କାର ପ୍ରେମୀଙ୍କ ପାଇଁ ବଢ଼ିଆ ସୁଯୋଗ । ମାତ୍ର ୩୫ ହଜାର ଟଙ୍କା ବିନିମୟରେ ଘରକୁ ନେଇଯାଆନ୍ତୁ ମାରୁତି କାର

0

Get real time updates directly on you device, subscribe now.

ମାରୁତି ଅଲ୍ଟୋକୁ ଭାରତରେ ଖୁବ ପସନ୍ଦ କରାଯାଏ । ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି କମ୍ପାନୀ ଏବେ ପୁଣିଥରେ ଲାଟେଷ୍ଟ ମଡେଲ ବାହାର କରିଛି । ଏହାର ଦାମ କମ ହୋଇଥିବା କାରଣରୁ ଏବଂ ଏହାର ମାଇଲେଜ ଭଲ ହୋଇଥିବା କାରଣରୁ ଗ୍ରାହକଙ୍କୁ ଏହା ବହୁତ ପସନ୍ଦ ଆସିଥାଏ । ଯଦି ଆପଣ ଏକ ନୂତନ କାର କିଣିବାକୁ ଚିନ୍ତା କରୁଛନ୍ତି ଓ ଆପଣ ସ୍ୱଳ୍ପ ବଜେଟରେ ସର୍ବୋତ୍ତମ ଓ ସୁଲଭ କାର ପାଇବାକୁ ଚାହୁଁଛନ୍ତି ତେବେ ମାରୁତି ହିଁ ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ହେବ । ଏହି କାରରେ ଆମେ ସ୍ୱଳ୍ପ ବଜେଟରେ ଭଲ ବୈଶିଷ୍ଟ୍ୟ ପାଇଥାଉ । ଏବେ ଆପଣ “ମାରୁତି ଅଲ୍ଟୋ ସିଏନ୍ଜି” ଗାଡ଼ିକୁ ଖୁବ ଶସ୍ତାରେ କିଣି ପାରିବେ । ଲକ୍ଷେ ଟଙ୍କାରେ ନୁହେଁ ବରଂ ମାତ୍ର କେଇ ହଜାର ଟଙ୍କା ଦେଇ ଆପଣ ଏହାକୁ ନିଜ ଘରକୁ ଆଣି ପାରିବେ । “ମାରୁତି ଅଲ୍ଟୋ ସି-ଏନ୍-ଜି” ହେଉଛି ସବୁଠୁ ପପୁଲାର ମଡେଲ । ଯାହାକୁ ଆପଣ ମାତ୍ର ୩୫ ହଜାର ଟଙ୍କା ଦେଇ ଆରାମରେ କିଣି ପାରିବେ । ତେବେ ଆସନ୍ତୁ ଜାଣିନେବା ମାରୁତିର ବିଭିନ୍ନ ସେକେଣ୍ଡହ୍ୟାଣ୍ଡ କାର ମଡେଲର କିଛି ଶସ୍ତା ଗାଡ଼ି ପାଇଁ କଣ କେତେ ଦାମ୍ ରହିଛି ।

୧. ତେବେ ବନ୍ଧୁଗଣ ଆପଣମାନେ ଯଦି ମାରୁତି ୮୦୦ ଏସ-ଟି-ଡି ଗାଡ଼ି କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ ମାତ୍ର ୩୫ ହଜାର ଟଙ୍କାରେ ଉତ୍ତରପ୍ରଦେଶର କାନପୁରରୁ ମିଳିଯିବ । ଯାହାକି ୨୦୦୭ ମସିହାର ମଡେଲ ଆଉ ରନିଂ କରିଛି ୮୨୪୫୬ କିଲୋମିଟର । ଆଉ ୨୦୦୭ ମଡେଲର ଏହି ମାରୁତି ୮୦୦ ଏସ-ଟି-ଡି ଗାଡ଼ି ଆପଣ ହରିଆଣାରୁ ମାତ୍ର ୪୬୦୦୦ ଟଙ୍କା ଦେଇ କିଣି ପାରିବେ । ଯାହାକି ମାତ୍ର ୧୯୦୦୦୦ କିଲୋମିଟର ହିଁ ରନିଂ କରିଛି ।

୨. ବନ୍ଧୁଗଣ ଯଦି ଆପଣ ମାରୁତି ଅଲ୍ଟୋ ଏଲ୍-ଏକ୍ସ-ଆଇ କିଣିବାକୁ ଚାହୁଁଛନ୍ତି ତେବେ ହରିୟାଣାରୁ ମାତ୍ର ୪୯୦୦୦ ଟଙ୍କାରେ ପ୍ରାପ୍ତ କରିପାରିବେ । ଏହା ୨୦୦୯ ମସିହା ମଡେଲ ହୋଇଥିବା ବେଳେ ୧୦୯୨୩୩ କିଲୋମିଟର ଚାଲିଛି । ତେବେ ଏଇ ମାରୁତି ଅଲ୍ଟୋ ଏଲ୍-ଏକ୍ସ-ଆଇ କାର ୨୦୦୭ ମସିହାର ଗାଡ଼ି ଯଦି ଆପଣ କ୍ରୟ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ ହରିୟାଣାରୁ ମାତ୍ର ୪୬୦୦୦ ଟଙ୍କା ଦେଇ କିଣି ପାରିବେ । ଯାହାକି ମାତ୍ର ୧୯୦୦୦୦ କିଲୋମିଟର ହିଁ ଚାଲିଛି।

Leave A Reply

Your email address will not be published.