ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଝିଅର ଇଜ୍ଜତ ରଖିବା ବଦଳରେ ମାଆ ନିଜ ପ୍ରେମିକକୁ ଡାକି କଲା ଝିଅର ଦୁଷ୍କର୍ମ !

0

Get real time updates directly on you device, subscribe now.

ଆଜିକାର ଦୁନିଆଁରେ ପ୍ରାୟତଃ ବିବାହିତା ମହିଳା ମାନଙ୍କର ପ୍ରେମ ଖବର ସାମ୍ନାକୁ ଆସିବାରେ ଲାଗିଅଛି । ପ୍ରତିଦିନ ଏ ବାବଦରେ ଅନେକ ଖବର ବିଷୟରେ ଶୁଣିବାକୁ ମିଳୁଛି । ପୁରୁଷ ମାନେ ବିବାହିତା ମହିଳା ମାନଙ୍କ ପ୍ରତି ଆଜିକାଲି ଅଧିକ ଆକର୍ଷିତ ମଧ୍ୟ ହେଉଛନ୍ତି । ଆଉ ଏହା ବ୍ୟତୀତ ବିବାହିତା ମହିଳା ମାନେ ମଧ୍ୟ ଅନ୍ୟ ପୁରୁଷ ମାନଙ୍କ ପ୍ରତି ଆକର୍ଷିତ ହୋଇ ସେମାନଙ୍କ ସହ ସମ୍ପର୍କ ରଖୁଛନ୍ତି ଆଉ ଏଥିପାଇଁ ଅନେକଙ୍କର ଘର ପରିବାର ଭା-ଙ୍ଗି ଯାଉଛି ।ତେବେ ଏହା ପଛରେ ନିଶ୍ଚିତ ଭାବରେ କୌଣସି ନା କୌଣସି କାରଣ ରହିଛି । ନଚେତ କାହିଁକି ଆଜିକାର ମହିଳା ଏବଂ ପୁରୁଷ ମାନେ ଅନ୍ୟ ମାନଙ୍କ ପ୍ରତି ଆକ-ର୍ଷିତ ହେଉଛନ୍ତି । ତେବେ ବିଶେଷ ଭାବରେ କହିବାକୁ ଗଲେ ବିବାହିତା ମହିଳା ମାନଙ୍କ ପ୍ରତି ପୁରୁଷ ମାନେ ଅଧିକ ମାତ୍ରାରେ ଆକର୍ଷିତ ହୋଇଥାନ୍ତି ।

ଏହା ପଛରେ ରହିଥିବା ପ୍ରଥମ କାରଣଟି ହେଉଛି , ବିବାହିତା ମହିଳା ମାନେ ଅଧିକ ଅନ୍ୟ ମାନଙ୍କ ପ୍ରତି ଅଧିକ ନିର୍ଭରଶୀଳ ହୋଇ ନଥାନ୍ତି । ସେଥିପାଇଁ ପୁରୁଷ ମାନଙ୍କୁ ଅଧିକ ଦାୟିତ୍ୱ ନେବାକୁ ପଡି ନଥାଏ ।ଆଉ ଯୋଡି ଏହା କିଏ ଜାଣି ନିଅ ତାହେଲେ ସେ ତାକୁ ମାରିବା ପାଇଁ ପଛେଇବ ନାହିଁ ।କୁହାଯାଏ ବାପା-ମା’ ଦ୍ୱିତୀୟ ଭଗବାନ । ଝିଅର ସୁରକ୍ଷା ପାଇଁ ସେମାନେ କିଛି ବି କରି ପାରନ୍ତି । ହେଲେ ଏଠାରେ ଜଣେ ମା’ ନିଜର ଝିଅ ଇଜ୍ଜତ ରଖିବ କ’ଣ ଲୋକ ଲଗାଇ କରାଇଛି ଗଣ ଦୁଷ୍କର୍ମ । ଖାଲି ଏତିକି ନୁହେଁ ମା’ ବି ଦୁଷ୍କର୍ମକାରୀଙ୍କ ସଙ୍ଗ ଦେଇଥିବା ଝିଅ ଅଭିଯୋଗ କରିଛି ।ସେମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ର ଲଖନଉ ରେ ।ଗୋଟେ ନିଜ ସ୍ୱାମୀ କୁ ଛାଡି ପର ପୁରୁଷ ସହ ସମ୍ପର୍କ ରଖିଥିଲା ।ଆଉ ସେହି ଲୋକ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା।ଆଉ ଝିଅ ପ୍ରତିବାଦ କରିବାରୁ ମାଆଙ୍କ ଲଭର ଆଉ ତାଙ୍କ ସାଙ୍ଗ ମାନେ ତାଙ୍କୁ ବଳାତ୍କାର କରିଛନ୍ତି ସେ ଅଭିଯାଗ କରିଛନ୍ତି।

ଏହି ଘଟଣା ଘଟିଛି ବଳରାମପୁର ଅଞ୍ଚଳରେ । ପିତାଙ୍କ ମୃତ୍ୟୁ ପରେ ୧୬ ବର୍ଷର ଝିଅ ନିଜ ମା’ ସହିତ ରହୁଥିଲା ।ଆଉ ତା କିଛି ଦିନ ପରେ ତାଙ୍କ ଘର କୁ ଏକ ପୁରୁଷ ଆସୁଥିଲେ ଆଉ ତାଙ୍କ ମାଆ ଙ୍କ ସହ ମିଶୁଥିଲେ ।ଗୋଟେ ଦିନ ଝିଅ ମାର୍କେଟ କୁ ଯାଇଥିଲା ଆଉ ସେ ଆସିଲା ବେଳକୁ ଦେଖେ ତୋ ତା ମାଆ ଆଉ ସେ ପୁରୁଷ ଜଣଙ୍କ ଶାରୀରିକ ସମ୍ପର୍କ ରଖୁଛନ୍ତି ।ଏହା ଦେଖି ସେ ତା ମାଆ ସହ ବହୁତ ଝଗଡା କଲା କିନ୍ତୁ ତା କିଛି ଶୁଣିଲେ ନାହିଁ ଓଲଟା ତାକୁ ଗାଳି ଦେଲେ ।’ ମାରପିଟ କରି ଝିଅର ମୁହଁ ବନ୍ଦ କରିଦେଇଥିଲା ।ମଇ ୨୦ ତାରିଖରେ ସନ୍ତୋଷ ଅନ୍ୟ ଦୁଇଜଣଙ୍କ ସହ ତାଙ୍କ ଘରେ ପହଞ୍ଚିଥିଲା । ସେମାନେ ଆସିବା ପରେ ମା’ ତାକୁ ଚା’ ବନାଇବା ପାଇଁ କହିଥିଲା ।

ସେ ମନ କରିବା ସତ୍ଵ ତାଙ୍କୁ ବାଧ୍ୟ କରି କହିଲେ ଆଉ ସେ ଚା କରିବା ପାଇଁ ରୋଷେଇଘର କୁ ଗଲା ।ଠିକ ସେତିକି ବେଳେ ମା ଘର କବାଟ ବନ୍ଦ କରିଦେଲେ।ସେ ଯେତେ ପାଟି କଲେ ବି ତା ମାଆ କବାଟ ଖୋଲିଲା ନାହିଁ ।ପରେ ସନ୍ତୋଷ, ଆକାଶ ଓ କହ୍ନେଇଲାଲ ନାମକ ଅଭିଯୁକ୍ତ ତାକୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ ।ଆଉ ତାକୁ ସେହି ତିନି ଜଣଙ୍କ ମଧ୍ୟ ରୁ ଜଣଙ୍କ ବିବାହ କରିବା ପାଇଁ କହିଲେ।କିଛି ଦିନ ପରେ ସେ ଝିଅ ତା ଖୁଡିକୁ ଯାଇ ସବୁ କଥା କହିଲା ।ସେମାନେ ଯାଇ ପୋଲିସରେ ଅଭିଯୋଗ ଦେଇଥିଲେ ।ହେଲେ ଦୀର୍ଘ ଦିନ ପରେ ପୋଲିସ କିଛି ନ ବୁଝିବାରୁ ଝିଅ ଏସପିଙ୍କୁ ଭେଟିଥିଲେ । ଏମିତି କେହି ଝିଅ ସହ ନହଉ , ଆମ ସମାଜ ପ୍ରତି ଏକ ନିନ୍ଦା ର କଥା ।

Leave A Reply

Your email address will not be published.