ଏସିକୁ ପଛରେ ପକାଇଦେବ ଏହି ଛୋଟ ପଙ୍ଖା, ଦିଏ ଥଣ୍ଡା ପାଣିର ବୁନ୍ଦା, ଚାଲିବା ମାତ୍ରେ ଲାଗିବ ଶୀତ!

0

Get real time updates directly on you device, subscribe now.

ଗ୍ରୀଷ୍ମ ଋତୁରେ ଏସି ଓ କୁଲରର ଚାହିଦା ଆକାଶ ଛୁଆଁ ହୋଇଯାଏ। ଏହି କାରଣରୁ ଗରମ ଦିନରେ ସେସବୁର ଦରଦାମ ମଧ୍ୟ ବହୁତ ବଢିଯାଏ।ଅଧିକ ମହଙ୍ଗା ହୋଇଥିବାରୁ ଲୋକମାନେ ଅଲଗା କିଛି ଉପାୟ କରନ୍ତି।ଆଜି ଆମେ ଆପଣଙ୍କ ପାଇଁ ଏଭଳି ଏକ ପଙ୍ଖା ନେଇ ଆସିଛୁ ଯାହାକି ଥଣ୍ଡାରେ ଏସି ଓ କୁଲରକୁ ମଧ୍ୟ ପଛରେ ପକାଇ ଦବ। ଏହା ପବନ ସହିତ ପାଣି ବୁନ୍ଦା ମଧ୍ୟ ପକାଏ। ସେଥିପାଇଁ ଚାଲିବାର କିଛି ସମୟ ପରେ ଆପଣଙ୍କୁ ଥଣ୍ଡା ଲାଗେ।

ଆସନ୍ତୁ ପ୍ରଥମେ ଆପଣଙ୍କୁ ଏହି ପଙ୍ଖା ସମ୍ବନ୍ଧିତ କିଛି ଖାସ କଥା ଜଣାଇଦଉଛୁ। ପଙ୍ଖାର ବିଶେଷତ୍ଵ ଏହାକି ଏଥିରୁ ପାଣିର ଛୋଟ ଛୋଟ ବୁନ୍ଦା ଛିଞ୍ଚି ହୋଇ ପଡ଼ିଥାଏ। ସେଥିପାଇଁ ଲୋକମାନଙ୍କୁ ଥଣ୍ଡା ଲାଗିଥାଏ।ଗରମ ଯେତେ ଅଧିକ ହେଲେ ମଧ୍ୟ ଏହି ପଙ୍ଖା ଏସି ଓ କୁଲରଠୁ କିଛି କମ ନୁହଁ।

ପଙ୍ଖାରେ ଚାଲିଛି ଭାରୀ ରିହାତି:-

ALOK AGENCIES 26″ Mist Fan Cooler Water Mist Fan କୁ ଆପଣ ଅନଲାଇନରେ ମଧ୍ୟ କିଣିପାରିବେ। ଏହାକୁ ଅମାଜନରୁ କିଣାଯାଇପାରିବ। ଏହାର ମୂଲ୍ୟ ୨୮,୯୯୯ ଟଙ୍କା ଅଟେ। ୪୬% ରିହାତି ପରେ ଏହାକୁ ୧୫,୮୦୦ ରେ କିଣିପାରିବେ। Citi Bank credit card ରେ ଆଣିଲେ ୧୦% ର instant discount ମିଳିବ। ଏହି ଅଫର debit card ରେ ଆଣିଲେ ମଧ୍ୟ ଲାଗୁ ହବ। ଏହି ପଙ୍ଖାକୁ ଘର ଓ ଅଫିସ ସବୁ ଜାଗାରେ ଲଗାଯାଇପାରିବ।

ପଙ୍ଖା ସହିତ ୪୧ ଲିଟରର ପାଣି ଟଙ୍କି ମଧ୍ୟ ମିଳୁଛି। ଏହି ଟାଙ୍କିରେ ପାଣି ଭର୍ତ୍ତି କରି ରଖିଲେ ଏହା ଅଧିକ ଥଣ୍ଡା ପବନ ଦିଏ। କମ୍ପାନୀର କହିବା ଅନୁସାରେ ଥରେ ପାଣି ଭର୍ତ୍ତି କରିଲେ ଏହା ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ।ଏହାର ୬.୫ ଫିଟର ଫିକ୍ସ ଉଚ୍ଚତା ଥାଏ। ଏହାର ପଙ୍ଖାର ଆକାର ୨୬ ଇଞ୍ଚ ଯାହା କି ବହୁତ ଜୋରରେ ପବନ ଦେଇଥାଏ। ପଙ୍ଖା କିଣିବା ପରେ ଏହାକୁ ନିଜେ ଲଗେଇ ହବ, ଏହାକୁ ଲଗେଇବାକୁ କୌଣସି ମିସ୍ତ୍ରୀର ଆବଶ୍ୟକତା ନାହିଁ।

Leave A Reply

Your email address will not be published.