ଦେଖନ୍ତୁ ଭିଡ଼ିଓ : ସିଗାରେଟ୍ ଜଳାଇ ବିଷଧର ସର୍ପ ପାଖରେ ପହଞ୍ଚିଗଲା ଯୁବତୀ,ଆଉ ତା ପରେ ଯାହା ହେଲା ଦେଖିଲେ ଲୋମ ଟାଙ୍କୁରି ଉଠିବ

0

Get real time updates directly on you device, subscribe now.

ସାପ ଧରିବା କୈାଣସି ପିଲାଖେଳ ନୁହେଁ|ବେଳେବେଳେ ସାପ ଧରିବା ବାଲା ମଧ୍ୟ ତା ଶିକାର ହୋଇଥାନ୍ତି|ଆପଣ ବହୁତ ସାରା ଏତେ ଖବର ଶୁଣିଥିବେ ବିଷଧର ସାପ ଧରିବା ସମୟରେ ସାପ ଧରାଳି ଜୀବନ ହରାଇଥାନ୍ତି|ଏବେ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି|ଏଥିରେ ଯୁବତୀ ବିଷଧର ସାପକୁ ଧରୁଥିବା ଦେଖାଯାଏ|

ଯୁବତୀଙ୍କ ଭିଡିଓ ଦେଖି ସୋସିଆଲ ମିଡ଼ିଆ ୟୁଜର୍ସ ଚିନ୍ତାରେ ପଡ଼ିଛନ୍ତି|ଯୁବତୀ ଏହି ଭିଡିଓରେ ବଡ ବାହାଦୂରୀ ଓ ସାହାସର ପରିଚୟ ଦେଇଥାନ୍ତି|ସେ ସଡକରେ ଯାଉଥିବା ସାପକୁ ଯେଉଁଭଳି ଭାବେ ଧରି ସଡକ କଣରେ ରଖିଲେ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ|ଭିଡିଓ ବ୍ରାଜିଲର କୁହାଯାଏ|ଭିଡିଓରେ ଆପଣ ଦେଖିପାରିବେ ଯେ ଯୁବତୀ ବିଲକୁଲ ସାପକୁ ଡରେ ନାହିଁ|

View this post on Instagram

A post shared by UNILAD (@unilad)

ଭିଡ଼ିଓରେ ଦେଖାଯାଏ ଯେ ମଝି ସଡକରେ ସାପ ବସିଛି|ସାପକୁ ଦେଖି ସେ ଦେଇ ଯାଉଥିବା ଲୋକମାନଙ୍କୁ ବହୁ ଡର ଲାଗେ|ସେତେବେଳେ ଜଣେ ଯୁବତୀ ଆସେ|ସର୍ବପ୍ରଥମେ ସେ କିଛି ସମୟ ସାପକୁ ଦେଖେ|ଏହାପରେ ସିଗାରେଟ ଲଗାଇ ଟାଣେ ଓ ସାପ ପାଖକୁ ପହଞ୍ଚିଯାଏ|ଭିଡିଓରେ ଆପଣ ଦେଖି ପାରିବେ ଯେ ଯୁବତୀ ସାପକୁ ଅଚାନକ ନିଜର ହାତରେ ଉଠାଇ ନିଏ|ଏହାପରେ ତାକୁ ନେଇ ସଡକ କୋଣରେ ରଖିଥାନ୍ତି|

ଯୁବତୀର ଏଭଳି କାରନାମା ଦେଖି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି|ଭିଡିଓକୁ unilad ନାମକ ଇନଷ୍ଟଗ୍ରାମ ଏକାଉଣ୍ଟରୁ ସେୟାର କରାଯାଇଛି|ଏହାସହ ୟୁଜର କ୍ୟାପ୍ସନରେ ଲେଖିଛନ୍ତି,”ବ୍ରାଜିଲର ଜୋଵେଟିକୁବାସ ରେ ଏହି ସାପ ଦେଖାଯାଇଛି|ଏହାର କୈାଣସି କ୍ଷୟକ୍ଷତି ନ କରନ୍ତୁ ଏଥିପାଇଁ ଜୈକଲି ନାମକ ମହିଳା ଏହାକୁ ଧରି ସଡକ କୋଣରେ ରଖିଦେଲେ|ନିଜ ଘରେ ବା ସଡକରେ ଏଭଳି ଚେଷ୍ଟା କରନ୍ତୁ ନାହିଁ|ଆବଶ୍ୟକତା ଅନୁସାରେ ସାପ ଧରାଳିର ସହାୟତା ନିଅନ୍ତୁ|”

Leave A Reply

Your email address will not be published.