ଆଉ ଦ୍ୱିତୀୟ ଥର ପାଇଁ ମିଳିବନି ଏମିତି ଅଫର, ୨୪୯ ଟଙ୍କାରେ କିଣନ୍ତୁ Redmi ର ହୃଦୟ ଜିତୁଥିବା ଏହି 5G ସ୍ମାର୍ଟଫୋନ୍ !,ଜାଣନ୍ତୁ ଅଫର ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

Redmi Note 10T 5G ଅଫର୍ସ ଆଣ୍ଡ ଡ଼ିସକାଉଣ୍ଟସ୍:-

Redmi Note 10T 5G ର ଲଞ୍ଜିଙ୍ଗ ମୂଲ୍ୟ ହେଉଛି 16.999 ଟଙ୍କା, କିନ୍ତୁ ଆମାଜନ୍ ରେ ଫୋନ 13.999 ଟଙ୍କାରେ ଉପଲବ୍ଧ ଅଟେ | ମାନେ ଫୋନେରେ 3 ହଜାର ଟଙ୍କାର ଡ଼ିସକାଉଣ୍ଟ ମିଳୁଛି | ଏହା ବ୍ୟତୀତ 500 ଟଙ୍କାର କୁପନ୍ ମିଳୁଛି, ତାର ଆପଲାୟେ କରିବା ପରେ ଫୋନର ମୂଲ୍ୟ 13.499 ଟଙ୍କା ହୋଇଯିବ |

Redmi Note 10T 5G ବ୍ୟାଙ୍କ ଅଫର୍ସ :-

Redmi Note 10T 5G କୁ କିଣିବା ପାଇଁ ଯଦି ଆପଣ HDFC ବ୍ୟାଙ୍କର କାର୍ଡ ବ୍ୟବହାର କରିବେ, ତେବେ ଆପଣଙ୍କୁ ହଜାର ଟଙ୍କାର ଇଷ୍ଟେଣ୍ଡ ଡ଼ିସକାଉଣ୍ଟ ମିଳିବ | ଏହା ପରେ ଫୋନର ମୂଲ୍ୟ 12.499 ଟଙ୍କା ହୋଇଯିବ |

Redmi Note 10T 5G ଏକ୍ସଚେଞ୍ଜ ଅଫର :-

Redmi Note 10T 5G ରେ 12.300 ଟଙ୍କାର ଏକ୍ସଚେଞ୍ଜ ଅଫର ମିଳୁଛି | ଯଦି ଆପଣ ପୁରୁଣା ସ୍ମାର୍ଟଫୋନ କୁ ଏକ୍ସଚେଞ୍ଜ କରିବେ, ତେବେ ଏତିକି ରିହାତି ମିକିପରିବ | କିନ୍ତୁ 12.300 ଟଙ୍କାର ଡ଼ିସକାଉଣ୍ଟ ସେତେବେଳେ ମିଳିବ, ଯେତେବେଳେ ଆପଣଙ୍କ ପୁରୁଣା ଫୋନର କଣ୍ଡିସନ ଭଲ ଥିବ ଆଉ ମଡେଲ ଲଟେଷ୍ଟ ହୋଇଥିବ | ଯଦି ଆପଣ ପୁରା ରିହାତି ପାଇବାରେ ସଫଳ ହେଲେ, ତେବେ ଫୋନର ମୂଲ୍ୟ 199 ଟଙ୍କା ହେବ |

Redmi Note 10T 5G ସ୍ପେସିଫିକେସନ୍ :-

Redmi Note 10T 5G 6.5-ଇଞ୍ଜ FHD+ଡିସ୍-ପ୍ଲେ ସହିତ 2400×1080 ପିକ୍ସଲ୍ ରିଜେଲ୍ୟୁସନ୍,90Hz ରିପ୍ଲେସ୍ ରେଟ ଆଉ 180Hz ଟଚ୍ ସମ୍ପ୍ଲିଙ୍ଗ ରେଟ୍ ସହିତ ଆସିବାକୁ ପ୍ରସ୍ତୁତ କରାଯାଇଛି |

Redmi Note 10T 5G ବ୍ୟାଟେରି :-

ହାର୍ଡୱେର୍ ଦୃଷ୍ଟିରୁ, Redmi ସ୍ମାର୍ଟଫୋନ କୁ 4GB RAM+ 64GB ଷ୍ଟୋରେଜ ସେପ୍ସ ସାଥିରେ ଅକ୍ଟା-କୋର୍ କ୍ୱାଲକମ୍ ସ୍ନାପଡ୍ରାଗନ୍ 865 ପ୍ରୋସେଜର ର ଶକ୍ତି ମିଳିଥାଏ | 18W ଫାଷ୍ଟ ଚାରଜିଙ୍ଗ ସପୋର୍ଟ ଵାଲା 5000mAh ର ବ୍ୟାଟେରି ଏହା ଭିତରୁ ପାୱାର ଦିଏ |

Leave A Reply

Your email address will not be published.