୭ ସେକେଣ୍ଡର ଭିଡ଼ିଓ ଆଉ ହୋଇଗଲେ ଭାଇରାଲ୍-କୁଇନ୍, ଯାହାକୁ ଦେଖି ଆପଣ ମଧ୍ୟ କହିବେ – “ୟେ କଣ ହୋଇଗଲା” ! ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଗୋଟେ ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି | ଏହି ଭିଡ଼ିଓକୁ ମାର୍ଚ୍ଚ 8 ରେ ଟ୍ୱିଟରରେ ସେୟାର କରାଯାଇଥିଲା | ଆପଣ ଅନୁମାନ ମଧ୍ୟ କରିପାରିବେ ନାହିଁ ଯେ ଏହି ଭିଡ଼ିଓକୁ 24 ଘଣ୍ଟା ମଧ୍ୟରେ କେତେ ଲୋକ ଏହି ଭିଡିଓ ଦେଖିସାରିଛନ୍ତି ଆଉ ଲୋକମାନଙ୍କର କେତେ ପ୍ରତିକ୍ରିୟା ଆସିଛି | ଆସନ୍ତୁ ଆପଣଙ୍କୁ ଏହି ଝିଅଟିର ଭାଇରାଲ୍ ଭିଡିଓ ବିଷୟରେ ଜଣେଇବା, ଯେଉଁଥିରେ କମେଣ୍ଟସ୍ ର ‘ସୁନାମି’ ଆସିଯାଇଛି |

24 ଘଣ୍ଟା ଭିତରେ ହିଁ ଭିଡ଼ିଓକୁ ମିଳିସାରିଛି ଅନେକ ମିଲିୟନ ଭ୍ୟୁଜ :-

ଧ୍ୟାନ ଦେବା କଥା ହେଉଛି ଏହା କି ଏହି ଭିଡିଓଟି କେବଳ 7 ସେକେଣ୍ଡର ଅଟେ | ଆଉ ଏପର୍ଯ୍ୟନ୍ତ ଏହି ଭିଡିଓଟିକୁ 24 ଘଣ୍ଟା ମଧ୍ୟରେ 6.4 ମିଲିୟନ୍ ଭ୍ୟୁଜ, 78.6 ହଜାର ରିଟ୍ୱିଟ ଆଉ 4 ଲକ୍ଷ 62 ହଜାର ଲାଇକ୍ ମିଳିସାରିଛି | ଯାହା କି ନିଜେ ନିଜ ମଧ୍ୟରେ ହିଁ ଗୋଟେ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ଅଟେ |

ବହୁତ ପସନ୍ଦ କରାଯାଉଛି ଏହି ଭିଡ଼ିଓ :-

ଏହି ଭିଡିଓଟି @staycjerry ଟ୍ୱିଟର ହ୍ୟାଣ୍ଡେଲରୁ ମାର୍ଚ୍ଚ 8 ରେ ସେୟାର କରାଯାଇଥିଲା | ବର୍ତ୍ତମାନ ଇଣ୍ଟରନେଟରେ ଏହି ଭିଡିଓ ବହୁତ ପସନ୍ଦିତ ଭିଡିଓ ମାନଙ୍କ ତାଲିକାରେ ସମୀଲ୍ ହୋଇସାରିଛି | ଏହି କ୍ଲିପ୍ ରେ ଆପଣ ଦେଖିପାରିବେ ଯେ ଝିଅଟି 3D ସିଟ୍ ଉପରେ ବସିଛି | 3D ସିଟରେ ବସିଥିବା ସମୟରେ ଲଗାଯାଉଥିବା ଚଷମା ମଧ୍ୟ ଲଗେଇଛନ୍ତି | 3D ଅଭିଜ୍ଞତାକୁ ଉପଭୋଗ କରିବା ପାଇଁ ଆପଣ ଏହିପରି ସେଟଅପ୍ ଯେକୌଣସି ମଲରେ ସହଜରେ ଦେଖିବାକୁ ମିଳି ଯାଇପରିବ |

ଆଉ ଭାଇରାଲ୍ ହୋଇଗଲା କ୍ଲିପ୍ :-

3D ର ଅନୁଭୂତି ତ ସେମିତିରେ ହିଁ ବହୁତ ସାନଦାର ହୋଇଥାଏ…କିନ୍ତୁ ଏହି ଝିଅଟି ସହିତ ଏହିପରି କିଛି ମଧ୍ୟ ହେଲା ନାହିଁ | ସେ ଯେମିତି ହିଁ 3D ଚେୟାରରେ ବସିଲେ ଚେୟାର ଘୁରିବା ଜାଗାରେ ବହୁତ ବେଶି ଘୁରିଗଲା ଆଉ ସିଧା ଯାଏ ମାଟିରେ ପଡ଼ିଗଲେ | ଆଉ ବର୍ତ୍ତମାନ ଝିଅଟି ସହିତ ହେଇଥିବା ଏହି ଘଟଣାର ଏକ ଛୋଟ କ୍ଲିପ୍ ସୋସିଆଲ ମିଡିଆରେ କ୍ଷିପ୍ର ଗତିରେ ଭାଇରାଲ ହେଉଛି |

କିଛି ମୁହୂର୍ତ୍ତରେ ଦୁନିଆ ଘୁରିଗଲା :-

ଯାହାକୁ ଦେଖି ଲୋକମାନେ ଭିନ୍ନ-ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି | ଭିଡିଓ ଦେଖିବା ପରେ ଲୋକଙ୍କ ହସକୁ ବନ୍ଦ ହେଉନାହିଁ | ଲୋକମାନେ ଏହା ମଧ୍ୟ ଲେଖିଛନ୍ତି ଯେ ଦିଦି ଏକ କିଛି କ୍ଷଣରେ 3D ରୁ 8D ରେ ଯାଇ ପହଞ୍ଜିଗଲେ | ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କିଛି ମୁହୂର୍ତ୍ତରେ ଦୁନିଆ ଘୁରିଗଲା’, ସେହିଠାରେ ଅନ୍ୟ ଏକ ବ୍ୟବହାରକାରୀ ଲେଖିଛନ୍ତି କି ‘3D ଅନୁଭବ କେତେ ସତ ଥିଲା ନା!’ |

ଜଣେ ୟୁଜରଙ୍କ କମେଣ୍ଟ ହିଁ ଭାଇରାଲ୍ ହୋଇଗଲା :-

ମଜାଳିଆ କଥା ହେଉଛି ଏହା କି ଏହି ଭିଡ଼ିଓରେ ପ୍ରତିକ୍ରିୟା ଦେଇଥିବା ଏକ ୟୁଜରଙ୍କର କମେଣ୍ଟ ହିଁ ଭାଇରାଲ୍ ହେଉଛି, ଏପରି ବହୁତ କାମ୍ ଦେଖିବାକୁ ମିଳିଥାଏ | ସେ ଲେଖିଥିଲେ – ଦିଦି ତ 5 ସେକେଣ୍ତରେ 3D ରୁ 8D ରେ ପହଞ୍ଜିଗଲେ |

Leave A Reply

Your email address will not be published.