ଗର୍ଲପ୍ରେଣ୍ଡଙ୍କ ଡ୍ରେସ୍ ଦେଖି ଆଚମିତ ହେଲେ ବଏପ୍ରେଣ୍ଡ, ଆଉ କରିଦେଲେ ଏମିତି କାମ, ଲକ୍ଷ ଲକ୍ଷ ଥର ଦେଖା ଯାଇଛି ଏହି ଭିଡ଼ିଓ
ଏକ ଝିଅ ଡେଟିଂ ଆପ୍ ମାଧ୍ୟମରେ ଜଣେ ଅପରିଚିତ ପୁଅକୁ ଭେଟିଲେ ଆଉ କିଛି ଦିନ ସାଥିରେ ବିତାଇଲେ | ନୂଆ-ନୂଆ ବନିଥିବା ବଏପ୍ରେଣ୍ଡ ନିଜ ଗର୍ଲପ୍ରେଣ୍ଡ ଙ୍କୁ କେବଳ ଏହି କଥା ପାଇଁ ଫେରେଇଦେଲେ, କାହିଁକି ନା ଡେଟିଂ ଵାଲା ଦିନରେ ଝିଅଟି ପିନ୍ଧିଥିବା ଧନ୍ୟବାଦ ଡ୍ରେସ୍ ତାଙ୍କୁ ପସନ୍ଦ ଆସିଲାନି | ଗୋଟେ ଟିକ୍-ଟକ୍ ଭିଡ଼ିଓରେ ନିକି ଜବ୍ସ ନାମକ ଜଣେ ମହିଳା କହିଛନ୍ତି ଯେ ସେ ଡେଟିଂ ଆପ୍ ହିଙ୍ଗେ ରେ ଗ୍ରେଗ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ | ସେମାନେ ଏକାଠି କିଛି ଦିନ ବିତାଇଲେ, କିନ୍ତୁ ତିନି ସପ୍ତାହ ପର୍ଯ୍ୟନ୍ତ ରେଲେସନଶିପ୍ ରେ ରହିବା ପରେ ମଧ୍ୟ ନିକ୍କି ନିରାଶ ହେଲେ |
ଉବରରେ ବସିଥିବା ଝିଅ ଖୋଲିଲା ବଏପ୍ରେଣ୍ଡର ପୋଲ୍ :- ପୋଷ୍ଟର ଆରମ୍ଭ ଉବରରେ ବସିଥିବା ନିକ୍କୀଙ୍କ ଫୋଟୋ ସହିତ ହୋଇଥାଏ, ଯେଉଁଥିରେ ଗୋଟେ ଟେକ୍ସଡ଼ ଦେଖା ହେଇଥିବାର ଦେଖିବାକୁ ମିଳେ | ସେହି ସ୍କ୍ରିନରେ ଏହା ‘ମୁ ତାଙ୍କୁ କହିଲି କି ମୁ ଏହି ଫଙ୍କସନ୍ ରେ ପହଁଞ୍ଜୁଛି | ଏହା ପରେ ସେ କହିଲା, କଣ ମୁ ତମ ପାଇଁ ଉବର କରିଦେବି?ଏଥିପାଇଁ ମୁ ଉବର କରିକି ଘଋକୁ ଆସିଗଲି |’ ନିକ୍କୀ କହିଛନ୍ତି କି ସେହି ବ୍ୟକ୍ତି ଜଣଙ୍କ ତିନି ସପ୍ତାହର ରେଲେସନସିପ୍ ରେ ପ୍ରଥମଥର ନିଜ କାମ ଫଙ୍କସନ୍ ରେ ବୁଲେଇଲେ |
ପାର୍ଟନର ଡ୍ରେସ୍ ଦେଖି ହେଲେ ଲଜ୍ଜିତ, ସେଥିପାଇଁ କଲେ ଏପରି କାମ :-
ନିକ୍କୀ ଏହା ମଧ୍ୟ କହିଛନ୍ତି ସେ ନିଜ ପାର୍ଟନର ଙ୍କୁ ଦେଖା କରିବାକୁ ବହୁତ ଉତ୍ସାହିତ ଥିଲେ | ସେ ନିଜ ଚୁଟିକୁ ସଜେଇବା ପାଇଁ ଆଉ ଚେହେରାରେ ମେକଉପ୍ ଲଗେଇବା ପାଇଁ 40 ମିନିଟ ସମୟ ଲଗେଇଥିଲେ | ହେଲେ, ଯେତେବେଳେ ଗ୍ରେଗ ତାଙ୍କୁ କହିଲେ ଯେ ସେ ତାଙ୍କ ଡ୍ରେସ୍ ପାଇଁ ‘ଲଜ୍ଜିତ’ ଅଟନ୍ତି, ସେତେବେଳେ ତାଙ୍କ ହୃଦୟ ଭାଙ୍ଗିଗଲା ଆଉ ସେ ତାଙ୍କୁ ଘରକୁ ପଠେଇବା ପାଇଁ ଗୋଟେ ଉବର ବୁକ୍ କରିଦେଲେ | ସେ ହାଇ-ବେଷ୍ଟ, ପେପର ବେଗ ପେଟ ଆଉ କଳା ରଙ୍ଗର କ୍ରପ୍ ଟପ୍ ପିନ୍ଧିଥିଲେ |
ଭ୍ୟାନ୍ ରେ ଥିବା ମହିଳା ବନେଇଥିଲେ ଟିକଟକ୍ ଭିଡିଓ :-
ଗୋଟେ ଭ୍ୟାନ୍ ରେ ରହୁଥିବା ଟିକଟକର ନିକ୍କୀ ଆଗକୁ କାହାକୁଲେ କି ପୁରା ସପ୍ତାହ ଗ୍ରେଗଙ୍କ ସାଥିରେ ବିତେଇଲେ | ସେ ଗ୍ରେଗ ଙ୍କୁ କହିଲେ କି ସେ ତାଙ୍କ ସାଥିରେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରହିପାରିବେ | ସେ ସବୁ ଏହି ଗୋଟେ ସନ୍ଦ୍ୟା ପରେ ଅଚାନକ୍ ଶେଷ ହୋଇଗଲା | ନିକ୍କୀ ନିଜ ଭିଡ଼ିଓର କ୍ୟାପିସନ୍ ରେ ଲେଖିଛନ୍ତି,‘ଯେଉଁ ରିଟେଲ କମ୍ପାନୀ ପାଇଁ ସେ କାମ କରେ, ସେଠାକୁ ଯିବା ପାକଁ ମୁ ନିଜ ମେକଉପ ରେ 40 ମିନିଟ ବିତେଇଲି | ସେ ଏହି ପୋଷାକରେ ମୋ ସାଥିରେ ଦେଖା କରେଇବା ପାଇଁ ଲଜ୍ଜିତ ଥିଲେ |