ୟୁଟ୍ୟୁବରେ ମିଳୁଥିଲା କମ୍ ଭିଉ,ଆଇଆଇଟିଏମ୍ ଗୋୱଲିଅର ର ଛାତ୍ର କଲେ ଆତ୍ମହତ୍ୟା

0

Get real time updates directly on you device, subscribe now.

ଏହା ଏକ ବଡ ମାଧ୍ୟମ|ଏଵେ ଏଥିରେ ଫେଲ ହେବା କାରଣରୁ ଆଇଆଇଟିଏମ୍ ଗୋୱଲିଅର ର ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି|ସେ କୋଠାର ତୃତୀୟ ମହଲାରୁ ଡେଇଁ ନିଜ ଜୀବନ ଦେଇଛନ୍ତି|କାରଣ ଏହା ବତାଯାଇଛି ଯେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଭିଉଜ୍ କମ ଆସୁଥିଲା|

ସୂଚନା ମୁତାବକ ୨୩ ବର୍ଷିୟ ଯୁବକ ଯିଏ ଆଇଆଇଟିଏମ୍ ଗୋୱଲିଅରରେ ପଢୁଥିଲେ ସିଏ‌ ଆତ୍ମହତ୍ୟା କରିଛନ୍ତି|ସେ କିଛି ସମୟ ପୂର୍ବରୁ ଏକ ୟୁଟ୍ୟୁବ ଚ୍ୟାନେଲ ବନେଇଥିଲେ -SELFLO.ଏଵେ ଛାତ୍ରର ଆଶା ଥିଲା ଯେ ସେହି ଚ୍ୟାନେଲରେ ବହୁ ଭିଉ ମିଳିବ,ତା କଣ୍ଟେଣ୍ଟ ଶିଘ୍ର ଭାଇରାଲ ହୋଇଯିବ|କିନ୍ତୁ ଯେତେବେଳେ ତାହା ଆଶାନୁରୂପ ହେଲା ନାହିଁ ସେ ଚିନ୍ତିତ ହେଲା|ତା ମାନସିକ ଅବସ୍ଥା ଖରାପ ହେଲା|କିନ୍ତୁ ସେ ସମୟରେ କାହାକୁ ଆଶା ନଥିଲା ଯେ ଛାତ୍ର ଚିନ୍ତିତ ହୋଇ ଆତ୍ମହତ୍ୟା କରିବ|ଯୁବକଙ୍କ ଆତ୍ମହତ୍ୟା ପରେ ଜଣା ପଡିଲା ଯେ ତାକୁ ଘରୁ ମଧ୍ୟ ସପୋର୍ଟ ମିଳୁ ନଥିଲା|ତା ମାତାପିତା ତା ମନୋବଳ ବଢାଉ ନଥିଲେ|ଏଵେ ପୋଲିସ ମାମଲା ଦାଏର କରି ଯାଞ୍ଚ କରୁଛି|

ଛାତ୍ରର ଶଵକୁ ଓସମାନିଆ ହସ୍ପିଟାଲ ପଠେଇ ଦିଆଯାଇଛି|ସେଠାରେ ପୋଷ୍ଟମର୍ଟମ ହୋଇ ଆଗକୁ ଯାଞ୍ଚ ହେବ|ପୋଲିସକୁ ଘଟଣାରେ ସୁଇସାଇଡ୍ ନୋଟ ମିଳିଲା ନା ନାହିଁ ଏପର୍ଯ୍ୟନ୍ତ ଜଣାପଡିନାହିଁ|ଏହି ସୁଇସାଇଡରେ କଲେଜ ପ୍ରଶାସନ କୈାଣସି ବୟାନ ଜାରି କରି ନାହାନ୍ତି|

Leave A Reply

Your email address will not be published.