ବଡ଼ ଖବର : ଏପ୍ରିଲ୍‌ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

0

Get real time updates directly on you device, subscribe now.

ଏତେ ଦିନର ବ୍ୟବଧାନ ପାରେ ରାଜ୍ୟ ସରକାର ପିଲା କ ସ୍କୁଲ୍ ଖଳିବ କୁ ନେଇ ନିଷ୍ପତି ନେଇଛନ୍ତି । ଏପ୍ରିଲ୍‌ ରୁ ରାଜ୍ୟ ର ସମସ୍ତ ସରକାରୀ ସ୍କୁଲ ରେ ପୁଣି ଥରେ ପାଠ ପଢ଼ିବା ସହିତ ଆରମ୍ଭ ହେବ ପିଲାଙ୍କ ପାଈ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହେବ ବୋଲି କୁହାଯାଇଛି । ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଏମ୍‌ଡିଏମ୍‌ ୟୁନିଟ୍‌ ନୋଡାଲ ଅଫିସର ଚିଠ ଲେଖିଛ ।

ରାଜ୍ୟ ର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କରନା ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ବନ୍ଦ କରାଯାଇଥିଲା । କୋଭିଡ ପରଠାରୁ ପିଏମ ପୋଷଣା ଯୋଜନା ଅନ୍ତର୍ଗତ ମଧ୍ୟାହ୍ନ ଭୋଜନ ରେ ଯେଉଁ ରନ୍ଧା ଖାଦ୍ୟ ପିଲାଙ୍କୁ ପୂର୍ବରୁ ଦିଆଯାଉଥିଲା ତାହା ବନ୍ଦ କରାଯାଇଥିଲା । ଯାହା ଦ୍ଵାରା ପିଲାଙ୍କୁ ଶୁଖିଲା ରାସନ ଦିଆ ଯିବ ର ବ୍ୟବସ୍ଥା କରା ଯାଇଥିଲା । ରନ୍ଧା ବାବଦ ରେ ଅର୍ଥ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସିଧାସଳଖ ପଠାଇ ଦିଆ ଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷ ରୁ ଏହି ପରି ବ୍ୟବସ୍ଥା ର ଅନୁଦାନ ମିଳୁଥିଲା ।

ହେଲେ ବର୍ତ୍ତମାନ ସ୍କୁଲ ଖୋଲିଯାଇଛି । ତେଣୁ ରନ୍ଧାଖାଦ୍ୟ ପୁଣି ଥରେ ପିଲା ଙ୍କୁ ଦେବା କୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ଏହି ନିଷ୍ପତ୍ତି ମୁତାବକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଙ୍କୁ କିପରି ଭର ଏହି କାର୍ଯ୍ୟ ହେଇପାରିବ । ଏହି କାର୍ଯ୍ୟକୁ କିପରି ସୁଚର ରୂପେ କର ଯିବା ଏହା ନେଇ ଚିଠି ଦ୍ବାରା ଅବଗତ କରାଯାଇଛି। ଏଥିପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ସ୍ବତନ୍ତ୍ର ଏସଓପି ମଧ୍ୟ ଜାରି କରାଯାଇଛି ଆଉ ଆଶା ରଖା ଯାଇଛି କି ଏହି କାର୍ଯ୍ୟ କୁ ସମସ୍ତ ଜିଲ୍ଲାପାଲ ସୁଚାର ରୂପେ କରିପାରିବେ।

Leave A Reply

Your email address will not be published.