Amazon ଦେଉଛି ବମ୍ପର ଅଫର : ଗରମରେ ସଢ଼ିବା ପୂର୍ବରୁ ଅଧା ଦାମରେ କିଣିଆଣନ୍ତୁ AC, ଫ୍ରିଜ ଏବଂ ଟିଭି

0

Get real time updates directly on you device, subscribe now.

ଆମାଜନରେ ହୋମ ସପିଂ ସ୍ପ୍ରି(Home Shopping Spree)ସେଲ ଆରମ୍ଭ ହୋଇଯାଇଛି। ଏହି ସେଲରେ ଟିଭି, ଏସି, ଫ୍ରିଜ୍‌ ଏବଂ ଅନ୍ୟାନ୍ୟ ପ୍ରଡକ୍ଟସ ଉପରେ ମଧ୍ୟ ବମ୍ପର ଡିସକାଉଣ୍ଟ ମିଳୁଅଛି। ହୋମ ସପିଂ ସ୍ପ୍ରି(Home Shopping Spree) ସେଲ ସମୟରେ ଆମାଜନ ଟିଭି ଏବଂ ଏସି ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି।

Blue Star 0.8 Tons 3 star Inverter Split AC:-

ବ୍ଲୁ ଷ୍ଟାରର ଏହି Split ACକୁ ସେଲରେ ୨୭,୪୯୦ ଟଙ୍କାରେ ଉପଲବ୍ଧ କରାଯାଇଛି। ବାସ୍ତବରେ ପ୍ରଡକ୍ଟର ମୂଲ୍ୟ ହେଉଛି ୩୭,୫୦୦ ଟଙ୍କା। ଏଥିରେ ୧୦୦ ପ୍ରତିଶତ କପର ଏବଂ ଟର୍ବୋ କୁଲର ଫିଚରର ବ୍ୟବହାର କରାଯାଇଛି। ଏହା ଇନଭର୍ଟର କମ୍ପ୍ରେସର ଉପରେ ୧୦ ବର୍ଷର ଓ୍ଵାରେଣ୍ଟୀ ମଧ୍ୟ ଦିଆଯାଉଛି।

LG 1.5 Ton 4 Star dual inverter window AC:-

ଏଲଜିର ଏହି ମଡେଲ ଆମାଜନରେ କେବଳ ୨୯,୯୯୦ ଟଙ୍କାରେ ଉପଲବ୍ଧ ଅଛି। ଏହି ଏସି ମଧ୍ୟ ଇନଭର୍ଟର କମ୍ପ୍ରେସର ସହିତ ଆସିଥାଏ। ଏଥିରେ ଭେରିଏବଲ ସ୍ପୀଡ କମ୍ପ୍ରେସର ଦିଆଯାଇଥାଏ, ଯାହା ହିଟ ଲୋଡ ଅନୁସାରେ ନିଜର ପାଓ୍ଵାରକୁ ଆଡଜଷ୍ଟ କରିଥାଏ। ଏସି ବ୍ୟତୀତ ଟିଭି ଉପରେ ମଧ୍ୟ ବହୁତ ଭଲ ଡିସକାଉଣ୍ଟ ଦିଆଯାଉଛି।

Redmi 108 cm (43 inches) 4K Ultra HD Android Smart LED TV X43:-

ରେଡମିର ୪୩ ଇଞ୍ଚର ଏହି ଟିଭିକୁ ୧୪,୦୦୦ ଟଙ୍କାର ଡିସକାଉଣ୍ଟ ଦେବା ପରେ ୨୮,୯୯୯ ଟଙ୍କାରେ ବିକ୍ରି କରାଯାଉଛି। ଏହା ଭଲ ରିଜୋଲ୍ୟୁସନ ସହ ୧୭୮ ଡିଗ୍ରୀ ଓ୍ଵାଇଡ ଭ୍ୟୁଇଙ୍ଗ ସହ ଆସିଥାଏ। କନେକ୍ଟିଭିଟୀ ପାଇଁ ଏଥିରେ ୩ଟି HDMI ପୋର୍ଟ୍ସ ଏବଂ ୨ଟି USB ପୋର୍ଟ୍ସ ଦିଆଯାଇଛି।

OnePlus 108 cm (43 inches) Y-series Full HD LED smart Android TV:-

ଓ୍ଵାନପ୍ଲସର ଏହି ଟିଭିକୁ ୪୧୦୦ ଟଙ୍କା ଡିସକାଉଣ୍ଟ ସହ ୨୫,୮୯୯ ଟଙ୍କାରେ ବିକ୍ରି କରାଯାଉଛି। ଏହି ଟିଭିରେ ଫୁଲ ଏଚଡି ରିଜୋଲ୍ୟୁସନ ଓ 60 hertz ରିଫ୍ରେସ ରେଟ ମଧ୍ୟ ଦିଆଯାଇଛି। ଏଥିରେ ଦୁଇଟି HDMI ପୋଟର୍ସ ଏବଂ ଦୁଇଟି USB ପୋଟର୍ସ ଦିଆଯାଇଛି।
ଆମାଜନର ଟିଭି ଏବଂ ଏସି(Home Shopping Spree) ସେଲରେ LG, Samsung, Whirlpool, Haier, Godrej ଏବଂ ଅନ୍ୟାନ୍ୟ ରେଫ୍ରିଜରେଟର ଉପରେ ମଧ୍ୟ ଭଲ ଡିସକାଉଣ୍ଟ ଦିଆଯାଇଛି। ଏନର୍ଜୀ ଏଫିସିଏଣ୍ଟ ରେଫ୍ରିଜରେଟରର ମୂଲ୍ୟ ୧୩,୯୯୦ ଟଙ୍କାରୁ ଆରମ୍ଭ ହେଉଛି।

Leave A Reply

Your email address will not be published.