ଗର୍ଲପ୍ରେଣ୍ଡଙ୍କ ଡ୍ରେସ୍ ଦେଖି ଆଚମିତ ହେଲେ ବଏପ୍ରେଣ୍ଡ, ଆଉ କରିଦେଲେ ଏମିତି କାମ, ଲକ୍ଷ ଲକ୍ଷ ଥର ଦେଖା ଯାଇଛି ଏହି ଭିଡ଼ିଓ

0

Get real time updates directly on you device, subscribe now.

ଏକ ଝିଅ ଡେଟିଂ ଆପ୍ ମାଧ୍ୟମରେ ଜଣେ ଅପରିଚିତ ପୁଅକୁ ଭେଟିଲେ ଆଉ କିଛି ଦିନ ସାଥିରେ ବିତାଇଲେ | ନୂଆ-ନୂଆ ବନିଥିବା ବଏପ୍ରେଣ୍ଡ ନିଜ ଗର୍ଲପ୍ରେଣ୍ଡ ଙ୍କୁ କେବଳ ଏହି କଥା ପାଇଁ ଫେରେଇଦେଲେ, କାହିଁକି ନା ଡେଟିଂ ଵାଲା ଦିନରେ ଝିଅଟି ପିନ୍ଧିଥିବା ଧନ୍ୟବାଦ ଡ୍ରେସ୍ ତାଙ୍କୁ ପସନ୍ଦ ଆସିଲାନି | ଗୋଟେ ଟିକ୍-ଟକ୍ ଭିଡ଼ିଓରେ ନିକି ଜବ୍ସ ନାମକ ଜଣେ ମହିଳା କହିଛନ୍ତି ଯେ ସେ ଡେଟିଂ ଆପ୍ ହିଙ୍ଗେ ରେ ଗ୍ରେଗ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ | ସେମାନେ ଏକାଠି କିଛି ଦିନ ବିତାଇଲେ, କିନ୍ତୁ ତିନି ସପ୍ତାହ ପର୍ଯ୍ୟନ୍ତ ରେଲେସନଶିପ୍ ରେ ରହିବା ପରେ ମଧ୍ୟ ନିକ୍କି ନିରାଶ ହେଲେ |

ଉବରରେ ବସିଥିବା ଝିଅ ଖୋଲିଲା ବଏପ୍ରେଣ୍ଡର ପୋଲ୍ :- ପୋଷ୍ଟର ଆରମ୍ଭ ଉବରରେ ବସିଥିବା ନିକ୍କୀଙ୍କ ଫୋଟୋ ସହିତ ହୋଇଥାଏ, ଯେଉଁଥିରେ ଗୋଟେ ଟେକ୍ସଡ଼ ଦେଖା ହେଇଥିବାର ଦେଖିବାକୁ ମିଳେ | ସେହି ସ୍କ୍ରିନରେ ଏହା ‘ମୁ ତାଙ୍କୁ କହିଲି କି ମୁ ଏହି ଫଙ୍କସନ୍ ରେ ପହଁଞ୍ଜୁଛି | ଏହା ପରେ ସେ କହିଲା, କଣ ମୁ ତମ ପାଇଁ ଉବର କରିଦେବି?ଏଥିପାଇଁ ମୁ ଉବର କରିକି ଘଋକୁ ଆସିଗଲି |’ ନିକ୍କୀ କହିଛନ୍ତି କି ସେହି ବ୍ୟକ୍ତି ଜଣଙ୍କ ତିନି ସପ୍ତାହର ରେଲେସନସିପ୍ ରେ ପ୍ରଥମଥର ନିଜ କାମ ଫଙ୍କସନ୍ ରେ ବୁଲେଇଲେ |

ପାର୍ଟନର ଡ୍ରେସ୍ ଦେଖି ହେଲେ ଲଜ୍ଜିତ, ସେଥିପାଇଁ କଲେ ଏପରି କାମ :-

ନିକ୍କୀ ଏହା ମଧ୍ୟ କହିଛନ୍ତି ସେ ନିଜ ପାର୍ଟନର ଙ୍କୁ ଦେଖା କରିବାକୁ ବହୁତ ଉତ୍ସାହିତ ଥିଲେ | ସେ ନିଜ ଚୁଟିକୁ ସଜେଇବା ପାଇଁ ଆଉ ଚେହେରାରେ ମେକଉପ୍ ଲଗେଇବା ପାଇଁ 40 ମିନିଟ ସମୟ ଲଗେଇଥିଲେ | ହେଲେ, ଯେତେବେଳେ ଗ୍ରେଗ ତାଙ୍କୁ କହିଲେ ଯେ ସେ ତାଙ୍କ ଡ୍ରେସ୍ ପାଇଁ ‘ଲଜ୍ଜିତ’ ଅଟନ୍ତି, ସେତେବେଳେ ତାଙ୍କ ହୃଦୟ ଭାଙ୍ଗିଗଲା ଆଉ ସେ ତାଙ୍କୁ ଘରକୁ ପଠେଇବା ପାଇଁ ଗୋଟେ ଉବର ବୁକ୍ କରିଦେଲେ | ସେ ହାଇ-ବେଷ୍ଟ, ପେପର ବେଗ ପେଟ ଆଉ କଳା ରଙ୍ଗର କ୍ରପ୍ ଟପ୍ ପିନ୍ଧିଥିଲେ |

ଭ୍ୟାନ୍ ରେ ଥିବା ମହିଳା ବନେଇଥିଲେ ଟିକଟକ୍ ଭିଡିଓ :-

ଗୋଟେ ଭ୍ୟାନ୍ ରେ ରହୁଥିବା ଟିକଟକର ନିକ୍କୀ ଆଗକୁ କାହାକୁଲେ କି ପୁରା ସପ୍ତାହ ଗ୍ରେଗଙ୍କ ସାଥିରେ ବିତେଇଲେ | ସେ ଗ୍ରେଗ ଙ୍କୁ କହିଲେ କି ସେ ତାଙ୍କ ସାଥିରେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରହିପାରିବେ | ସେ ସବୁ ଏହି ଗୋଟେ ସନ୍ଦ୍ୟା ପରେ ଅଚାନକ୍ ଶେଷ ହୋଇଗଲା | ନିକ୍କୀ ନିଜ ଭିଡ଼ିଓର କ୍ୟାପିସନ୍ ରେ ଲେଖିଛନ୍ତି,‘ଯେଉଁ ରିଟେଲ କମ୍ପାନୀ ପାଇଁ ସେ କାମ କରେ, ସେଠାକୁ ଯିବା ପାକଁ ମୁ ନିଜ ମେକଉପ ରେ 40 ମିନିଟ ବିତେଇଲି | ସେ ଏହି ପୋଷାକରେ ମୋ ସାଥିରେ ଦେଖା କରେଇବା ପାଇଁ ଲଜ୍ଜିତ ଥିଲେ |

Leave A Reply

Your email address will not be published.