Flipkart ଏବଂ Amazon ଠାରୁ ମଧ୍ୟ ଶସ୍ତାରେ ଅଧା ମୂଲ୍ୟରେ ବିକ୍ରି କରୁଛି ଏହି ସାଇଟ୍, ଏଠି ଜୋର୍ ସୋରରେ ହେଉଛି ବିକ୍ରି !

0

Get real time updates directly on you device, subscribe now.

ଯଦି ଆପଣ ଅନଲାଇନ୍ ସପିଙ୍ଗ ସମୟରେ ମହଙ୍ଗା ଜିନିଷ କିଣି ଥକି ସାରିଛନ୍ତି ଏବଂ ଚାହାଁନ୍ତି ଯେ ଆପଣ ମାର୍କେଟର ପପୁଲାର ଇ – କମର୍ସ ସାଇଟରୁ କମ ମୂଲ୍ୟରେ ଭଲ କ୍ୱାଲିଟି ପ୍ରଡକ୍ଟ କିଣିବେ, ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି କିଛି ୱେବସାଇଟ ନେଇ ଆସିଛନ୍ତି, ଯେଉଁଥିରେ ଜିନିଷର ଦାମ ଏତେ କମ ଯେ ଆପଣ ପ୍ରତ୍ୟେକ କିଣାକିଣି ଉପରେ ହଜାର ହଜାର ଟଙ୍କା ସଞ୍ଚୟ କରିପାରିବେ ।

ଯଦି ଆପଣ କମ୍ ମୂଲ୍ୟରେ ଭଲ କ୍ୱାଲିଟି ପ୍ରଡକ୍ଟ କିଣିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଏଥିପାଇଁ ସଙ୍ଘର୍ଷ କରିବାକୁ ପଡ଼ିବ ନାହିଁ । କାରଣ ବର୍ତ୍ତମାନ ମାର୍କେଟରେ ଏପରି ୱେବସାଇଟ ଅଛି, ଯେଉଁଠାରେ ଆପଣ ଶସ୍ତା ଏବଂ ଭଲ ଜିନିଷ ବହୁତ୍ କମ୍ ମୂଲ୍ୟରେ କିଣି ପାରିବେ ।

ଆଜି ଆମେ ଆପଣଙ୍କ ପାଇଁ ଏପରି ମାର୍କେଟ ପ୍ଲେସ ନେଇ ଆସିଛୁ, ଯାହା ବହୁତ୍ ଟ୍ରେଡିଂ ଅଛି । କିନ୍ତୁ ଲୋକମାନେ ଏହା ବିଷୟରେ ଅଧିକ କିଛି ବି ଜାଣିନାହାନ୍ତି । ଏହି କାରଣରୁ ହିଁ ଲୋକମାନେ ବର୍ତ୍ତମାନ ସୁଦ୍ଧା ମହଙ୍ଗା ଜିନିଷ କିଣିବାପାଇଁ ବାଧ୍ୟ ଅଟନ୍ତି ।

ମିଶୋ :-

ଏହି ୱେବସାଇଟ ର ଲୋକପ୍ରିୟତା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । କାରଣ ଏଥିରେ ଜିନିଷର ମୂଲ୍ୟ ଏତେ ଶସ୍ତା ଯେ କୌଣସି ଅନ୍ୟ ଇ- କମର୍ସ ସାଇଟ ଏତେ ଶସ୍ତା ଅଫର୍ ଦେଇପାରୁ ନାହାନ୍ତି । ଆପଣ ଏହି କଥାରୁ ଅନୁମାନ କରିପାରିବେ ଯେ ମାର୍କେଟରେ ଯେଉଁ ଜିନିଷ 500ରୁ 600 ମଧ୍ୟରେ ବିକ୍ରି ହେଉଛି, ଠିକ୍ ସେହି ଜିନିଷ ଏହି ୱେବସାଇଟରେ ଆପଣଙ୍କୁ 100ଟଙ୍କାରୁ 200 ଟଙ୍କା ମଧ୍ୟରେ ମିଳିଯିବ ।

ମହିଳାଙ୍କ ମଧ୍ୟରେ ଏହି ଇ- କମର୍ସ ସାଇଟର ଲୋକପ୍ରିୟତା ବଢ଼ି ଚାଲିଛି ଏବଂ ଏହି କାରଣରୁ ବର୍ତ୍ତମାନ ଧୀରେ ଧୀରେ ଲୋକମାନେ ଏଠାକୁ ଆସିବା ଆରମ୍ଭ କଲେଣି । ବିଶେଷ କଥା ଏହା ଯେ ଆପଣଙ୍କୁ ଏହି ସାଇଟରେ ଅନେକଥର କମ୍ ମୂଲ୍ୟ ଥିବା ସତ୍ତ୍ବେ ମଧ୍ୟ କମ୍ପାନୀ ତରଫରୁ ଫ୍ରୀ ଡେଲିଭରି ଅଫର୍ କରାଯାଇଥାଏ । ଏତେ ଫାଇଦା ଅନ୍ୟ କୌଣସି ସାଇଟରେ ମିଳିବ ନାହିଁ । ଯଦି ଆପଣ ବର୍ତ୍ତମାନ ସୁଦ୍ଧା ଏହି ଇ- କମର୍ସ ସାଇଟରୁ ସପିଙ୍ଗ କରିନାହାନ୍ତି, ତେବେ ଆପଣ ଥରେ ଏହାକୁ ଟ୍ରାଇ କରିବା ଉଚିତ୍ । କାରଣ ଏଥିରେ ଆପଣଙ୍କ ଆବଶ୍ୟକତାର ସବୁ ପ୍ରକାରର ଜିନିଷ ରହିଛି, ତାହା ପୁଣି ମାର୍କେଟରୁ ପ୍ରାୟ ଅଧା ମୂଲ୍ୟରେ ମିଳିବ ।

Leave A Reply

Your email address will not be published.