ବିବାହ ପରେ ମହିଳା ବନାଇଲେ ଛଅ ବୟଫ୍ରେଣ୍ଡ୍,ତା ପରେ BOSS ଦେଲେ ଏପରି ସଜ୍ଜା ଯେ, ଏବେ ମହିଳା ଜଣକ ପାସ୍ତାଉଛନ୍ତି…ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିବାହ ପରେ ଆଫେୟାର ରଖିବା ସାମାଜିକ ଭାବେ କେହି ଠିକ ମାନିବେ ନାହିଁ|ଆପଣ ଯେତେ ସମସ୍ୟା ବା ମଜବୁରିରେ ଥାଆନ୍ତୁ କିନ୍ତୁ ଆପଣଙ୍କ ପାଟର୍ନରକୁ ଧୋକା ଦେଇ ଅନ୍ୟ କାହା ସହ ଆଫେୟାର ରଖିବା ନିନ୍ଦନୀୟ|ଏମିତିରେ ଆଜି ଯେଉଁ ମାମଲା ସାମନାକୁ ଆସିଛି, ଏଥିରେ ଜଣେ ବିବାହିତ ମଡେଲ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ହେବାରୁ ସଜା ଦିଆଯାଇଛି|

କୁହାଯାଏ ଏହି ମଡେଲ ଆଡଲ୍ଟ ଇଣ୍ଟଷ୍ଟ୍ରି ସହ ଜଡ଼ିତ|ଏଥିରେ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ବିବାହିତ ମହିଳାଙ୍କ ଆଫେୟାର ଜଣେ ଦୁଇଜଣ ନୁହେଁ ୬ କଲଗା ଅଲଗା ଯୁଵକ ସହ ଚାଲିଛି|ରୋମାନିଆରେ ରହୁଥିବା ଏହି ମଡେଲଙ୍କ ନାମ ଏଜାଦା ସିନ ଅଟେ|

ସେ ବିଦେଶୀ ମିଡିଆ ସହ କଥାବାର୍ତ୍ତା ବେଳେ କହିଛନ୍ତି ତାଙ୍କ ୬ ବୟଫ୍ରେଣ୍ଡ୍ ରହିଛି|ସେ ଡୋମିନୋଟ୍ରିକ୍ସରେ କାମ କରନ୍ତି|କିନ୍ତୁ ଯେତେବେଳେ ଏହି କଥା ଵସକୁ ଜଣାପଡିଲା ସେ କାମରୁ ବାହାର କରିଦେଲେ|ଡୋମିନୋଟ୍ରିକ୍ସରେ କାମ କରିବା ଅର୍ଥ ମହିଳାଙ୍କ ବିଡିଏସ୍ଏମ ଆକ୍ଟିଭିଟିରେ ଡୋମିନେଟ କରି ପୁରୁଷ ସହ ରିଲେସନ ବନାନ୍ତି|ସେ ବିବାହିତା ସତ୍ୱେ ତାଙ୍କର ୬ ବୟଫ୍ରେଣ୍ଡ୍ ରହିଛି|

ଏହା ଜାଣିବା ପରେ ବସ ଚାକିରୀରୁ ବାହାର କରିଦେଲେ|ଆରମ୍ଭରେ ସେ ଏଜାଦାକୁ ଚାକିରୀରୁ ଵାହାର କରିବା କାରଣ କହିଥିଲେ ଯେ ସେ ଭଲ ଭାବରେ କାମ କରୁନାହାନ୍ତି|କିନ୍ତୁ ଜଣେ ସାଥୀ କର୍ମଚାରୀ କହିଲେ ତାଙ୍କ କାମ ସମ୍ପର୍କରେ ବସକୁ ଜଣାପଡିଥିଲା|ତେଣୁ ସେ ଵଦନାମୀ କାରଣରୁ ଚାକିରୀରୁ ବହିଷ୍କାର କରିଥିଲେ|

ସେ ତାଙ୍କ ପରିବାରକୁ ନେଇ କହିଛନ୍ତି ତାଙ୍କ ପରିବାର ଲୋକ ବହୁ କଞ୍ଜରଭେଟିଭ ଥିଲେ, ଏଥିପାଇଁ ସେ ଚାକିରୀ କରୁଥିଲେ|କିନ୍ତୁ ଆଗକୁ ତାଙ୍କୁ ଆଡଲ୍ଟ ବ୍ଲଗ ଲେଖିବା ପସନ୍ଦ ଲାଗିଲା ଫଳରେ ଆଡଲ୍ଟ କାମ ବାଲା କ୍ଲବ ଗଲେ |ସେ କ୍ଲବରେ ଅନୁଭବ ଉପରେ ବ୍ଲଗ ଲେଖିବାକୁ ଲାଗିଲେ|

ସେ କହିଛନ୍ତି ଚାକିରି ବହିଷ୍କାର ହେବା ସମୟରେ ତାଙ୍କର ବହୁ ବୟଫ୍ରେଣ୍ଡ୍ ଥିଲା|ଯଦିଓ ଏକଥା ତାଙ୍କ ପତି ମଧ୍ୟ ଜାଣନ୍ତି|ସେ ତାଙ୍କ ପତ୍ନୀଙ୍କ ଏହି କାମରେ କୈାଣସି ଆପତ୍ତି ନାହିଁ|ସେ ୭ ଜଣ ପୁରୁସହ ସମ୍ପର୍କ ବନାଇଲେ ଓ ସମସ୍ତ ସମ୍ପର୍କ ଡୋମିନାଣ୍ଟ କରେ|ସେ କହିଛନ୍ତି ଚାକିରୀ ଛାଡିବା ଅବଶୋଷ ରହିଛି କିନ୍ତୁ ବ୍ୟକ୍ତିଗତ ଜୀବନ ଖୁସି ଅଟେ|ସୋସିଆଲ ମିଡିଆରେ ତାଙ୍କର ଭଲ ଫ୍ୟାନ ଓ ଫଲୋୟର ଅଛନ୍ତି|

Leave A Reply

Your email address will not be published.