ସାଙ୍ଗକୁ ହ-ତ୍ୟା କରି ତାଙ୍କ ପତ୍ନୀଙ୍କୁ ନିଜ ସହିତ ରଖିଲେ ଓ ଦୁଇବର୍ଷ ପରେ ତାଙ୍କୁ ମଧ୍ୟ ମା-ରିଦେଲେ:-

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର ଇଟାବା ଥା-ନା ଉସରାହାର କ୍ଷେତ୍ରର ଏକ ନାଳରୁ ଜୁନ 22 ତାରିଖରେ ଜଣେ ମହିଳାଙ୍କ ମୃ-ତଦେହ ମିଳିଥିଲା। ଯାଞ୍ଚରୁ ଜଣାପଡ଼ିଲା ମହିଳା ଜଣକ ରାଜସ୍ଥାନର ଅଟନ୍ତି ଓ ତାଙ୍କର ଦୁଇଜଣ ପିଲା ମଧ୍ୟ ରହିଛନ୍ତି। ତାଙ୍କର ହ-ତ୍ୟା ତାଙ୍କ ପ୍ରେମୀ ଗୁ-ଳି ମା-ରି କରିଥିଲେ

ମହିଳାଙ୍କ ପ୍ରେମିକ ଟ୍ରାଭେଲ ଏଜେନ୍ସିରେ ଡ୍ରାଇଭର ଥିଲେ। ସେ ଇଟାବା ପାଖରେ ଉସରାହାର ଠାରେ ରୁହନ୍ତି। ମହିଳା ନିଜର ପିଲାଙ୍କୁ ନେଇ ତାଙ୍କର ପତ୍ନୀ ହୋଇ ସେଠାରେ ଦୁଇବର୍ଷ ରହିଲେ। ମହିଳାଙ୍କ ପରିବାର ଲୋକେ ତାଙ୍କର ଓ ଛୁଆଟିର ଗା-ଏବ ହୋଇଯିବାକୁ ନେଇ ରି-ପୋ-ର୍ଟ ଦା-ରଜ କରିଥିଲେ।

ପୋ-ଲି-ସର କହିବାହେଲା ଗଜେନ୍ଦ୍ର ନାମକ ଜଣେ ଯୁବକ ନିଜ ପତ୍ନୀ ମିଥିଲେଶଙ୍କ ସହିତ ନୋଏଡ଼ାରେ ରହୁଥିଲା। ଗୋଟିଏ ଟ୍ରାଭେଲ ଏଜେନ୍ସିରେ ଗଜେନ୍ଦ୍ର ଓ ସତୀଶ ଉଭୟ ହିଁ ଡ୍ରାଇଭର ଥିଲେ। ଉଭୟଙ୍କ ବନ୍ଧୁତା ହୋଇଗଲା ଓ ଏହାପରେ ଗଜେନ୍ଦ୍ରଙ୍କ ପତ୍ନୀ ମିଥିଲେଶଙ୍କ ଆ-ଫେ-ୟାର ସତୀଶ ସହିତ ଚାଲିଲା। ଏହାମଧ୍ୟରେ ସତୀଶ, ଗଜେନ୍ଦ୍ର ଓ ତାଙ୍କ ପତ୍ନୀ ମିଥିଲେଶ ଇଟାବା ବୁଲିବାକୁ ଯାଇଥିଲେ। ଏହାପରେ ସତୀଶ ଓ ଗଜେନ୍ଦ୍ରଙ୍କ ପତ୍ନୀ ମିଥିଲେଶ ମିଶି ଗଜେନ୍ଦ୍ରଙ୍କୁ ବହୁତ ମଦ ପିଆଇଲେ ଓ କାରରେ ତାଙ୍କୁ ବହୁତ ଉଚ୍ଚ ସ୍ଥାନରୁ କେନାଲ କୁ ଧ-କ୍କା ଦେଇଥିଲେ।

ଏହାପରେ ଗଜେନ୍ଦ୍ରଙ୍କୁ ଏୟାରପୋର୍ଟ ପାଖ ନାଳରୁ ଉ-ଦ୍ଧାର କାରାଗଲା। ପୋ-ଷ୍ଟମ-ର୍ଟମରେ ଗଜେନ୍ଦ୍ରଙ୍କ ମୃ-ତ୍ୟୁ ନହରରେ ବୁଡ଼ିବା କାରଣରୁ ହୋଇଥିବାର ଜଣାପଡ଼ିଲା। ଏହାପରେ ମିଥିଲେଶ ନିଜର ଦୁଇ ପିଲାଙ୍କ ସହିତ ସତୀଶ ସାଙ୍ଗରେ ଇଟାବା ଚାଲିଗଲେ। ଏହାପରେ ସତୀଶ ଓ ମିଥିଲେଶ ଦୁହେଁ ପତି-ପତ୍ନୀ ଭଳି ରହିବାକୁ ଲାଗିଲେ

ଦୁଇବର୍ଷ ପରେ ସତୀଶଙ୍କୁ ସ-ନ୍ଦେହ ହେଲା କି, ମିଥିଲେଶ ଅନ୍ୟ କାହା ସହିତ ଅବୈଧ ସ-ମ୍ପର୍କ ରଖୁଛନ୍ତି। ଏହାପରେ ଦିନେ ସତୀଶ ମିଥିଲେଶଙ୍କୁ ପୂଜା କରାଇ ନେଇଯିବା ବାହାନରେ ମନ୍ଦିର ପାଖ ଜଙ୍ଗଲକୁ ନେଇ ପିଠିରେ ଗୁ-ଳି ମା-ରିଦେଲେ। ମହିଳାଙ୍କ ଶ-ବ ପାଖରୁ ପୂଜା ସାମଗ୍ରୀର ସମସ୍ତ ଜିନିଷ ମଧ୍ୟ ମିଳିଥିଲା।

ପୋ-ଲିସ ଅଧିକାରୀଙ୍କ କହିବାହେଲା, ପ୍ରଥମେ ସତୀଶ ଓ ମିଥିଲେଶ ମିଶି ଗଜେନ୍ଦ୍ରଙ୍କୁ ହ-ତ୍ୟା କଲେ। ଏହାପରେ ଉଭୟ ଏକାଠି ରହିଲେ ପରବର୍ତ୍ତୀ ସମୟରେ ସନ୍ଦେହ ଜାତ ହେବାରୁ ସତୀଶ, ମିଥିଲେଶଙ୍କୁ ହ-ତ୍ୟା କରିଥିଲା। ବର୍ତ୍ତମାନ ପୋ-ଲିସ ଅଭି-ଯୁକ୍ତ ଗଜେନ୍ଦ୍ରଙ୍କୁ ଗି-ରଫ କରିସାରିଛି।

Leave A Reply

Your email address will not be published.