ଇଟାଲୀର ଏହି ଅତ୍ୟନ୍ତ ସୁନ୍ଦରୀ ଯୁବତୀ ଅଟନ୍ତି ପୁଟିନଙ୍କ ୧ ନମ୍ବର ଶତ୍ରୁ, ଜାଣନ୍ତୁ ରୂଷ ସୈନିକ ଉପରେ କିପରି ବିପଦ ସୃଷ୍ଟି କରୁଛନ୍ତି !

0

Get real time updates directly on you device, subscribe now.

ରୂଷ ଓ ୟୁକ୍ରେନ ମଧ୍ୟରେ ଲଗାତାର ଲଢେ଼ଇ ଜାରି ରହିଛି|ରୂଷ ଅଟକିବାକୁ ଚାହୁଁନାହିଁ କି ୟୁକ୍ରେନ ମଧ୍ୟ ହାର ମାନୁନାହିଁ|ତେଣୁ ଉଭୟ ଦେଶ ସମୟରେ ଲଢେଇ ଜାରି ରହିଛି|ରୂଷ ଉପରେ ଅନ୍ତଃରାଷ୍ଟ୍ରୀୟ ଚାପ ଜମେଇକି ରହିଛି ପୁଣିବି ପୁଟିନ ଏହି ଚାପକୁ ଅଣଦେଖା କରୁଛନ୍ତି|

ରୂଷର ଶତ୍ରୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି|ଏଵେ ଆଉ ଏକ ନୂଆ ଶତ୍ରୁ ସାମନାକୁ ଆସିଛି ଯାହା ପୁଟିନଙ୍କ ଏକ ନମ୍ବର ଶତ୍ରୁ ଅଟେ|ଏହି ଯୁବତୀ ଇଟାଲୀର କିନ୍ତୁ ୟୁକ୍ରେନର ସାହାଯ୍ୟ ପାଇଁ ପଡିଆକୁ ଓହ୍ଲାଇଛନ୍ତି|ସେ କିପରି ରୂଷ ସୈନିକ ଉପରେ ବିପଦ ସୃଷ୍ଟି କରୁଛନ୍ତି, ଚାଲନ୍ତୁ ଜାଣିବା|

ୟୁକ୍ରେନ ଯଦିଓ ରୂଷ ତୁଳନାରେ ତଳେ ରହିଛି କିନ୍ତୁ ଦୁନିଆ ସମର୍ଥନ ପାଇବା ଫଳରେ ସେ ଶକ୍ତି ପାଇଗଲା|ପୁରା ବିଶ୍ୱରୁ ଏହି ଦେଶକୁ ସମର୍ଥନ ମିଳୁଛି|ଆମେରିକା ଓ ୟୁରୋପୀୟ ଦେଶ ଏହାକୁ ସମର୍ଥନ କରୁଛନ୍ତି|ଏହା ରୂଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି|ଏହା ପରେ ମଧ୍ୟ ରୂଷ ଅଟକିବା ନାଁ ଧରୁ ନାହିଁ|

ଏମିତିରେ ରୂଷ ଓ ୟୁକ୍ରେନ ମଧ୍ୟରେ କୈାଣସି ମୁକାବିଲା ନାହିଁ|ଏହାର କାରଣ ରୂଷର ପରମାଣୁ ଶକ୍ତି ଅଟେ|ଆଶଙ୍କା କରାଯାଏ ରୁଷ ପରମାଣୁ ଆକ୍ରମଣ ବିକଳ୍ପ ଖୋଲିଛି|ଏଥିପାଇଁ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସାଇବେରିଆ ପଠେଇଛି|ଆମେରିକା ଠାରୁ ଅନ୍ୟାନ୍ୟ ଦେଶ ଏଥିପାଇଁ ଚିନ୍ତିତ|

ୟୁକ୍ରେନ ଯଦିଓ ଲଢେଇରେ ପଛୁଆ ଲାଗୁଛି କିନ୍ତୁ ପୁରା ଦୁନିଆ ୟୁକ୍ରେନ ଲଢେଇ ପାଇଁ ସହଯୋଗ କରୁଛନ୍ତି|ସମସ୍ତଙ୍କୁ ଏହାର ସମର୍ଥନ ମିଳୁଛି|ଏମାନଙ୍କ ମଧ୍ୟରୁ ଇଟାଲୀ ନିବାସୀ ଗିଲିଆ ସ୍କିକ ଅନ୍ୟତମ|ସେ ଜଣେ ଫାଇଟର ପାଇଲଟ ଓ ପୁଟିନକୁ ନିଜ ଏକ ନମ୍ବର ଶତ୍ରୁ ମାନୁଛନ୍ତି|ଏଥିପାଇଁ ସେ ୟୁକ୍ରେନ ପହଞ୍ଚିଛନ୍ତି|

ଜଣେ ପ୍ରଫେସନାଲ ପାଇଲଟ ହେବା ସତ୍ତ୍ୱେ ସେ ୟୁକ୍ରେନର ସହ ସାଥ ଦେବାକୁ ନିଷ୍ପତ୍ତି ନେଇଛନ୍ତି|ସେ ୨୩ ବର୍ଷୀୟ ଅଟନ୍ତି ଓ ସୁନ୍ଦରୀ ଅଟନ୍ତି|ସେ ଏଠାକୁ ଆସି ଫ୍ରଣ୍ଟ ଲାଇନ ଆର୍ମୀ ଯୋଗ ଦେଇଛନ୍ତି|ସେ ପୁତିନ ସେନା ଉପରେ ବିପଦ ସୃଷ୍ଟି କରୁଛନ୍ତି ଓ ଜମେଇକି ଲଢେଇ କରୁଛନ୍ତି|

ସେ ପୂର୍ବରୁ ଇଟାଲୀ ଏୟାରଫୋର୍ସରେ ଥିଲେ|ଯଦିଓ ତାଙ୍କ ଉପରେ ପ୍ରତାଡନା ଓ ବୁଲିଙ୍ଗ ଭଳି ଗଭୀର ଆରୋପ ଲାଗିଥିଲା|ଏହାପରେ ତାଙ୍କୁ ଫୋର୍ସରୁ ବାହାର କରି ଦିଆଯାଇଥିଲା|ଏଵେ ସେ ନିଜେ କିଭ ପହଞ୍ଚି ଯାଇଛନ୍ତି ଓ ୟୁକ୍ରେନ ସେନାର ସାହାଯ୍ୟ କରୁଛନ୍ତି|ଗିଲିଆ ସ୍ପେଶାଲ ଫୋର୍ସଜ ଅଫ ଦ ଇଣ୍ଟରନେସନାଲ ଲେଜନ ତରଫରୁ କିଭ ପହଞ୍ଚିଛନ୍ତି ଓ ଏକୁଟିଆ ମହିଳା ଯୋଦ୍ଧା ଅଟେ|

ଗିଲିଆଙ୍କ ଏହି ପଦକ୍ଷେପ ସୋସିଆଲ ମିଡିଆରେ ବ୍ୟାପି ଯାଇଛି|ଲୋକମାନେ ଏହି ନିର୍ଣ୍ଣୟକୁ ଜମେଇକି ପ୍ରଶଂସା କରୁଛନ୍ତି|ଲୋକମାନେ କହୁଛନ୍ତି ସେ ନିଜ ଟ୍ୟାଲେଣ୍ଟର ସଠିକ ଉପଯୋଗ କରୁଛନ୍ତି|ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ପ୍ରଶଂସା କରୁଛନ୍ତି|

Leave A Reply

Your email address will not be published.