ସରକାରଙ୍କ ସହାୟତାରେ ଆରମ୍ଭ କରନ୍ତୁ ଏହି ବିଜନେସ,ପାଇବେ ଛଅ ଲକ୍ଷ ଟଙ୍କାର ଫାଇଦା,ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଯଦି ଆପଣ ନିଜର ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ତ ଆଜି ଆମେ ଆପଣଙ୍କ ପାଇଁ ଏକ ଜବରଦସ୍ତ ବିଜନେସ ଆଇଡ଼ିଆ ନେଇ ଆସିଛୁ। ଆମେ ସାବୁନ ମ୍ୟାନୁଫାକ୍ଚରିଂ ବିଜନେସ ବିଷୟରେ ଆଜିର ଖବର ମାଧ୍ୟମରେ ଆଲୋଚନା କରିବୁ। ଏଥିରେ ଆପଣଙ୍କୁ ସରକାର ସାହାର୍ଯ୍ୟ କରିବେ ଓ ଲାଭ ମଧ୍ୟ ଏଥିରେ ଭରପୁର ହେବ।

ସାବୁନ ବନାଇବା ବିଜନେସ ବହୁତ ବଢ଼ିଆ:-

ଏହି ବିଜନେସରେ ମେସିନ ଜରିଆରେ ସାବୁନ ବନାଯାଏ। ସାବୁନ ବନାଇବା ପରେ ଏହାର ମାର୍କେଟିଂ କରି ଏହାକୁ ବଜାରକୁ ଅଣା ଯାଇଥାଏ। ଭଲ ଖବର ଏହା ଅଟେ କି, ଛୋଟ ପ୍ଲାଟଫର୍ମରୁ ମଧ୍ୟ ଏହାକୁ ଆପଣ ଆରମ୍ଭ କରିପାରିବେ। ଡିମାଣ୍ଡ କାରଣରୁ ଏହି ବିଜନେସ ସଫଳତା ଲାଭ କରିଥାଏ।

ଭାରତୀୟ ମାର୍କେଟରେ ସାବୁନ ଗୁଡ଼ିକର କ୍ୟାଟେଗୋରୀ:-

ଭାରତରେ ସାବୁନ ବଜାରର ବହୁତ କ୍ୟାଟେଗୋରୀ ରହିଛି। ସାବୁନ ମାର୍କେଟକୁ ଏହାର ଉପଯୋଗିତା ଆଧାରରେ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ବଣ୍ଟା ହୋଇଛି। ଯେମିତିକି ଲଣ୍ଡରୀ ସାବୁନ ବ୍ୟୁଟି ସାବୁନ, ମେଡ଼ିକେଟେଡ଼ ସାବୁନ, କିଚେନ ସାବୁନ, ପରଫୟୁମଡ଼ ସାବୁନ ଇତ୍ୟାଦି। ଆପଣ ଡିମାଣ୍ଡ ଓ ସପ୍ଲାଏକୁ ଧ୍ୟାନରେ ରଖି ଏମାନଙ୍କ ମଧ୍ୟରୁ ଯେକୌଣସି ବି କ୍ୟାଟେଗୋରୀ ବାଛି ପାରିବେ।

ମେସିନ ଉପରେ ଲାଗୁଥିବା ଖର୍ଚ୍ଚ:-

ସାବୁନ ବନାଇବାର ୟୁନିଟ ଲଗାଇବା ପାଇଁ ଆପଣଙ୍କୁ ମୋଟ 750 ବର୍ଗଫୁଟ ଜମିର ଆବଶ୍ୟକ ହେବ। ଏଥିରୁ 500 ବର୍ଗଫୁଟ ଆବୃତ ରହିଥିବା ଓ ବାକି ଆବୃତ ନରହିଥିବା ସ୍ଥାନ ଦରକାର ଅଟେ। ଏମାନଙ୍କ ମଧ୍ୟରୁ 8 ପ୍ରକାରର ଉପକରଣ ଲାଗିବ। ପ୍ରୋଜେକ୍ଟ ଅନୁସାରେ, ଏହି ମେସିନକୁ ଲଗାଇବାରେ ମୋଟ 1 ଲକ୍ଷ ଟଙ୍କାର ଖର୍ଚ୍ଚ ଆସିବ।

ବହୁତ ସହଜରେ ମିଳିବ ଲୋନ:-

ସାବୁନ ବନାଇବା ୟୁନିଟ ଆପଣଙ୍କୁ ମୋଟ 15 ଲକ୍ଷ 30 ହଜାର ଟଙ୍କା ଖର୍ଚ୍ଚ କରାଇବ। ଏହି ବିଜନେସ ଏଥିପାଇଁ ସହଜ ଅଟେ କାରଣ ଆପଣଙ୍କୁ କେବଳ 3 ଲକ୍ଷ 82 ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ ଓ ବାକି ଆପଣ ମୁଦ୍ରା ସ୍କିମ ଜରିଆରେ ଲୋନ କରିପାରିବେ।

ହେବାକୁ ଯାଉଛି ଧୁରନ୍ଧର ରୋଜଗାର:-

କେନ୍ଦ୍ର ସରକାରଙ୍କ ମୁଦ୍ରା ସ୍କିମ ପ୍ରୋଜେକ୍ଟ ଅନୁସାରେ ଆପଣ ଏଥିରେ ଏକବର୍ଷରେ ମୋଟ 4 ଲକ୍ଷ କିଲୋର ପ୍ରଡକ୍ସନ କରିପାରିବେ। ଏହାର ମୋଟ ଦାମ 47 ଲକ୍ଷ ଟଙ୍କା ହେବ। ଏହି ସ୍କିମ ଜରିଆରେ ଆପଣଙ୍କୁ ସମସ୍ତ ପ୍ରକାରର ଖର୍ଚ୍ଚ ଓ ଅନ୍ୟ ସବୁ ନେଣଦେଣ ପରେ ଆପଣଙ୍କୁ 6 ଲକ୍ଷ ଟଙ୍କା ଓ ପ୍ରତ୍ୟେକ ମାସରେ 50,000 ଟଙ୍କାର ଶୁଦ୍ଧ ଲାଭ ହେବ।

ବିଜନେସ ଆରମ୍ଭ କରିବାକୁ ଲାଗିବ ଏତିକି ଟଙ୍କା:-

ସାବୁନ ବିଜନେସ ଏତେ ସଫଳ ହେବାର କାରଣ ହେଉଛି ଛୋଟ ସହର ଠାରୁ ଆରମ୍ଭ କରି ବଡ଼ ସହର, ବସ୍ତି ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସାବୁନ ଦରକାର ହେଉଛି। ଏହି ବିଜନେସ ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି ଆରମ୍ଭ କରିପାରିବେ। ଏହି ବିଜନେସ ଆରମ୍ଭ କରିବା ପାଇଁ ମୋଦି ସରକାର ମୁଦ୍ରା ସ୍କିମ ଅନ୍ତର୍ଗତ 80 ପ୍ରତିଶତ ଲୋନ ଦେଉଛନ୍ତି।

Leave A Reply

Your email address will not be published.