ମାଟ୍ରିକ ପାସ ପିଲାଙ୍କ ପାଇଁ ଖୁସି ଖବର : ଡାକ ବିଭାଗରେ ୯୮୦୮୩ ପଦବି ଖାଲି,ଜଲଦି ଜଲଦି ଆବେଦନ କରନ୍ତୁ ……

0

Get real time updates directly on you device, subscribe now.

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।ସଂଚାର ମନ୍ତ୍ରଣାଳୟ ବିଭାଗ ଅଧୀନ ଡାକ ବିଭାଗରେ ୯୮୦୮୩ ଖାଲି ପଦବି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି ।

*ମୋଟ ଖାଲି ପଦବି:- ୯୮୦୮୩,

*ପଦବି:- ପୋଷ୍ଟ ମ୍ୟାନ, ମେଲ ଗାର୍ଡ

*ଆବେଦନ ପ୍ରକ୍ରିୟା:- ଅନଲାଇନ

*ସିଲେକସନ ପ୍ରୋସେସ:- ମେରିଟି ଅନୁଯାୟୀ

*ଚାକିରି ସ୍ଥାନ:- ଦେଶର ୨୩ ସର୍କଲ ଭିତରେ

*ବୟସ ସୀମା:- ବୟସ ସୀମା ୧୮ ରୁ ୩୨ ବର୍ଷ ବୟସ ମଧ୍ୟରେ ହେବା ଦରକାର । ତେବେ ଏସସି,ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ, ଓବିସିଙ୍କ ପାଇଁ ୩ ବର୍ଷ କୋହଳ କରାଯାଇଛି ।

*ଦରମା:- ପୋଷ୍ଟମ୍ୟାନ(୩୫,୩୭୦ ଟଙ୍କା),ମେଲ ଗାର୍ଡ(୩୩,୭୧୮ ଟଙ୍କା)

*ଅନ୍‌ଲାଇନ ଫର୍ମ:- indiapost.gov.in

*ନୋଟିଫିକେସନ ରିଲିଜ ଡେଟ୍‌:-ଅଗଷ୍ଟ ୨୦୨୨(୪ର୍ଥ ସପ୍ତାହ)

*ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ:- ବିଜ୍ଞପ୍ତି ପ୍ରକାଶ ପାଇବ

*ଶେଷ ତାରିଖ:-ବିଜ୍ଞପ୍ତି ପ୍ରକାଶ ପାଇବ

*ଆବେଦନ ଫି:- ୧୦୦ ଟଙ୍କା (ଏସସି,ଏସଟି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ନାହିଁ )

ଆବେଦନ ପ୍ରକ୍ରିୟା ଜାଣିବା ପାଇଁ ପୋଷ୍ଟ ଅଫିସ ଭାକାନ୍ସି ୨୦୨୨ ଅଫିସିଆଲ ୱେବସାଇଟ www.indiapost.gov.in ରେ କ୍ଲିକ୍‌ କରନ୍ତୁ ।

Leave A Reply

Your email address will not be published.