ଏ ହେଉଛି ସବୁ ସିଗ୍ନେଚରଙ୍କ ବାପ‌ ! ଜୀବନରେ ଆପଣ କେବେ ବି ଏମିତି ସିଗ୍ନେଚର ଦେଖି ନଥିବେ ! ନକଲ କରିବା ବହୁତ କଷ୍ଟକର !

0

Get real time updates directly on you device, subscribe now.

ସିଗ୍ନେଚର କୈାଣସି ବ୍ୟକ୍ତିର ବ୍ୟକ୍ତିତ୍ଵ ଦର୍ଶାଏ|କିଛି ଲୋକଙ୍କ ଦସ୍ତଖତ ସହଜ ହେଲାବେଳେ କିଛି ଲୋକଙ୍କ ବହୁତ ସହଜ|କିଛି ଲୋକ ନିଜର ଦସ୍ତଖତ କଠିନ ବନାଇବାକୁ ଚେଷ୍ଟା କରନ୍ତି ଯେପରି କେହି ଏହାକୁ କପି କରି ପାରିବେନି|ଏହି ଚକ୍କରରେ ବେଳେବେଳେ ବହୁ ଅଜବ ଦସ୍ତଖତ ଦେଖିବାକୁ ମିଳେ ଯାହା ବହୁ ଅଜବ ହୋଇଥାଏ|ଏଵେ ସୋସିଆଲ ମିଡିଆରେ ଏପରି ଏକ ଅଜବ ଦସ୍ତଖତ ଭାଇରାଲ ହେଉଛି|

ସୋସିଆଲ ମିଡିଆରେ ଯେଉଁ ଦସ୍ତଖତର ଫଟୋ ଭାଇରାଲ ହେଉଛି ତାକୁ କପି କରିବା ତ ଦୂରର କଥା କିନ୍ତୁ ତାହାକୁ କୈାଣସି ବ୍ୟକ୍ତି କପି କରିବା ସମ୍ପର୍କରେ ଭାବି ପାରିବ ନାହିଁ|ସାଧାରଣତଃ କିଛି ଲୋକ ଦସ୍ତଖତ କପି କରି ଫ୍ରଡର ଶିକାର ହୋଇଥାନ୍ତି କିନ୍ତୁ ଯଦି ଦସ୍ତଖତ ଗୈହାଟି ମେଡିକାଲ କଲେଜ ଓ ହସପିଟାଲର ଜଣେ ଅଧିକାରୀ ଙ୍କ ଭଳି ଯଦି ହୋଇଥାଏ ତେବେ କେହି ଫ୍ରଡ କରିପାରିବେ ନାହିଁ|ଏହି ଅଧିକାରୀ ଗୈହାଟି ମେଡିକାଲ କଲେଜ ଓ ହସପିଟାଲର ହାଡ ବିଭାଗରେ ରେଜିଷ୍ଟ୍ରାର ପଦରେ ଅଛନ୍ତି|

ହଁ ଆଜ୍ଞା,ଭାଇରାଲ ହେଉଥିବା ଦସ୍ତଖତ ତାଙ୍କର ଅଟେ|ଏହି ସାଇନ ଦେଖି ଅଧିକାରୀଙ୍କ ସମ୍ପର୍କରେ ପତା ଲଗାଇବା ଅସମ୍ଭବ|ଲୋକମାନେ ଏହି ଅଧିକାରୀଙ୍କ ଦସ୍ତଖତ ସହଜରେ ବୁଜି ପାରୁ ନାହାଁନ୍ତି|ଅଧିକାରୀଙ୍କ ଏହି ସିଗ୍ନେଚରକୁ ଏବେ ମଜାକ ବନାଯାଉଛି|ସୋସିଆଲ ମିଡିଆରେ ମିମ ଵନାଯାଉଛି|

ଏହି ଫଟୋକୁ ରମେଶ ନାମକ ଟୁଇଟର ୟୁଜର ସେୟାର କରିଛନ୍ତି|ଫଟୋକୁ ୪ ମାର୍ଚ୍ଚ ୨୦୨୨ରେ ସେୟାର କରାଯାଇଛି|ଏହାସହ ସେ ଲେଖିଛନ୍ତି ଏଭଳି ହସ୍ତାକ୍ଷର ବିରଳ|

ଏହି ସିଗ୍ନେଚର ଦେଖି ଆପଣ ମଧ୍ୟ କିଛି ମୁହୁର୍ତ୍ତ ଆଶ୍ଚର୍ଯ୍ୟ ହୋଇଯିବେ|କିଛି ଲୋକ କହୁଛନ୍ତି ଏହି ସିଗ୍ନେଚର ସବୁଠାରୁ ଅଲଗା ଓ ଭଲ ଅଟେ|ଭାରତୀୟ ପୋଲିସ ଅଧିକାରୀ ରୂପିନ ଶର୍ମା ମଧ୍ୟ ଏହି ଫଟୋ ସେୟାର କରିଛନ୍ତି|ସେ ଲେଖିଛନ୍ତି ଏହା ସିଗ୍ନେଚରର ବାପ ଅଟେ|ଆଉଜଣେ ଲେଖିଛନ୍ତି ଡାକ୍ତର ତ ଏହାର ମଧ୍ୟ ଏକ୍ସରେ ଵାହାର କରିଦେଲେ|

ଆଉଜଣେ ଲେଖିଛନ୍ତି କ’ଣ ମେଣ୍ଟାଲ ହସ୍ପିଟାଲର ଏହା ସିଗ୍ନେଚର ?କିଏ କହୁଛନ୍ତି ଏହା କୈାଣସି ସାଉଥ ବାଲାର ସିଗ୍ନେଚର ଅଟେ|ଆଉଜଣେ କହିଛନ୍ତି ଏହାକୁ କପି କଲେ ଆଈମା ମନେ ପଡିଯିବ|କିଛି ଲୋକ ଏହାକୁ ମୟୁରର ଫଟୋ ବୋଲି କହିଛନ୍ତି|

Leave A Reply

Your email address will not be published.