ପତ୍ନୀ ପାଇଁ ଦିନ ରାତି ଫାଇପ୍ ଷ୍ଟାର ହୋଟେଲ ଭଳି ଖାଦ୍ୟ ବନାଇଥାଏ ସ୍ୱାମୀ,ଦେଖିକି ଜଳିବାକୁ ଲାଗିଲେ ଅନ୍ୟାନ୍ୟ ମହିଳା

0

Get real time updates directly on you device, subscribe now.

ପୂର୍ବ ସମୟରେ ଖାଦ୍ୟ ବନାଇବା କେବଳ ମହିଳାଙ୍କ କାମ ମାନା ଯାଉଥିଲା|ଯଦିଓ ଦୀର୍ଘ ସମୟ ପର୍ଯ୍ୟନ୍ତ ବଡବଡ ରେଷ୍ଟୁରାଣ୍ଟରେ ସେଫ୍ କେବଳ ପୁରୁଷ ରହୁଥିଲେ|ଏଵେ ସେ ସଡକ କଡର ଢାବା ହେଉ ବା କୈାଣସି ଫାଇପ ଷ୍ଟାର ହୋଟେଲ ହେଉ ତାର ସେଫ୍ କେବଳ ପୁରୁଷ ଅଟନ୍ତି|ମହିଳାଙ୍କ ପାଇଁ ରିଜର୍ଭ ମାନା ଯାଉଥିବା ଏହି ପୋଷ୍ଟ ଏଵେ ପୁରୁଷଙ୍କ କବଜାରେ ଆସି ଯାଇଛି|ବାହାରେ କେବଳ ନୁହେଁ ଏଵେ ପୁରୁଷମାନେ ମଧ୍ୟ ଘରେ ଖାଦ୍ୟ ବନାଇବାରେ ମହିଳାଙ୍କୁ ସାହାଯ୍ୟ କରୁଛନ୍ତି|ସୋସିଆଲ ମିଡିଆରେ ଜଣେ ମହିଳା ନିଜର କଳାକାର ପତିଙ୍କ ଟ୍ୟାଲେଣ୍ଟ ଲୋକଙ୍କ ସହ ସେୟାର କରିଥିଲେ|ଏହାକୁ ଦେଖି ବହୁ ଲୋକ ରାଗରେ ଜଳିଗଲେ|

ମାଲେସିଆର ଜୋହାରରେ ରହୁଥିବା ଫିଲିପ୍ସ ନିକଟରେ ଛୁଆ ଜନ୍ମ ଦେଇଛନ୍ତି|ଏହାପରେ ଡାକ୍ତର ତାଙ୍କୁ ସମ୍ପୁର୍ଣ ବେଡ ରେଷ୍ଟ ଦେଇଛନ୍ତି|ଫଳରେ ତାଙ୍କ ପତି କିଚେନ ଦାୟିତ୍ଵ ସମ୍ଭାଳିଛନ୍ତି|କିନ୍ତୁ ସେ ପତ୍ନୀଙ୍କ ପାଇଁ ବୋରିଙ୍ଗ ଭାତ ଡାଲି ବନାଇବା ପରିବର୍ତ୍ତେ ପ୍ରତିଥର କୈାଣସି ଫାଇପ ଷ୍ଟାର ହୋଟେଲ ଭଳି ଖାଦ୍ୟ ପରିବେଷଣ କରନ୍ତି|ଏଵେ ପତିଙ୍କ ଏହି ଟ୍ୟାଲେଣ୍ଟୁ ପତ୍ନୀ ସୋସିଆଲ ମିଡିଆରେ ଲୋକଙ୍କ ସହ ସେୟାର କରିଛନ୍ତି|

ଫିଲିପ୍ସକୁ ଆଶା ନଥିଲା ଯେ ତାଙ୍କ ସ୍ୱାମୀ ରୋଷେୟା ବନିପାରିବ|ସେ ପ୍ରଥମେ ପତିକୁ କହିଲେ ଯେ ସେ ନିଜେ ବନେଇ ନେବ କିନ୍ତୁ ତାଙ୍କ ସ୍ୱାମୀ କିଛି କରିବାକୁ ଦେଲା ନାହିଁ|ଏହାପରେ ଯେତେବେଳେ ତା ସାମ୍ନାରେ ଖାଦ୍ୟ ପରିବେଷଣ କରାଯାଇଥିଲା ସେ ବିଶ୍ୱାସ କରି ପାରିନଥିଲେ|ସେ ଶିଘ୍ର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ|ସୂଚନାଯୋଗ୍ୟ ଯେ ତାଙ୍କ ସ୍ଵାମୀ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ନା କେଵଳ ଟେଷ୍ଟି ଏହାସହ ହେଲ୍ଦି ହୋଇଥାଏ|

କିଚେନରେ‌ ଫିଲିପ୍ସଙ୍କ ପତି କେଵଳ ଏକୁଟିଆ କାମ କରେ|ତାଙ୍କୁ ସାହାଯ୍ୟ ପାଇଁ କେହି ନାହାନ୍ତି|ସେ ଏକୁଟିଆ ଚୋପିଙ୍ଗ ଠାରୁ ନେଇ ରୋଷେଇ ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି|ସୂଚନାଯୋଗ୍ୟ ସେ ସବୁଦିନ ଅଲଗା ଅଲଗା ଖାଦ୍ୟ ଖାଇଥାନ୍ତି|ତାଙ୍କ ଡିସ ପ୍ରେଜେଣ୍ଟସନ ବ୍ୟବହାର ଉତ୍ତମ ଅଟେ|ସେ ପତିଙ୍କ ଏହି ଟ୍ୟାଲେଣ୍ଟ ସୋସିଆଲ ମିଡିଆରେ ସେୟାର କରିଥିଲେ|ଏଥିରେ ଅନ୍ୟାନ୍ୟ ମହିଳାଙ୍କୁ ଟ୍ୟାଗ କରି ତାଙ୍କ ପତିକୁ ଶିଖାଇବାକୁ କହିଲେ|ଏଵେ ଫିଲିପ୍ସଙ୍କ ଏହି ଟ୍ୟାଲେଣ୍ଟ ଭାଇରାଲ ହୋଇଗଲା|

Leave A Reply

Your email address will not be published.