୨କୋଟି ଖର୍ଚ୍ଚକରି ପରୁଷରୁ ମହିଳା ହେଲେ , ଆଉ ଏବେ ପୁଣି ଥରେ ପୁରୁଷ ହେବା ପାଇଁ ମନ ବଳାଇଛନ୍ତି ଜଣେ ମଣିଷ।

ଈଶ୍ୱର ଙ୍କ ଅନୁସାରେ ଏ ଦୁନିଆ ଟି ଚାଲେ।ଦୁନିଆ ରେ ଜୀବନ ଯାତ୍ରା ଚାଲୁରଖିବା ପାଇଁ ହେଲେ ଈଶ୍ୱର ଦୁଇ ଜଣଙ୍କୁ ଗଢ଼ିଛନ୍ତି,ସେମାନେ ହେଉଛନ୍ତି ପୁରୁଷ ଏବଂ ମହିଳା।କିନ୍ତୁ ବର୍ତ୍ତମାନ କିଛି ପୁରୁଷ ଅଛନ୍ତି ଯେଉଁମାନେ ମହିଳା ହେବାକୁ ଚାହୁଛନ୍ତି ଏବଂ କିଛି ମହିଳା ଅଛନ୍ତି ଯେଉଁମାନେ ପୁରୁଷ ହେବାକୁ ଚାହୁଛନ୍ତି।ଆଉସେମାନେ ଏହି କାମ କୁ କରୁଛନ୍ତି ମଧ୍ୟ।କାରଣ ଆଜି ର ଦୁନିଆ ରେ ବିଜ୍ଞାନ ଯୋଗୁଁ ଏତେ ବିକାଶ ହେଲାଣି ଯେ ସବୁ କିଛି ସମ୍ଭବ।ଲି-ଙ୍ଗ ବଦଳାଇବା ମଧ୍ୟ ସମ୍ଭବ।

କିନ୍ତୁ ଏଠି ପାଇଁ କରିବାକୁ ପଡ଼େ କସ୍ମେଟିକ ସ-ର୍ଜରୀ,ଯାହା ପାଇଁ ରଖିବାକୁ ପଡ଼େ ବହୁତ ସାରା ଧୈର୍ଯ୍ୟ ଏବଂ ପଇସା।ତେବେ ଆଜି ଆମେ ଏହି ଖବର ରେ ଜଣେ ଲୋକ ସମ୍ପ-ର୍କ ରେ ଆଲୋଚନା କରିବା ଯିଏ ପ୍ରଥମେ ପୁରୁଷ ଥିଲେ,ସ-ର୍ଜରୀ କରାଇ ମହିଳା ହେଲେ,କିନ୍ତୁ ଏବେ ପୁଣି କାନ୍ଦୁ-ଛନ୍ତି ପୁରୁଷ ହେବା ପାଇଁ।

ସେହି ବ୍ୟକ୍ତି ଜଣଙ୍କ ହେଲେ ବ୍ରିଟେନ ରେ ଜନ୍ମିତ ଓଲି ଲଣ୍ଡନ।ସେ କୋରିଆନ ମହିଳା ପାଇଁ ଦେଖାଯିବା ପାଇଁ କରିଛନ୍ତି କସ୍ମେଟିକ୍ ସ-ର୍ଜରୀ।ଆପଣ ମାନେ ତ ଦୁନିଆ ର ସବୁଠୁ ବଡ଼ କୋରିଆନ ବ୍ୟାଣ୍ଡ୍ ବିଟିଏସ ସମ୍ପ-ର୍କ ରେ ଜାଣିଥିବେ।

ଓଲି ଲଣ୍ଡନ ବିଟିଏସ ସଦସ୍ୟ ପାର୍କ ଜିମିନ ଙ୍କ ଭଳି ଦେଖାଯିବାକୁ ଚାହୁଥିଲେ ଏବଂ ଏଥି ପାଇଁ ଗୋଟେ ବଡ଼ ବି-ବାଦ ମଧ୍ୟ ଦେଖାଯାଇଥିଲା।ତେବେ ସେ ମହିଳା ହେବା ପାଇଁ ଗୋଟିଏ କି ଦୁଇ ଟି ନୁହେଁ ବରଂ କରିଛନ୍ତି ୩୦ଟି କସ୍ମେଟିକ୍ ସ-ର୍ଜରୀ।ସେଥି ପାଇଁ ସେ ସାତ ବର୍ଷ ମଧ୍ୟ ରେ ଖର୍ଚ୍ଚ କରିଛନ୍ତି ୨କୋଟି ରୁ ଉର୍ଦ୍ଧ ଟଙ୍କା।୨୦୧୮ ଅକ୍ଟୋବର ବେଳକୁ ଖବର ଆସିଥିଲା ଯେ ଓଲି କୋରିଆନ ଭଳି ଦେଖାଯିବା ପାଇଁ ପାଖା ପାଖି ୧୫ରୁ ଅଧିକ କସ୍ମେଟିକ୍ ସର୍ଜ-ରୀ କରିସାରିଥିଲେ।

୨୦୨୧ର ଶେଷ ବେଳକୁ ସେ ପାଖା ପାଖି ୩୦ ରୁ ଅଧିକ ସର୍ଜରୀ କରିସାରିଥିଲେ।ତେବେ ସେ କହିଛନ୍ତି ଯେ ପୁରୁଷ ରୁ ମହିଳା ହେବା ପାଇଁ ନିଷ୍ପତି ନେବା ସବୁଠାରୁ ବଡ଼ ଭୁଲ୍ ଥିଲା।

ସେ ଟ୍ରାନ୍ସରେଶିଓ ହୋଇ ବଞ୍ଚିବାକୁ ଚାହୁନାହାନ୍ତି ବରଂ ସେ ଏବେ ଜଣେ ପୁରୁଷ ହୋଇ ବଞ୍ଚି ବାକୁ ଚାହୁଛନ୍ତି। ଟ୍ରାନ୍ସରେଶିଅଲ୍ ଭାବେ ପରିଚୟ ତିଆରି କରିବା ତାଙ୍କର ବଡ଼ ଭୁଲ୍ ହୋଇଯାଇଥିଲା।ତେବେ ଦେଖିବା ପାଇଁ ବାକି ରହିଲା ଓଲି ଙ୍କ ପୁରୁଷ ହେବାର ଆଶା ପୂରଣ ହେଉଛି କି ନାହିଁ।

odia sambada
Comments (0)
Add Comment