” କହି ଦେବ ପାଲ୍ ସାହେବ ଆସିଥିଲେ” ବାଇକରେ ଏମିତି ଲେଖାଥିବା ଦେଖି ପୋଲିସ ଅଟକାଇଲା,ଆଉ ତା ପରେ ଦେଖନ୍ତୁ କଣ ହେଲା ଅବସ୍ଥା !

0

Get real time updates directly on you device, subscribe now.

“କହି ଦେବ ପାଲ୍ ସାହେବ ଆସିଥିଲେ”,ଏହା କୈାଣସି ଫିଲ୍ମର ଡାଇଲଗ୍ ନାହିଁ,ଏହା ଉତ୍ତର ପ୍ରଦେଶର ଐରିଆ ଜିଲ୍ଲାରେ ବାଇକରସନମ୍ବର ପ୍ଲେଟ ଅଟେ|ମଙ୍ଗଳବାର ଦିନ ମୁରାଦଗଞ୍ଜ ଚୈକି ପ୍ରଭାରୀ ଅବନୀଶ କୁମାର ବାହାନ ଚେକିଙ୍ଗ ଡ୍ୟୁଟିରେ ତିନି ଜଣ ଯୁବକଙ୍କୁ ବାଇକରେ ବସିଥିବା ଦେଖିଲେ|ସେ ଆଉ ଗୋଟିଏ ଅଜବ ଜିନିଷ ଦେଖିଲେ ଯେ ଯୁବକକୁ ଟ୍ରିପଲିଙ୍ଗ ସମ୍ପର୍କରେ ପଚାରିବାକୁ ଅଟକାଇଥିଲେ|ନମ୍ବର ପ୍ଲେଟରେ ରେଜିଷ୍ଟ୍ରେସନ ନମ୍ବର ପରିବର୍ତ୍ତେ ଅଜବଗଜବ ଲାଇନ ଲେଖାଥିଲା| “କହି ଦେବ ପାଲ୍ ସାହେବ ଆସିଥିଲେ”,ଏହା ସହ ବାଇକରେ ଲାଉଡ ସାଇଲେନସର ମଧ୍ୟ ଲଗାଯାଇଥିଲା|

ଜି ନିଉଜ ରିପୋର୍ଟ ଅନୁସାରେ ଯୁବକକୁ ଗିରଫ କରାଯାଇଛି|ସେମାନଙ୍କ ନାମ ଅଙ୍କିତ ପାଲ ଓ ଅନୁଜ ପାଲ ଦୁଇ ଭାଇ ଓ ତୃତୀୟ ବ୍ୟକ୍ତି ଶିବମ ସିଂ ଅଟେ|ସୂଚନାଯୋଗ୍ୟ ତିନି ବନ୍ଧୁ ଐରିଆ ସହରର ଆନପୁର ଗାଁ ର ସାଇ ମନ୍ଦିର ଦର୍ଶନ ପାଇଁ ଆସିଥିଲେ|ଏହି ଘଟଣାକୁ ନେଇ ଐରିଆ ଏସପି ଅଭିଷେକ ବର୍ମା ମଜାଦାର ଟୁଇଟ ସହ ବାଇକ ଫଟୋ ସେୟାର କରିଥିଲେ|

ଏଭଳି ଟୁଇଟ୍:

ଆଜି @auraiyapolice ନଜରରେ ଏକ ମୋଟର ସାଇକେଲ ପଡିଲା ଯାହା ଉପରେ ଲେଖାଥିଲା ” କହି ଦେବ ପାଲ୍ ସାହେବ ଆସିଥିଲେ”, ସେଠାରେ ବସିଥିବା ଯୁବକକୁ ଜଣାନଥିଲା ଯେ ପଲ ସାହେବଙ୍କ ଗାଡି ଏଠାକୁ ଆସିଲେ ଯାଇ ପାରିବ ନାହିଁ|ଏହା ତ ତାହା ହେଲା ,ଯାହାକୁ ଡର ଥିଲା ତାହା ସାମ୍ନାସାମ୍ନି ହେଲା|

ଆଇପିଏସ ଅଧିକାରୀ ଅଭିଷେକ ବର୍ମା ଟୁଇଟରରେ ଲେଖିଥିଲେ,”ଆଜି @auraiyapolice ନଜରରେ ଏକ ମୋଟର ସାଇକେଲ ପଡିଲା ଯାହା ଉପରେ ଲେଖାଥିଲା ” କହି ଦେବ ପାଲ୍ ସାହେବ ଆସିଥିଲେ”, ସେଠାରେ ବସିଥିବା ଯୁବକକୁ ଜଣାନଥିଲା ଯେ ପଲ ସାହେବଙ୍କ ଗାଡି ଏଠାକୁ ଆସିଲେ ଯାଇ ପାରିବ ନାହିଁ|ଏହା ତ ତାହା ହେଲା ,ଯାହାକୁ ଡର ଥିଲା ତାହା ସାମ୍ନାସାମ୍ନି ହେଲା|@Uppolice|ଏହାକୁ ୪ ହଜାରରୁ ଉର୍ଦ୍ଧ୍ବ ଲାଇକ କରିଛନ୍ତି ଓ ୭୦୦ ରୁ ଊର୍ଦ୍ଧ୍ବ ଲୋକ ରିଟୁଇଟ କରିଛନ୍ତି|

Leave A Reply

Your email address will not be published.