ଦୁଇଟି ଶକ୍ତିଶାଳୀ ସିଂହ ପଛରେ ଛିଡା ହୋଇଥିଲେ,ଆଉ ଠିକ ସେତିକିବେଳେ ସେଲ୍ଫି ନେଲା ବ୍ୟକ୍ତି,ଭିଡିଓରେ ଦେଖନ୍ତୁ ପୁଣି କ’ଣ ହେଲା

0

Get real time updates directly on you device, subscribe now.

ଏଵେ କିଛି ଦିନ ଧରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଯେଉଁଥିରେ ଜଣେ ମହିଳା ଚିଡିଆଖାନାରେ ଠିଆ ହୋଇ ସେଲ୍ଫି ନେଉଥିଲେ ସେତେବେଳେ ଓଟ ମହିଳାଙ୍କ ବାଳ ଚୋବାଇ ଥାଏ|ଏଵେ ଆଉଜଣେ ବ୍ୟକ୍ତି ଦୁଇଟି ଶକ୍ତିଶାଳୀ ସିଂହ ସହ ସେଲ୍ଫି ନେଉଥିବା ନଜରକୁ ଆସିଛି|ଏହି ଭିଡିଓ ଇଣ୍ଟରନେଟରେ ହଙ୍ଗାମା ମଚେଇଛି|ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ କହୁଛନ୍ତି ଯେ ସେ ସିଂହ ସୁଯୋଗ ପାଇଲେ କଞ୍ଚା ଚୋବାଇ ଦେବ|

ଭିଡିଓରେ ଦେଖାଯାଏ ଯେ ଜଣେ ବ୍ୟକ୍ତି ଜଙ୍ଗଲ ସଫାରୀ ପାଇଁ ଯାଇଥିଲେ|ସେ ସମୟରେ ସେ ଦୁଇଟି ଭୟଙ୍କର ସିଂହ ଦେଖିଲା|ସିଂହକୁ ଦେଖି ବ୍ୟକ୍ତି ତାଙ୍କ ସହ ସେଲ୍ଫି ନେବାକୁ ଲାଗିଲା|ଭାଇରାଲ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି|ଯେଉଁଠି ସିଂହର ଭୟଙ୍କର ଗର୍ଜନ ଶୁଣି ବଡ ବଡ ଲୋକଙ୍କ ପିଳେହି ପାଣି ହୋଇଥାଏ ସେ ସେଲ୍ଫି ନେଉଥିବା ଦେଖାଯାଏ|ଏହାକୁ ଦେଖି କମ ଜୋର ହୃଦୟ ବ୍ୟକ୍ତିଙ୍କ ଅବସ୍ଥା ଖରାପ ହୋଇଛି|

ଭିଡିଓରେ ଦେଖାଯାଏ ବ୍ୟକ୍ତି ନିଜ ଫୋନରେ ସେଲ୍ଫି ନେଉଥାଏ, ସେତେବେଳେ ତା ପଛରେ ଦୁଇଟି ଭୟଙ୍କର ସିଂହ ଦେଖାଯାଏ|ଭିଡିଓରେ ଦେଖାଯାଏ ଗୋଟିଏ ସିଂହ ଗଛରେ ଚଢିଛି ଓ ଅନ୍ୟଟି ମାଟିରେ ଠିଆ ହୋଇଛି|ବ୍ୟକ୍ତି ନିର୍ଭୟରେ ହସିହସି ସିଂହ ସହ ସେଲ୍ଫି ନେଉଛନ୍ତି|ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ଯେ ସେ ଏତେ ପାଖକୁ ଯାଇ‌ ମଧ୍ୟ ସିଂହ ଆକ୍ରମଣ କରୁନାହିଁ|

ଆଶ୍ଚର୍ଯ୍ୟର ଏହି ଭିଡିଓକୁ humaidalbuqaish ନାମକ ଇନଷ୍ଟାଗ୍ରଖମ ଏକାଉଣ୍ଟରେ ସେୟାର କରାଯାଇଛି|ଏହାସହ କ୍ୟାପ୍ସନରେ ଲେଖାଅଛି ବହୁ ଲୋକଙ୍କୁ ବନ୍ଧୁତାର ଅର୍ଥ ଜଣାନାହିଁ|ଏହାକୁ ବହୁ ଲୋକ ଦେଖୁଛନ୍ତି ଓ କମେଣ୍ଟ ମଧ୍ୟ କରୁଛନ୍ତି|ଜଣେ ୟୁଜର କମେଣ୍ଟ କରିଛନ୍ତି,”ବ୍ୟକ୍ତିର ହସ ଏତେ ଭଲ ଯେ ଆକ୍ରମଣକାରୀ ମଧ୍ୟ ଭୁଲି ଗଲା”|

Leave A Reply

Your email address will not be published.