25 ହଜାର ଟଙ୍କାରୁ କମ ଦାମ ଦେଇ କିଣନ୍ତୁ ଏହି 5 ଷ୍ଟାର ବାଲା Window AC, ଗରମରେ ଥଣ୍ଡା ପବନର ମଜା ନିଅନ୍ତୁ:-

0

Get real time updates directly on you device, subscribe now.

ଗରମ ଦିନ ଆସି ଯାଇଛି ଓ ଆପଣ ଯଦି ଏହି ଗରମ ଦିନରେ Ac ଘରକୁ ଆଣିବାର ଯୋଜନା କରିଛନ୍ତି ତାହେଲେ ଆଜିର ଖବର ଆପଣଙ୍କୁ ପସନ୍ଦ ଆସିପାରେ। ଆପଣଙ୍କ ସହରରେ ବିଜୁଳି ବିଲ ଅଧିକ ଆସୁଛି ତାହେଲେ ଆପଣ ଏହି 25 ହଜାର ଟଙ୍କାର 5 ଷ୍ଟାର Window Ac ନିଜ ଘରକୁ ନେଇପାରିବେ।

Godrej 1 ton 5 star window Ac:-

ଏହି ଏସି ମଡେଲ କୁ 5 ଷ୍ଟାର Bee ରେଟିଂ 2019 ମିଳିସାରିଛି। ଏହି window ac ସହିତ କମ୍ପାନୀ 5 ବର୍ଷ ଯାଏଁ କଂପ୍ରେସର ୱାରେଣ୍ଟି ଦେଉଛି। ଯଦି ଗ୍ୟାସ କଥା କହିବା ତାହେଲେ ଏହି ମଡେଲ R32 ଗ୍ୟାସ ସହିତ ଆସିଥାଏ। ପୋଷ୍ଟ ପାୱାର କଟ ପରେ ଆପଣଙ୍କୁ ମାନୁଆଲି ସେଟିଂ କୁ ରିସେଟ କରିବାର ଆବଶ୍ୟକ ଏହି ମଡେଲରେ କରିବାକୁ ପଡ଼ିବନାହିଁ।

କୁଲିଂ କ୍ଷମତାର କଥା କହିବାକୁ ଗଲେ ଏହି ମଡେଲ 3600W କୁଲିଂ ପାୱାର ସହିତ ଆସିଥାଏ। ଅପରେସନ ମୋଡ଼ କଥା କହିବାକୁ ଗଲେ ଏହି ଏସି ମଡେଲ କୁଲ, ଅଟୋ, ଡ୍ରାଇ, ଫ୍ୟାନ, ସ୍ଲିପ ଓ ଇକୋ ମୋଡ଼ ସହିତ ଆସିଥାଏ। ଗ୍ରାହକଙ୍କୁ ଏହି Window Ac ମଡେଲରେ ଆଣ୍ଟି ବ୍ୟାକ୍ଟେରିଆ ଫିଲଟର ମିଳିବ, ଏହାସହ ଅଟୋ ରିଷ୍ଟାର୍ଟ, ଟାଇମର, ପାୱାରଫୁଲ କୁଲିଂ ଭଳି ଫିଚର୍ସ ମହଜୁଦ ରହିଛି।

1 ton 5 ଷ୍ଟାର Window Ac ଅଣ୍ଡର 25000:-

Flipkart Big Saving Days ସେଲ ରେ ଏହି Ac ର ଦାମ 5650 ଟଙ୍କା କମାଯାଇ 24,340 ଟଙ୍କା କରାଯାଇଛି। ଏହାର ଅର୍ଥ ଯଦି ଆପଣଙ୍କ ବଜେଟ 25 ହଜାର ଭିତରେ ରହିଛି ତାହେଲେ ଆପଣ ଏହି ଏସି କୁ ଦେଖିପାରନ୍ତି।

ଯଦି ଆପଣ ଏଥିରେ ଏକ୍ସଟ୍ରା ପଇସା ବଞ୍ଚାଇବାକୁ ଚାହାଁନ୍ତି ତାହେଲେ SBI କ୍ରେଡିଟ କାର୍ଡ଼ ଲଗାଇ 1250 ଟଙ୍କା ଡିସ୍କାଉଣ୍ଟ ପାଇପାରିବେ।

Leave A Reply

Your email address will not be published.