ଦେଖନ୍ତୁ ଭିଡ଼ିଓ : ଦ୍ରୁତ ଗତିରେ ଗାଡ଼ି ଚଳାଇବା ଚକରରେ ହେଲା ବଡ଼ ଦୁର୍ଘଟଣା, ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ଥରି ଉଠିବେ !

0

Get real time updates directly on you device, subscribe now.

ରାସ୍ତାରେ ଚାଲୁଥିବା ସମୟରେ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ ନହେଲେ କେବେ କଣ ହୋଇଯିବ ଏହା କେହି କହି ପାରିବେନାହିଁ। ଆପଣ ହୁଏତ କେତେବି ସଚେତନତା ଅବଲମ୍ବନ କରନ୍ତୁ ନା କାହିଁକି ଯଦି ଅନ୍ୟ କେହି ଆପଣଙ୍କୁ ଆସି ଧକ୍କା ମାରିଦିଏ ତାହେଲେ କ୍ଷତି ଆପଣଙ୍କର ମଧ୍ୟ ହୋଇଥାଏ। ଯଦି ଆପଣ ସର୍ବଦା ଖବର କାଗଜ ଓ ନ୍ୟୁଜ ଦେଖୁଥାନ୍ତି ତାହେଲେ ଆପଣଙ୍କୁ ଜଣାଥିବ ପ୍ରତ୍ୟକ ଦିନ କେତେ ମାତ୍ରାରେ ଦୁର୍ଘଟଣା ହେଉଛି। ବିଗତ ବର୍ଷ World bank ର ରିପୋର୍ଟ ଆସିଥିଲା ଯେଉଁଥିରେ ଦେଖାଯାଇଥିଲା କି, ଭାରତରେ ପ୍ରତି ଚାରି ମିନିଟରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିର ମୃତ୍ୟୁ ହେଉଛି। ଆପଣ ଏଥିରୁ ବୁଝି ପାରୁଥିବେ ଯେ, ଏହି ହିସାବରେ ବର୍ଷରେ କେତେ ମୃତ୍ୟୁ ହେଉଥିବ। ସୋସିଆଲ ମିଡ଼ିଆରେ ସାଧାରଣତଃ ସଡ଼କ ଦୁର୍ଘଟଣାର ଭିଡ଼ିଓ ଭାଇରାଲ ହେଉଥାଏ ଠିକ ଆଜି ଏମିତି ହିଁ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ।

ଭିଡ଼ିଓରେ ଆପଣ ଦେଖିପାରୁଥିବେ ରାସ୍ତାରେ କିଛି ଲୋକ ଚାଲୁଛନ୍ତି ଓ ତାଙ୍କ ଆଡ଼କୁ ଏକ କାର ଯାଉଥିବାର ନଜର ଆସୁଛି। କାର କୁ ଦେଖି ଲୋକେ ଅଟକି ଯାଉଛନ୍ତି ଓ କାର ମଧ୍ୟ ଧୀର ଗତି ହୋଇଯାଉଛି। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ କାର କୁ ଧକ୍କା ମାରି ଦେଉଛି। ଏଥିରେ ବାଇକ ରେ ବସିଥିବା ଲୋକେ ଉଡ଼ିଯାଇ ପଡ଼ି ଯାଉଛନ୍ତି। ଏହା ବହୁତ ହଇରାଣ କରି ଦେବାପରି ଭିଡ଼ିଓ ଅଟେ। ବୋଧହୁଏ ଆପଣ ଏହି ପ୍ରକାରର ଦୁର୍ଘଟଣା ଦେଖିନଥିବେ। ଏହାପରେ ରାସ୍ତାରେ ଚାଲୁଥିବା ଲୋକେ ଦୁର୍ଘଟଣା ଘଟିଥିବା ଲୋକଙ୍କ ସାହାର୍ଯ୍ୟ କରିବାରେ ଲାଗିଲେ। କିନ୍ତୁ ଯେତେ ଭୟାନକ ଏହି ଦୁର୍ଘଟଣା ଥିଲା ଆପଣ ଏହାକୁ ଦେଖି ଅନୁଧ୍ୟାନ ଲଗାଇ ପାରୁଥିବେ ଯେ ଭିଡ଼ିଓ ଟି କେତେ ଖତରନାକ ଅଟେ।

ଦେଖନ୍ତୁ ଏହି ହୋସ ଉଡାଉଥିବା ଭିଡ଼ିଓ:-

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ହଇରାଣ କରୁଥିବା ଭିଡ଼ିଓକୁ @Vicious Videos ନାମକ ଆଇଡ଼ି ରୁ ଶେୟର କରାଯାଉଛି। ମାତ୍ର 18 ସେକେଣ୍ଡର ଏହି ଭିଡ଼ିଓକୁ ଏବେପର୍ଯ୍ୟନ୍ତ 6 ହଜାରରୁ ଅଧିକ ଭିୟୁ ମିଳିସାରିଛି। ଯେବେକି ସହସ୍ର ଲୋକ ଏହି ଭିଡ଼ିଓକୁ ଲାଇକ କରିଛନ୍ତି। ସେହିପରି ଲୋକେ ଭିଡ଼ିଓ ଦେଖି ଏଥିରେ ବିଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି।

Leave A Reply

Your email address will not be published.