ବୟଫ୍ରେଣ୍ଡ ଚାକିରୀ କରିବାକୁ ଯିବାପରେ ବୟଫ୍ରେଣ୍ଡର ଭାଇ ସହିତ ପ୍ରେମିକା କରୁଥିଲା ଏମିତି ହରକତ,ଆଉ ତା ପରେ..ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପ୍ରେମ ଏକ ଏମିତି ଜିନିଷ ଅଟେ ଯାହା ଅଧିକ ହୋଇଗଲେ କୌଣସି ସୀମା ମାନିନଥାଏ। ସେ ଏଥିରେ ଏମିତି ଅନ୍ଧ ହୋଇଯାଏ କି, ଏହାକୁ ପାଇବା ପାଇଁ ଜିନିଷରେ ଫରକ ଦେଖିନଥାଏ। ଏବେ ଉତ୍ତରପ୍ରଦେଶ ର ବୁଲନ୍ଦ ସହରର ଏହି ଘଟଣାକୁ ନିଅନ୍ତୁ। ଏଠାରେ ଏକ ପ୍ରେମୀ ନିଜର ପ୍ରେମିକା ସହିତ ଭେଟ କରିବାକୁ ଆସିଲାନାହିଁ ଯାହାଦ୍ୱାରା ପ୍ରେମିକା ନିଜ ପ୍ରେମିକର ଛୋଟ ଭାଇ ସହିତ ବହୁତ ଘଟିଆ କାମ କରିଦେଲା।

ପ୍ରେମୀଙ୍କ ସହିତ ଭେଟ ହେବାକୁ ବିଚଳିତ ହେଉଥିଲେ ପ୍ରେମିକା:-

ଏହି ସମ୍ପୂର୍ଣ୍ଣ ମାମଲା ବୁଲନ୍ଦ ସହରର ଛତରୀ ଥାନା କ୍ଷେତ୍ର ହିମତଗଢ଼ି ଗ୍ରାମର ଅଟେ। ଏଠାରେ ରହୁଥିବା 20 ବର୍ଷୀୟ ହୀରାଲାଲ ନିଜ ପଡ଼ୋଶୀ ଗ୍ରାମର 32 ବର୍ଷୀୟ ମହିଳା ପିଙ୍କିଙ୍କ ସହିତ ଅବୈଧ ସମ୍ପର୍କ ଥିଲା। ଉଭୟଙ୍କ ପ୍ରେମ ପ୍ରସଙ୍ଗ କିଛିଦିନ ପର୍ଯ୍ୟନ୍ତ ଚାଲିଲା, ଏହାପରେ ହୀରାଲାଲ ଚାକିରୀ ଉଦ୍ଦେଶ୍ୟରେ ଗୁରୁଗ୍ରାମ ଚାଲିଗଲା। ପ୍ରେମିକା ନିଜ ପ୍ରେମୀ ସହିତ ଭେଟ କରିବାକୁ ବ୍ୟାକୁଳ ଥିଲା। ସେହିପରି ପ୍ରେମୀ କିଛିମାସ ଚାକିରୀ ଯୋଗୁଁ ନିଜ ପତ୍ନୀଙ୍କୁ ଭେଟ ହୋଇ ପାରିନଥିଲା।

ପ୍ରେମୀ ଭେଟ ହେବାପାଇଁ ନଆସିବାରୁ ତାଙ୍କ ଭାଇ କୁ କଲେ ଅପହରଣ:-

ଏହାମଧ୍ୟରେ ଫେବ୍ରୁଆରୀ 15 ତାରିଖରେ ହୀରାଲାଲ ର ସାନଭାଇ ଡୋରିଲାଲକୁ ଗିରଫ କରାଯାଇଥିଲା। ପରିଜନ ପୋଲିସକୁ ଏହାର ଖବର ଦେବାପରେ ପୋଲିସ ତନାଘନା କରିଥିଲା ଓ ପରେ ଆରୋପୀ ରୂପରେ 32 ବର୍ଷୀୟ ପିଙ୍କିକୁ ପାଇଥିଲା। ପିଙ୍କି ନିଜ ଭଣଜା ଲବକେଶ ସହିତ ମିଶି ଏହି ଅପହରଣ କରିଥିଲା।

ଲବକେଶ ଡୋରିଲାଲକୁ ଗିରଫ କରି ପିଙ୍କି କୁ ଦେଇଥିଲେ। ପିଙ୍କି ଡୋରିଲାଲଙ୍କ ଗିରଫ ଏଥିପାଇଁ କରିଥିଲା କାରଣ ପ୍ରେମୀ ଯେମିତି ତାଙ୍କୁ ଭେଟିବାକୁ ଆସିବେ। ଏହାର ଖବର ପିଙ୍କି ହୀରାଲାଲ କୁ ଦେଇଥିଲେ କିନ୍ତୁ ସେ ଭେଟ କରିବାକୁ ଆସିଲେନାହିଁ।

ପୋଲିସ ଏମିତି ଧରିଲା ଆରୋପୀକୁ:-

ଏହି ଘଟଣାର ପର୍ଦାଫାଶ ସେତେବେଳେ ହୋଇଥିଲା ଯେତେବେଳେ ପୋଲିସ ହୀରାଲାଲ ଓ ପିଙ୍କି ଙ୍କ କଲ ହିଷ୍ଟ୍ରି ଦେଖିଥିଲା। ଏହାପରେ ପୋଲିସ ଲୋକେଶନ ଟ୍ରେସ କରି ହୀରାଲାଲ, ପିଙ୍କି ଓ ତାଙ୍କ ଭଣଜାକୁ ଧରିନେଲା।

ବରିଷ୍ଠ ପୋଲିସ ଅଧ୍ୟକ୍ଷକ ସନ୍ତୋଷ କୁମାର ସିଂହ କହିଥିଲେ, ଏହି ମାମଲାରେ ପିଙ୍କି, ହୀରାଲାଲ ଓ ଲବକେଶଙ୍କୁ ଗିରଫ କରାଯାଇଛି। ତାଙ୍କୁ ବହୁତ ଜଲଦି ଅଦାଲତରେ ପେଶ କରାଯିବ।

Leave A Reply

Your email address will not be published.