ମାତ୍ର ୩୯୯ ଟଙ୍କାର ଏହି AC ସାମ୍ନାରେ ବଡ ବଡ କୁଲର ମଧ୍ୟ ହେବେ ଫେଲ, ବ୍ଲୁଟୁଥ ସ୍ପିକର ଠାରୁ ମଧ୍ୟ ଛୋଟ ଅଟେ ଏହାର ସାଇଜ,ଜାଣନ୍ତୁ ଏହି AC ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଯଦି ଆପଣ ଏପରି ପୋର୍ଟେବଲ୍ ଏୟାର କଣ୍ଡିଶନର ଖୋଜୁଛନ୍ତି, ଯାହା ଆପଣଙ୍କ ବଜେଟରେ ସହଜରେ ଫିଟ୍ ହୋଇଯିବ, ଦମଦାର କୁଲିଙ୍ଗ ଅଫର୍ କରୁଥିବ, ତେବେ ଆପଣଙ୍କର ଇଚ୍ଛା ପୂରଣ ହେଇଯିବ । କାରଣ ଆମେ ଆଜି ଆପଣଙ୍କ ପାଇଁ ନେଇଆସିଛୁ ଏମିତି ପ୍ରଡକ୍ଟ, ଯାହା ଲାଭଦାୟକ ସହିତ ଆକାରରେ ବହୁତ୍ ଛୋଟ ଏବଂ ମଜବୁତ୍ ମଧ୍ୟ ଅଟେ ।

ଯଦି ଆପଣଙ୍କ ଘରେ ଗୋଟିଏ ବରଫ ସ୍ପେସ ରହିଛି, ଯେଉଁଠାରେ ଆପଣ ଦିନରାତି ବସି କାମ କରୁଛନ୍ତି, ତେବେ ଆପଣଙ୍କୁ ସେହି ସ୍ଥାନରେ ମଧ୍ୟ କୁଲିଙ୍ଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡେ । କିନ୍ତୁ ଏପରି ହୋଇପାରି ନଥାଏ । ତେବେ ଘରର ଗୋଟିଏ କୋଣ ପାଇଁ ତ ଆପଣ ଏସି କି କୁଲର ଲଗାଇବେ ନାହିଁ, ଏପରି ପରିସ୍ଥିତିରେ ଆମେ ଯେଉଁ ପ୍ରଡକ୍ଟ ବିଷୟରେ କଥା ହେଉଛନ୍ତି, ତାକୁ ଆପଣଙ୍କ ଘରର କୋଣରେ ମଧ୍ୟ ରଖିପାରିବେ ଏବଂ ଗ୍ରାହକ ଏହାକୁ ସହଜରେ କିଣି ପାରିବେ, କାରଣ ଏହା ବହୁତ୍ ଲାଭଦାୟକ ସହିତ ଗୋଟିଏ ଦମଦାର ପ୍ରଡକ୍ଟ ଅଟେ ।

Multi-function Mini Portable Air Conditioner :-

ଯେଉଁ ଏୟାର କଣ୍ଡିଶନର ବିଷୟରେ ଆମେ କହୁଛୁ ତାହା ହେଉଛି Multi-function Mini Portable Air Conditioner, ଯାହା ଆପଣଙ୍କୁ Lacasha ନାମକ ୱେବସାଇଟରେ ଦେଖିବାକୁ ମିଳିଯିବ । ଆପଣ ଏହି ପ୍ରଡକ୍ଟକୁ ସହଜରେ ପର୍ଚେଜ କରିପାରିବେ । ବାସ୍ତବରେ କମ୍ପାନୀ ଏହାକୁ ପ୍ରସ୍ତୁତ କରିବାରେ ସାଇଜ ଏବଂ ଡିଜାଇନର ବହୁତ୍ ଧ୍ୟାନ ଦେଇଛି । ଏହି କାରଣରୁ ଏହା ପୋର୍ଟେବଲ ସହିତ ଷ୍ଟାଇଲିସ ମଧ୍ୟ ଅଟେ ।

ବିଶେଷ କଥା ହେଉଛି ଯେ ଏହି ପୋର୍ଟେବଲ ଏୟାର କଣ୍ଡିଶନରକୁ ଆପଣ ୟୁଏସବି କେବୁଲ୍ ଦ୍ଵାରା ଚଳାଇ ପାରିବେ । ଏହି ଏୟାର କଣ୍ଡିଶନର ଏତେ କମ୍ ପାୱାର ନେଇଥାଏ ଯେ ଯାହା ଆପଣ କେବେ ଭାବି ପାରିବେନାହିଁ । ଏପରି ପରିସ୍ଥିତିରେ ଆପଣଙ୍କ ଲାଇନ୍ ବିଲ ଉପରେ କୌଣସି ପ୍ରକାରର ପ୍ରଭାବ ପଡ଼ିବ ନାହିଁ ।

ଯଦି ଦାମ୍ ବିଷୟରେ କଥା ହେବା, ତେବେ ଗ୍ରାହକ ଏହାକୁ 400 ଟଙ୍କାରୁ କମ୍ ମୂଲ୍ୟରେ କିଣି ପାରିବେ ।ତେବେ ଏହାର ପ୍ରକୃତ ମୂଲ୍ୟ ବିଷୟରେ କହିବାକୁ ଗଲେ, ଏହାକୁ ଆପଣ କେବଳ 399 ଟଙ୍କାରେ କିଣି ପାରିବେ । ଏହା ଗୋଟିଏ ବହୁତ୍ ଦାମର ଅଟେ ।

Leave A Reply

Your email address will not be published.