ମାତ୍ର ୩୦ ହଜାରରେ ଘରକୁ ଆଣନ୍ତୁ Hero Splendor Plus ର ଚକମକ କରୁଥିବା ବାଇକ୍,ଦେଖନ୍ତୁ କେଉଁଠି ମିଳୁଛି ଏହି ଜବରଦସ୍ତ ଡିଲ୍ !

0

Get real time updates directly on you device, subscribe now.

କରୋନା କାଳରେ ସମସ୍ତଙ୍କ ଉପରେ ପ୍ରଭାବ ପଡିଛି|ବହୁ ପ୍ରକାରର ବ୍ୟବସାୟ ଉପରେ ବଡ ପ୍ରଭାବ ପଡିଛି|ଯେଉଁଥିରେ ଅଟୋ ସେକ୍ଟର ଯାନର ବିକ୍ରି ଶୂନ୍ୟରେ ଚାଲିଛି|ଏଥିରେ କମ୍ପାନୀକୁ ବଡ କ୍ଷତି ସହିବାକୁ ପଡୁଛି|ଏଭଳି ବିକ୍ରିକୁ ବଢ଼ାଇବାକୁ କମ୍ପାନୀ ବିଭିନ୍ନ ଉପାୟ କରୁଛି|ବହୁ ଲୋକ ହୋଲିରେ ନୂଆ ବାଇକ କିଣିବାକୁ ଚାହୁଁଛନ୍ତି|ତେଵେ ଏହା ସୁବର୍ଣ୍ଣ ସୁଯୋଗ|ବଡ ଅଟୋ କମ୍ପାନୀ ମଧ୍ୟରେ ବିଖ୍ୟାତ ହିରୋ ନିଜ ବାଇକ ଉପରେ ତଗଡା ରିହାତି ଦେଉଛି ଯେଉଁଥିରେ ଗ୍ରାହକଙ୍କୁ ଲୁଭାଇ ବିକ୍ରି ବଢାଯାଇ ପାରିବ|

ପ୍ରକୃତରେ ଆପଣ ମଧ୍ୟ କୈାଣସି ଅଫର ଅନ୍ତର୍ଗତ ସ୍ପେଲଣ୍ଡର ପ୍ଲସ ବାଇକ କିଣିବାକୁ ଯଦି ଚାହୁଁଛନ୍ତି ତେଵେ ବିଳମ୍ବ କରନ୍ତୁ ନାହିଁ କାରଣ ଏଵେ ୪୧,୨୪୦ ଟଙ୍କା ପର୍ଯ୍ୟନ୍ତ ରିହାତିରେ କିଣିପାରିବେ|ବାଇକର ମାଇଲେଜ ମଧ୍ୟ ଭଲ ଅଟେ|

ଯଦି ଏହି ବାଇକ୍ ଆପଣ ସୋରୁମରୁ କିଣନ୍ତି ତେଵେ ଏହା ଆପଣଙ୍କୁ ୬୭୦୦୦-୭୩୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ କିନ୍ତୁ ଏଠାରେ ବତା ଯାଇଥିବା ଅଫର ଅନୁସାରେ ମାତ୍ର ୩୦ ହଜାର ଟଙ୍କାରେ କିଣି ପାରିବେ|

ଏହି ହିରୋ ସ୍ପେଲଣ୍ଡର ପ୍ଲସର ଆଜିର ଅଫର ଦେଇଛି ଯେ ସେକେଣ୍ଡ ହ୍ୟାଣ୍ଡ ଦୁଇ ଚକିଆ ବାଇକ କିଣାବିକା ବାଲା ୱେବସାଇଟ carandbike.com,ଯିଏ ବାଇକକୁ ନିଜ ସାଇଟରେ ପୋଷ୍ଟ କରିଛି ଓ ଦାମ ରଖିଛି ୩୦ ହଜାର ମାତ୍ର|ସେହି ୱେବସାଇଟ ଅନୁସାରେ ଏ‌ହି ବାଇକ ମଡେଲ ୨୦୧୮ ଓ ଏହା ଏପର୍ଯ୍ୟନ୍ତ ୪୬୦୦୦ କିମି ଯାଇଛି|

କହିରଖେ ଏହି ହିରୋ ସ୍ପେଲଣ୍ଡର ପ୍ଲସ ର ଓନରସିପ ଫାଷ୍ଟ ଅଟେ ଓ ଏହାର ଏମପି ଆରଟିଓ ଅଫିସରେ ଦାଖଲ ହୋଇଛି|କମ୍ପାନୀ carandbike.com ୱେବସାଇଟରେ ଯାଇ ବାଇକ‌ କିଣି ପାରିବେ|

Leave A Reply

Your email address will not be published.