ବୟସ ୪୦ କିନ୍ତୁ ଲାଳସା ଛାଡ଼ୁନି ବୃଦ୍ଧଙ୍କର । ବୃଦ୍ଧ ବୟସରେ ପଡୋଶୀ ନାବା-ଳିକା ଝିଅକୁ ଖାଇବା ବାହାନାରେ ଡାକି ତା ସହ କଲେ ଦୁ-ଷ୍କର୍ମ ।

0

Get real time updates directly on you device, subscribe now.

ବନ୍ଧୁଗଣ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘ-ଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘ-ଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦ-ନୀୟ ଅଟେ । ଲୋକମାନେ ଏମିତି ନିନ୍ଦ-ନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ବର୍ତ୍ତମାନ ଆମ ସମାଜରେ ପ୍ରତିଦିନ ଏମିତି ଘ-ଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ମଣିଷ ଆଜି ଯେତିକି ଶିକ୍ଷିତ ହେଉଛ ସେ ସେତିକି ତଳକୁ ତଳକୁ ଖସି ଯାଉଛି ।

ଦିନକୁ ଦିନ ଦୁନିଆରେ ଅନ୍ୟା-ୟ ଅନିତି,ଦୁ-ର୍ନୀତି ଓ ଦୁ-ଷ୍କର୍ମ ପରି ଅନେକ ଭ-ୟଙ୍କର କା-ଣ୍ଡ ଘଟୁଛି । ସେଭଳି ଏକ ଲ-ଜ୍ୟାଜ-ନକ ଘ-ଟଣା ସମ୍ନାକୁ ଆସିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳ ଏକ ବସ୍ତିରେ ଜଣେ ୯ ବର୍ଷର ନାବା-ଳିକାଙ୍କୁ ଦୁ-ଷ୍କର୍ମ ହୋଇଥିବା ନେଇ ଅଭି-ଯୋଗ ହୋଇଛି । ଏନେଇ ନାବା-ଳିକାଙ୍କ ପରିବାର ଲୋକେ ଥା-ନାରେ ଅଭି-ଯୋଗ କରିଛନ୍ତି ।

ପୁ-ଲିସ ଅଭି-ଯୁକ୍ତଙ୍କୁ ଅଟକ ରଖିଥିବା ସହ ନାବା-ଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଛି । ତେବେ ଜଣେ ୯ ବର୍ଷର ନାବା-ଳିକାଙ୍କ ସହ ଏଭଳି ଜ-ଘନ୍ୟ କା-ଣ୍ଡ ଦୁ-ବୃତ୍ତ ଜଣଙ୍କ କିଭଳି ଘଟାଇଥିଲା । ପୁ-ଲିସ ତା ବିରୋ-ଧରେ ତୁରନ୍ତ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ତେବେ ପୋଲି-ସଙ୍କ କହିବା ଅନୁସାରେ ନାବା-ଳିକାଙ୍କ ପରିବାର ଲୋକେ ପ୍ରାୟ ୩ ମାସ ହେବ ଉକ୍ତ ବସ୍ତିରେ ଭଡାରେ ରହୁଥିଲେ । ତାଙ୍କ ବାପା ମଜୁରିଆ ଭାବେ କାମ କରନ୍ତି । ଦୁ-ବୃତ୍ତ ଜଣଙ୍କ ନାମ ଯୁଧିଷ୍ଠିର ଅଟେ ଯିଏକି ତାଙ୍କ ପଡୋଶୀ ଅଟନ୍ତି ।

ତାଙ୍କ ଘରେ କେହି ନ ଥିଲା ବେଳେ ଦୁ-ବୃତ୍ତ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ । ସୋମବାର ରାତିରେ ଝିଅଟି ଘର ବାହାରେ ଖେଳୁଥିବା ବେଳେ ପଡ଼ୋଶୀ ଅଭି-ଯୁକ୍ତ ଯୁଧିଷ୍ଠିର ମୁଢି ଖାଇବାକୁ କହି ଡାକି ନେଇଥିଲା ।

ସେଠାରେ ଛୋଟ ପିଲାଟିକୁ ଏକୁଟିଆ ପାଇ ଦୁ-ଷ୍କର୍ମ କରିଥିଲେ । ଦୁ-ବୃତ୍ତ ଜଣେ ବିବାହିତ । ତାଙ୍କ ବୟସ ୪୦ରୁ ଅଧିକ । ସେ ୱେଲ୍‌ଡିଂ ମିସ୍ତ୍ରୀ ଭାବେ କାମ କରନ୍ତି । ପିଲଟିକୁ ଦେଖି ସେ କାମାନ୍ଧ ହୋଇଯାଇଥିଲା । ଶେଷରେ ଛୋଟ ପିଲାଟିର ଜୀବନ ନ-ଷ୍ଟ କରିବାକୁ ପଛାଇ ନ ଥିଲା ଭଳି ଘୃ-ଣ୍ୟ କାମ କରିଥିଲା ।

ତେବେ ପରିବାର ଲୋକଙ୍କୁ ପାଖରେ ପାଇବା ପରେ ପିଲାଟି ସବୁକଥା କହିଥିଲା । ଏହା ଜାଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପରିବାରଲୋକେ ଥା-ନାରେ ଏସମ୍ପ-ର୍କରେ ଅଭି-ଯୋଗ କରିଥିଲେ । ମଞ୍ଚେଶ୍ୱର ପୁ-ଲିସ ସ-ମ୍ପୃକ୍ତ ନାବା-ଳିକାଙ୍କୁ ଡାକ୍ତରୀ ମାଇନା କରାଇବା ସହ ଅଭି-ଯୁକ୍ତଙ୍କୁ ଅଟକ ରଖି ତ-ଦନ୍ତ ଚଳାଇଛି ।

Leave A Reply

Your email address will not be published.