ବରଯାତ୍ରୀଙ୍କ ଭିତରେ ମଧ୍ୟ ଚଢ଼ିଲା ପୁଷ୍ପା ଫିଲ୍ମର ନିଶା, ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ,ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଭାରତୀୟ ବିବାହରେ ଭାରତୀୟ ବରଯାତ୍ରୀ ମାନେ ଡାନ୍ସ କରିବାପାଇଁ ଖୁବ୍ ଭଲ ପାଆନ୍ତି । ବିବାହରେ ଭାରତୀୟ ବରଯାତ୍ରୀ ନାଗିନ ଡାନ୍ସରେ ବହୁତ୍ ଏଞ୍ଜୟ କରନ୍ତି । ଏହି ପରିପ୍ରେକ୍ଷୀରେ ଗତ କିଛି ସମୟ ଧରି ସମସ୍ତଙ୍କ ମନ ଆଉ ମସ୍ତିଷ୍କରେ ପୁଷ୍ପା ଫିଲ୍ମର ଗୀତ ରହିଛି । ଏପରି ପରିସ୍ଥିତିରେ ବିବାହ ତ ଡାନ୍ସର ଗୋଟିଏ ବାହାନା ହୋଇଥାଏ । ବିବାହର ଅର୍ଥ ଖାଇବା ଆଉ ନାଚିବା । ଏପରି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ଏତେ ମଜାଳିଆ ଯେ ଆପଣ ମଧ୍ୟ ହସି ହସି ଗଡିଯିବେ ।

ଦେଖନ୍ତୁ ଏହି ମଜାଳିଆ ଭିଡିଓ :-

ଫେମସ ସାଉଥ୍ ଇଣ୍ଡିଆନ ଆକ୍ଟର ଅଲ୍ଲୁ ଅର୍ଜ୍ଜୁନଙ୍କ ଫିଲ୍ମ ପୁଷ୍ପାର କେବଳ ଡ଼ାଇଲଗ ହିଟ୍ ହେଉନାହିଁ ବରଂ ଏହାର ଶ୍ରିଭଲି ଗୀତ ସମସ୍ତଙ୍କୁ ପସନ୍ଦ ହୋଇଛି । ରିଲିଜ୍ ହେବା ପରଠାରୁ ହିଁ ଏହି ଫିଲ୍ମର ପାଗଳାମି ବଢ଼ିବାରେ ଲାଗିଛି । ସମସ୍ତେ ଏହି ଗୀତରେ ଖୁବ୍ ମଜା ନେଉଛନ୍ତି ।

ଭାଇରାଲ ଭିଡିଓ ବିଷୟରେ କହିବାକୁ ଗଲେ ଏହି ଭିଡିଓ ଗୋଟିଏ ବରଯାତ୍ରୀର ଅଟେ । ଏହି ବରଯାତ୍ରୀରେ ସବୁ ଲୋକ ଅଲଗା ଅଲଗା ଷ୍ଟାଇଲରେ ଏକାବେଳେ ଶ୍ରିଭଲି ଗୀତରେ ଡାନ୍ସ କରୁଥିବାର ଦେଖାଯାଉଛନ୍ତି । ନାଚି ନାଚି ସମସ୍ତଙ୍କ ଅବସ୍ଥା ଖରାପ ହେଇ ସାରିଲାଣି, ତଥାପି କାହା ପାଦ ଅଟକିବାର ନା ମଧ୍ୟ ନେଉନାହିଁ । ଭିଡ଼ିଓରେ ଏକାବେଳେ ଦେଖାଯାଉଥିବା ଏହି ଲୋକେ କୌଣସି ରାସ୍ତାରେ ଡାନ୍ସ କରୁଛନ୍ତି । ଏହି ଭିଡିଓକୁ ଦେଖିଲେ ଲାଗୁଛି ଏହା କୌଣସି ବିବାହର ଦୃଶ୍ୟ ଅଟେ ।

Leave A Reply

Your email address will not be published.