ବିଶ୍ୱକୁ ଘାରିଲା ତୃତୀୟ ବିଶ୍ୱଯୁ-ଦ୍ଧ ଭ-ୟ ! ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍ ଧରି ଯିବା ଆସିବା କରୁଛନ୍ତି ପୁଟିନ୍

ତୃତୀୟ ବିଶ୍ୱଯୁ-ଦ୍ଧର ଭ-ୟ ବିଶ୍ୱକୁ ଘାରିଲା। କୌଣସି ସମୟରେ ଘ-ମାଘୋ-ଟ ଲ-ଢେ-ଇ ହୋଇପାରେ। ଦେଶ ଦେଶ ମଧ୍ୟରେ ପରମାଣୁ ଆକ୍ର-ମଣ ମଧ୍ୟ ହୋଇପାରେ। ଏଥିପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ପ୍ରସ୍ତୁତ ଅଛନ୍ତି। ସେ ଯୁଆଡେ ଯାଉଛନ୍ତି ସାଙ୍ଗରେ ଧରି ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ ବୁଲୁଛନ୍ତି। ବର୍ତ୍ତମାନ ପୁଟିନଙ୍କର ଗୋଟିଏ ଫଟୋକୁ ନେଇ ସାରା ଦୁନିଆ ଆତ-ଙ୍କିତ ହୋଇପଡିଛି।

ୟୁକ୍ରେନ ସହିତ ଦୀର୍ଘ ଦିନ ହେବ ଋଷ ଯୁ-ଦ୍ଧ ଜାରି ରଖିଛି। ହେଲେ ୟୁକ୍ରେନକୁ ପରାସ୍ତ କରିବାରେ ଋଷ ସଫଳ ହୋଇପାରିନି। ଯାହାକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ବି-ର-କ୍ତ ହୋଇ ପଡୁଛନ୍ତି। ଏଭଳି ସ୍ଥିତିରେ ପୁଟିନ କିଛି ବଡ ପଦକ୍ଷେପ ମଧ୍ୟ ନେଇପାରନ୍ତି। ଅନେକ ଥର ପରମାଣୁ ଆକ୍ର-ମଣର ଧ-ମ-କ ଦେଉଥିବା ପୁଟିନ କୌଣସି ସମୟରେ ପରମାଣୁ ଆକ୍ର-ମଣ କରିପାରନ୍ତି ବୋଲି କୁହାଯାଉଛି।

ଏଥିପାଇଁ ସାଙ୍ଗରେ ସିକ୍ରେଟ ନ୍ୟୁକ୍ଲିୟର ବ୍ରିଫକେସ ଧରି ପୁଟିନ ବୁଲୁଛନ୍ତି। ସାରା ଦୁନିଆ ସାମ୍ନାକୁ ଆସିଥିବା ଏ ଫଟୋରେ ବର୍ତ୍ତମାନ ପୁଟିନଙ୍କ ପଛେ ପଛେ ଚାଲୁଥିବା ବ୍ୟକ୍ତି ଜଣକ ହାତରେ ଏକ କଳା ରଙ୍ଗର ବ୍ରିଫକେସ ଧରିଛନ୍ତି। ଯାହା ଭିତରେ ବିଶ୍ୱକୁ ଧ୍ୱଂ-ସ କରିବା ଭଳି ଅ-ସ୍ତ୍ର ରହିଛି। ଏହା ପୁଟିନଙ୍କର ପରମାଣୁ ବ୍ରିଫକେସ ବୋଲି କୁହାଯାଉଅଛି।

‘ଦ ସନ୍‌’ର ରି-ପୋ-ର୍ଟ ଅନୁସାରେ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅନ୍ତିମ ସଂ-ସ୍କା-ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମସ୍କୋର ଖ୍ରୀଷ୍ଟ ସେଭର କ୍ୟାଥେଡ୍ରାଲରେ ସେ ପହଞ୍ଚିଥିଲେ। ଏହି ସମୟରେ ସିକ୍ରେଟ ବ୍ରିଫକେସ ସହିତ ପୁଟିନଙ୍କୁ ଦେଖିବା ପାଇଁ ମିଳିଥିଲା। ପର-ମାଣୁ ବ୍ରିଫକେସ ଦେଖାଇ ପୁଟିନ ବିଶ୍ୱକୁ ଦେଖାଇବାକୁ ଚାହାଁନ୍ତିକି

କୌଣସି ସମୟରେ ସେ ଏହି ବଡ ନିଷ୍ପତ୍ତିକୁ ନେଇପାରନ୍ତି। ପୂର୍ବରୁ ବହୁ ଥର ବିଶ୍ୱକୁ ପର-ମାଣୁ ଆକ୍ର-ମଣର ଋଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଧ-ମ-କ ଦେଇ ସାରିଛନ୍ତି। ବର୍ତ୍ତମାନ ଏହି ଫଟୋଟି ସାରା ବିଶ୍ୱ ସାମ୍ନାକୁ ଆସିଯିବ। ପୁଣିଥରେ ତୃତୀୟ ବି-ଶ୍ୱଯୁ-ଦ୍ଧର ଭୟ ସାରା ବିଶ୍ୱକୁ ଘାରିଛି।

odia sambada
Comments (0)
Add Comment