ଏ ହେଉଛି ୫୦ କୋଟି ଟଙ୍କାର ବିଳାସପୂର୍ଣ୍ଣ ଘର କିନ୍ତୁ କିଚେନ୍ ରେ ଥିବା ଏପରି ଭୁଲ୍ ପାଇଁ,କେହି ବି ଏ ଘରକୁ ନେଉ ନାହାନ୍ତି !

0

Get real time updates directly on you device, subscribe now.

ସମସ୍ତ ମଣିଷ ମାନଙ୍କ ପାଇଁ ଘର କେବଳ ତାଙ୍କର ଦରକାର ପାଇଁ ହିଁ ହୋଇନଥାଏ ବରଂ ଘର ତାଙ୍କର ସ୍ବପ୍ନ ମଧ୍ୟ ହୋଇଥାଏ । ନିଜ ଘରକୁ ଅନ୍ୟ ମାନଙ୍କ ଠାରୁ ବେଶି ସୁନ୍ଦର ବନେଇବା ପାଇଁ କିଏ ବା ନ-ଚାହେଁ | ସମସ୍ତେ ଚାହିଁଥାନ୍ତି କି ତାଙ୍କ ଘର ଏପରି ହୋଇଥାଉ କି ଯେତେବେଳେ ବି କେହି ତାଙ୍କ ଘଋକୁ ଦେଖିବ ସେତେବେଳେ ସେ ତାଙ୍କ ଘରର ପ୍ରଶଂସା ନ କରି ରହି-ନପାରୁ | ନିଜ ଘରକୁ ସୁନ୍ଦର ବାନେଇବା ସହ ତାକୁ ବିଳାସପୁର୍ନ ବନେଇବାର ସ୍ବପ୍ନ ମଧ୍ୟ ସମସ୍ତେ ନିଶ୍ଚୟ ଦେଖିଥାନ୍ତି

ଗୋଟେ ଭୁଲ ପଡିଗଲା 50କୋଟିର ମହଲ ଉପରେ ଭାରି :-

ସେହିପରି ଏହି ଠିକା-ଦାର ମଧ୍ୟ ଏହିପରି ବିଳାସପୁର୍ଣ ମହଲ ବନେଇଛନ୍ତି,ଯାହାର ସୁନ୍ଦରତା ଦେଖିବା ପରେ ସମସ୍ତେ ଏହି ମହଲକୁ କିଣିବା ପାଇଁ ପ୍ରସ୍ତୁତ ହୋଇଯିବେ, କିନ୍ତୁ ଏହି ଠିକା-ଦାର ଏହି ବିଳାସପୁର୍ଣ ଘରର କିଚେନ୍ ରେ ଗୋଟେ ଏପରି ଭୁଲ କରିଦେଇଛନ୍ତି | ଯାହାକୁ ଦେଖିବା ପରେ ଭଲ ଭଲ ଲୋକମାନେ ମଧ୍ୟ ଏହି ବିଳାସପୂର୍ଣ ମହଲକୁ କିଣିବାରୁ ପଛ-ଘୁଞ୍ଜା ଦେଉଛନ୍ତି ।

ପ୍ରକୃତରେ ଏହି ଠିକା-ଦାର ଏହି ବିଳାସପୂର୍ଣ୍ଣ ମହଲକୁ ଇନ-ଭେଷ୍ଟିଙ୍ଗ ଭାବରେ ବାନେଇଥିଲେ, ଯାହାକୁ ଠିକ ଦାମ୍ ରେ ବିକ୍ରି କରି ସେ ବହୁତ ଭଲ ଲାଭ ଉଠେଇବାକୁ ଚାହୁଁଥିଲେ | କିନ୍ତୁ ଏହି ଘରକୁ ବନେଇବା ସମୟରେ ଏହି ଠିକା-ଦାର କିଚେନ୍ ରେ ଏକା ଏପରି ଭୁଲ କରିଦେଇଛନ୍ତି | ଯାହାକୁ ଦେଖିବା ପରେ କେହି ମଧ୍ୟ ଏହି ସାନ-ଦାର ଘରକୁ କିଣିବାକୁ ଚାହୁଁନାହାନ୍ତି | ଆସନ୍ତୁ ଆମେ ଆପଣଙ୍କୁ ଏହି ଘର ବିଷୟରେ ସମ୍ପୂର୍ଣ କଥା କହିବୁ |

ପ୍ରାଇଭେଟ ଆଇ-ଲେଣ୍ଡ ରେ ବନିଲା ସାନ୍-ଦାର ମହଲ :-

ଠିକାଦାର ଏହି ଘରକୁ ଗୋଟେ ପ୍ରାଇଭେଟ ଆଇ-ଲେଣ୍ଡ ରେ ବନେଇଛନ୍ତି | ଆମେରିକାର ମିନେସୋଟା, ବାଲ୍ଡ ଇଗଲ ହ୍ରଦରେ ପ୍ରାୟ 2.3 ଏକର ଜମିରେ ଏହି ସାନ୍-ଦାର ମହଲ ବନାଯାଇଛି | ଏହି ଘରକୁ ବିକ୍ରି କରିବାର ମୂଲ୍ୟ 50 କୋଟି ସ୍ଥିର କରାଯାଇଛି | ଏହି ଘରର ପ୍ରତ୍ୟେକଟି କୋଣ ଏହିପରି ଯେ,ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଏହାର ପ୍ରଶଂସା କରିବାରେ ଥକିବେନି |

ମହଲର ରୁମ୍ ଗୁଡ଼ିକ ମଧ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ଏହି ଘରର ରୋଷେଇ ଘରେ ଏପରି ଏକ ଭୁଲ୍ ହୋଇଯାଇଛି ।ଯାହାକୁ ଦେଖିବା ପରେ କେହି ବି ଏହାକୁ କିଣିବାକୁ ମନା କରୁଛନ୍ତି । ଏହି ଘର ବିଷୟରେ ଆପଣଙ୍କୁ ଟିକିଏ ଅଧିକ କହି କହିରଖୁଛୁ କି ଏହି ଶାନଦାର ମହଲରେ ପାଞ୍ଚଟି ବେଡ଼ରୁମ୍ ଅଛି । ସେଠାରେ 9 ଟି ବାଥରୁମ ଏବଂ 6 ଟି ଗ୍ୟାରେଜ ଅଛି । ଏହି ଘରର ସୌନ୍ଦର୍ଯ୍ୟ ଦେଖିବା ପରେ ହୁଏତ ଏହି ଘର ଆପଣଙ୍କ ସ୍ୱପ୍ନର ମହଲ ବନିଯାଇ ପାରେ,କିନ୍ତୁ ଏହାର ରୋଷେଇ ଘର ଦେଖିବା ପରେ ଆପଣ ଏହା ପାଇଁ ଆପଣଙ୍କ ରାୟ ବଦଳେଇଦେବେ ।

କିଚେନ୍ ରେ ହେଇଥିଲା ଏହି ଭୁଲ୍ :-

ବର୍ତ୍ତମାନ ଆପଣଙ୍କୁ କହିରଖୁଛୁ କି ପ୍ରକୃତରେ ଏହି ଠିକାଦାର ଏହି ଶାନଦାର ମହଲର କିଚେନ୍ ଏମିତି କିଛି ଭୁଲ କରିଦେଇଛି ଯାହା ପାଇଁ ତାର ଏ ଜହ୍ନ ପରି ମହଲ ରେ ଦାଗ ଲାଗିଯାଇଛି | ପ୍ରକୃତରେ ଏହି ଶାନଦାର ଘରର କିଚେନ୍ ରେ ଦୁଇଟି ପିଲର୍ ବନେଇ ଦିଆଯାଇଛି | ଏହି ଦୁଇଟି ପିଲର୍ କିଚେନ୍ ରେ ଲାଗିଥିବା ହ୍ଵାଇଟ୍ ଟେବୁଲ୍ ପାଖରେ ଏମିତି ବନିଛି ଯାହା ପୁରା ଘରର ଶୋଭା ବିଗାଡି ଦେଉଛି ।

ସୋସିଆଲ୍ ମିଡ଼ିଆରେ ଲୋକ କରୁଛନ୍ତି ଏମିତି କଥା:-

ଲୋକ ଏହି ସୁନ୍ଦର ଘରର ଫୋଟୋଗୁଡିକ ଦେଖିଲା ପରେ ଯେତେବେଳେ ଏହାର କିଚେନ୍ ର ଫୋଟୋ ଦେଖୁଛନ୍ତି ସେତେବେଳେ ଏହି ଘରକୁ କିଣିବାର ବିଚାର ହିଁ ଛାଡ଼ିଦେଉଛନ୍ତି | ଏମିତିରେ ଆଜିକାଲି ସୋସିଆଲ ମିଡିଆରେ ବି ଏହି ଘରର ବହୁତ ଚର୍ଚ୍ଚା ହେଉଛି | ଲୋକ ସୋସିଆଲ ମିଡ଼ିଆରେ ଏହି ଘରେ ବନିଥିବା କିଚେନ୍ କୁ ଦେଖିବାପରେ ଏହା କହୁଛନ୍ତି କି ଏହା କି ପ୍ରକାରର ଇଣ୍ଟିରିୟର ଅଟେ |

Leave A Reply

Your email address will not be published.