କେବେବି ଦେଖିନଥିବେ ଏପରି ଭୟଙ୍କର ଷ୍ଟଣ୍ଡ, ଭିଡ଼ିଓ ଦେଖିଲେ ଦାନ୍ତ ତଳେ ଚାପି ଦେବେ ଆଙ୍ଗୁଠି ,ଦେଖନ୍ତୁ ପ୍ରଥମେ ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ ମେଡ଼ିଆରେ ଆପଣମାନେ ଷ୍ଟଣ୍ଡର ଅନେକ ସାରା ଭିଡ଼ିଓ ଦେଖିଥିବେ | ଇଣ୍ଟରନେଟରେ ପ୍ରାୟତଃ ଷ୍ଟଣ୍ଡର ଭିଡ଼ିଓ ଭାଇରାଲ୍ ହୋଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡ଼ିଓ ଦେଖେଇବାକୁ ଯାଉଛୁ | ଯେଉଁ ଭିଡ଼ିଓକୁ ଦେଖି ଆପଣଙ୍କ ରୁମ ଟାଙ୍କୁରୀ ଯିବ | ଆପଣମାନେ ଏମିତିକା ଭିଡିଓ ଆଜି ପର୍ଯ୍ୟନ୍ତ କେବେ ଦେଖିନଥିବେ | ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ନିଜ ଜୀବନ ସହ ଖେଳିକରି ଷ୍ଟଣ୍ଡ କରୁଥିବାର ଦେଖା ଯାଉଛନ୍ତି |

ଭୟଙ୍କର ଷ୍ଟଣ୍ଡ କରୁଥିବାର ଦେଖାଗଲେ ବ୍ୟକ୍ତି :-

ଭାଇରାଲ୍ ହେଉଥିବା ଭିଡ଼ିଓ ଦେଖିକରି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଲୋକମାନେ କହୁଛନ୍ତି ଯେ ଭୟଙ୍କର ଷ୍ଟଣ୍ଡ କରିବା ବୋକାମୀ ଅଟେ, କିନ୍ତୁ ଏହି ଷ୍ଟଣ୍ଡ କରିବାରେ ଜୀବନ ପ୍ରତି ବିପଦ ହୋଇପାରେ | ଏହି ଭିଡ଼ିଓ କୁ ଯିଏ ବି ଦେଖିଲେ, ତାଙ୍କ ଆଖି ଖୋଲାକୁ ଖୋଲା ରହିଗଲା | ଭିଡ଼ିଓ ଦେଖିକରି ସୋସିଆଲ ମେଡ଼ିଆ ୟୁଜର୍ସଙ୍କ ହୋସ୍ ଉଡିଯାଇଛି | ଭିଡ଼ିଓରେ ଦେଖା ଯାଇପରେ ଯେ ଜଣେ ବ୍ୟକ୍ତି ହାଫ୍-ପ୍ୟାଣ୍ଟ ଆଉ ଟୋପି ପିନ୍ଦିକରି ଭୟଙ୍କର ଷ୍ଟଣ୍ଡ କରୁଥିବାର ନଜର ଆସିଛନ୍ତି | ଏହି ବ୍ୟକ୍ତିଙ୍କର ଵାଲାନ୍ସ ଦେଖିକରି ଲୋକମାନଙ୍କର ବିଶ୍ୱାସ ହେଉନାହିଁ |

ଭିଡ଼ିଓରେ ଦେଖା ଯାଇପାରିବ ଯେ ଗଜବ ପ୍ରକାରର ବାଲାନ୍ସ ବନେଇକରି ବ୍ୟକ୍ତି ଜଣଙ୍କ ନିଜର ଦୁଇ ପାଦକୁ ଯୋଡି ଏକଦମ ସଠିକ ଢଙ୍ଗରେ ଡେଉଁଛନ୍ତି | ସେ ସେହିପରି ବହୁତ ଦୂର ପର୍ଯ୍ୟନ୍ତ ଡେଇଁ-ଡେଇଁ ଚାଲିଯାନ୍ତି | ଏହି ସମୟରେ ଯଦି ଭୁଲରେ ବି ତାଙ୍କ ବାଲାନ୍ସ ବିଗିଡି-ଯାଇଥାନ୍ତା ତେବେ ସେ ବହୁତ ଫିଟ ତଳକୁ ଖସି ପଡିଥାନ୍ତେ | ଯଦିଓ ଏପରି ଷ୍ଟଣ୍ଡ କରିବା ପାଇଁ ସିଏ ବହୁତ କଠିନ ପରିଶ୍ରମ ଆଉ ପ୍ରାଟିକ୍ସ କରିଥିବେ | ଏଇଥିପାଇଁ ସେ
ଏତେ ସହଜରେ ଏହି ଆଶ୍ଚର୍ଯ୍ୟ କରିଦେବା ଭଳି ଷ୍ଟଣ୍ଡ କରିପାରୁଛନ୍ତି | ଦେଖନ୍ତୁ ଭିଡ଼ିଓ :-

ଯଦି ତଳେ ପଡିଥାନ୍ତେ ତେବେ ଭାଙ୍ଗି ଯାଇଥାନ୍ତା ହାତ-ଗୋଡ଼ :-

ଭିଡ଼ିଓରେ ଦେଖା ଯାଇପାରେ କି ବ୍ୟକ୍ତି ଜଣଙ୍କ ଯାମବି ଟଳ-ମଳ ନ ହୋଇ ଏହି ଷ୍ଟଣ୍ଡ ପୁରା କରନ୍ତି | ଏହି ସମୟରେ ଯଦି ସେ ତଳକୁ ଗଳିଯାନ୍ତେ ତେବେ ତାଙ୍କ ହାତ-ଗୋଡ଼ ଭାଙ୍ଗିଯିବାର ଭୟ ଥିଲା | ଆଶ୍ଚର୍ଯ୍ୟ କରିଦେବା ଭଲ ଏହି ଭିଡିଓଟିକୁ parkour_tribe ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି | ଭିଡ଼ିଓକୁ ଏପର୍ଯ୍ୟନ୍ତ 2 ଲକ୍ଷରୁ ବେଶି ଭିୟୁଜ ମିଳିସାରିଛି | ସେଇଠାରେ 20 ହଜାରରୁ ବେଶି ଲୋକ ଏହି ଭିଡ଼ିଓଟିକୁ ଲାଇକି କରିଛନ୍ତି | ଭିଡ଼ିଓ ଦେଖିକରି ଲୋକମାନେ ଆଶ୍ଚର୍ଯ୍ୟ ହେବା ଭଳି କମେଣ୍ଟସ୍ କରୁଛନ୍ତି | ପ୍ରାୟତଃ ଲୋକ ଭିଡିଓ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରିଛନ୍ତି |

Leave A Reply

Your email address will not be published.