ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ(FSSAI)ରେ ଖାଲି ପଡିଛି ଅନେକ ପଦବୀ,ମାସକୁ ଦରମା ୬୦ ହଜାର ଟଙ୍କା,ଜଲଦି କରନ୍ତୁ ଆବେଦନ

0

Get real time updates directly on you device, subscribe now.

ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆରେ ଅନେକ ପଦବୀ ଖାଲିପଡିଛି। ଏଥିରେ ଆବେଦନ କରିବା ପାଇଁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ ତୁରନ୍ତ ଏଥିପାଇଁ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ fssai.gov.in କୁ ଯାଇ ଆପଣ ଏଥିପାଇଁ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି।

ପଦବୀ ବିବରଣୀ: ୨

ଶିକ୍ଷାଗତ ଯୋଗ୍ୟତା:-

ଯେଉଁ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ, ଡାଏରୀ, ଅଏଲ ଇଣ୍ଡଷ୍ଟ୍ରୀର ଗ୍ରାଜୁଏଟ ଡିଗ୍ରୀ ରହିଥିବା ଜରୁରୀ। କୌଣସି ବିଶ୍ୱବିଦ୍ୟାଳୟରୁ ପଶୁ ଚିକିତ୍ସା ବିଜ୍ଞାନରେ ଡିଗ୍ରୀ ମଧ୍ୟ କରିଥିବା ଜରୁରୀ ଅଟେ।

ଅଭିଜ୍ଞତା:-

ଆବେଦନକାରୀଙ୍କ ନିକଟରେ ଅତିକମରେ ତିନି ବର୍ଷର ଅଭିଜ୍ଞତା ଥିବା ଜରୁରୀ ଅଟେ।

ବୟସର ସୀମା:-

ଆବେଦନକାରୀଙ୍କ ବୟସ ପ୍ରାୟତଃ ୫୦ ବର୍ଷ ହେବା ଜରୁରୀ ଅଟେ।

ଦରମା:-

ଅତି କମରେ ଆବେଦନକାରୀଙ୍କୁ ମାସକୁ ୬୦ ହଜାର ଦରମା ମିଳିବ।

ଚୟନ ପ୍ରକ୍ରିୟା:-

ପ୍ରାର୍ଥୀମାନଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ।

ଆବେଦନର ଶୁଳ୍କ:-

ଏଥିପାଇଁ ପ୍ରାର୍ଥୀମାନଙ୍କୁ କୌଣସି ପ୍ରକାର ଆବେଦନର ଶୁଳ୍କ ଦେବାକୁ ପଡିବ ନାହିଁ।

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-

– https://fssai.gov.in/fssairecruitmentfa/login.php

– https://fssai.gov.in/upload/uploadfiles/files/Advt_Notice_Food_Analyst_23_02_2022.pdf

Leave A Reply

Your email address will not be published.