ମୁଦି ରହିଛି। ଏହାସହ ନୀତା ଅମ୍ବାନୀଙ୍କ ପାଖରେ ମହଙ୍ଗା ରାଡୋ, କ୍ୟାଲବିନ, କ୍ୟାଲିନ, କାରଟିୟର, ବୁଲଗାରୀ ଭଳି ୱାଚ ବ୍ରାଣ୍ଡ ରହିଛି।
ନୀତା ଅମ୍ବାନୀ କିଣିଲେ ଦୁନିଆର ସବୁଠାରୁ ମହଙ୍ଗା କାର:-
ନୀତା ଆମ୍ବାନୀ ବର୍ତ୍ତମାନ ଏକ କାର କୁ ନେଇ ଫେମସ ହୋଇଯାଇଛନ୍ତି। ସେ ଅଡ଼ି ର ଏକ ନୂଆ A9 chamelonକିଣି ଦୁନିଆର ସବୁଠାରୁ ମହଙ୍ଗା କାର ରଖିଥିବା ମହିଳା ହୋଇଯାଇଛନ୍ତି। ଏହି ସ୍ପେଶାଲ କାର ର କିଛି ୟୁନିଟ ମାର୍କେଟକୁ ଅଣା ଯାଇଥିଲା। ଏହି କାର ଇଣ୍ଡିଆରେ ମଧ୍ୟ ଉପଲବ୍ଧ ନାହିଁ। ଏହି କାର କୁ ନୀତା ଅମ୍ବାନୀ ୟୁଏସଏ ରୁ ଇମ୍ପୋର୍ଟ କରିଛନ୍ତି।
ଏହି କାରର ଦାମ ୟୁଏସଏ ମୁଦ୍ରାରେ 90 କୋଟି କୁହାଯାଉଥିବା ବେଳେ ଇଂପୋର୍ଟ ଚାର୍ଜ ସହିତ ଏହି କାରର ଦାମ 100 କୋଟି ହୋଇଯାଇଛି। ନୀତା ଏହି କାର କୁ କେବଳ ଅଫିସ ଯିବା ଆସିବା ପାଇଁ ବ୍ୟବହାର କରିବାକୁ ଆଣିଛନ୍ତି। ଏହା ସବୁଠାରୁ ଶକ୍ତିଶାଳୀ ଓ ଶକ୍ତ କାର ଅଟେ।
ଆପଣଙ୍କୁ ଜଣାଇଦେଉଛୁ କି, ଏହି କାର କମ୍ପାନୀ ଦ୍ୱାରା କେବଳ କିଛି ସ୍ପେଶାଲ ଗ୍ରାହକଙ୍କ ପାଇଁ ମାର୍କେଟକୁ ଏହାର ୟୁନିଟ ଅଣା ଯାଇଥିଲା ଓ ଏହି କାର କିଣିବାରେ ନୀତା ଅମ୍ବାନୀ ଦୁନିଆର ପ୍ରଥମ ମହିଳା ହୋଇଯାଇଛନ୍ତି।