ସୁପାରି କିଲର ଦ୍ଵାରା ସ୍ୱାମୀକୁ ହ-ତ୍ୟା କଲା ସ୍ତ୍ରୀ, ସତ ଲୁ-ଚାଇ-ବା ପାଇଁ ଶୁଣାଇଲା ମିଛ କାହାଣୀ

0

Get real time updates directly on you device, subscribe now.

ଦିଲ୍ଲୀ ପୋ-ଲି-ସ ଜଣେ ମହିଳାଙ୍କୁ ନିଜ ସ୍ୱାମୀର ସୁପାରୀ ଦେଇ ହ-ତ୍ୟା କରିବା ଆରୋ-ପରେ ଗି-ର-ଫ କରିଛି । ମହିଳା ଦେଢ଼ ଲକ୍ଷ ଟଙ୍କା ସୂପାରୀ ଦେଇ ସ୍ୱାମୀର ହ-ତ୍ୟା କରାଇଥିଲେ । ପୋ-ଲି-ସ ମାମ-ଲାର ଖୁଲାସା କରି କହିଛି ଯେ ହ-ତ୍ୟାକା-ରୀ ମୁଣ୍ତରେ ହାତୁ-ଡ଼ିରେ ମା-ଡ ମାରି ମହିଳାଙ୍କ ସ୍ୱାମୀକୁ ହ-ତ୍ୟା କରିଛି ।

ପୋଲିସକୁ ବାଟବଣା କରିବାପାଇଁ ଏବଂ ସତ ଲୁଚା-ଇବା ପାଇଁ ମହିଳା ଲୁ-ଟ ଘଟ-ଣାର ମି-ଛ କାହାଣୀ କହିଲେ । କିନ୍ତୁ ଯାଞ୍ଚ ସମୟରେ ଜଣାପଡ଼ିଲା ଯେ ହ-ତ୍ୟା ପଛରେ ମୃତ-କଙ୍କ ସ୍ତ୍ରୀ-ର ହାତ ରହିଛି । ତାପରେ ପୋ-ଲିସ ଅଭି-ଯୁକ୍ତ ମହିଳା ଚନ୍ଦ୍ରକଳା ଏବଂ ସୁପାରି କି-ଲ-ର୍ ଯୁମ୍ମନଙ୍କୁ ଗି-ରଫ କରିଛି । ପୋ-ଲିସ ସେହି ହତି-ଆରକୁ ମଧ୍ୟ ଜ-ବତ କରିଛି, ଯାହା ଦ୍ଵାରା ଏହି ହ-ତ୍ୟା କରାଯାଇଥିଲା ।

ମେ 18 ତାରିଖରେ ରନହୋଲା ଅଞ୍ଚଳରୁ ଦିଲ୍ଲୀ ପୋ-ଲି-ସର କଣ୍ଟ୍ରୋଲ ରୁମକୁ ଗୋଟିଏ ପିସିଆର କଲ୍ ଆସିଥିଲା ଯେ ଏଠାରେ ଜଣେ ବ୍ୟକ୍ତିଙ୍କର ହ-ତ୍ୟା କରିଦିଆଯାଇଛି । ଘଟ-ଣାସ୍ଥ-ଳରେ ପହଂଚି ପୋ-ଲିସ ଦେଖିଲା ଯେ ରୁମ ଭିତରେ ବେଡ୍ ଉପରେ ଜଣେ ବ୍ୟକ୍ତିଙ୍କର ର-କ୍ତ ଯୁ-ଡୁବୁ-ଡୁ ଶ-ବ ପଡ଼ିଛି । ଆରମ୍ଭରେ ପୋଲି-ସକୁ ଜଣାପଡ଼ିଲା ଯେ ମୃ-ତ-କ ବୀର ବାହାଦୁର ଏବଂ ତାଙ୍କର ଦ୍ୱିତୀୟ ସ୍ତ୍ରୀ ଚନ୍ଦ୍ରକଳାଙ୍କ ମଧ୍ୟରେ ବହୁତ୍ ଝ-ଗ-ଡା ହେଉଥିଲା ।

ଏହିପରି ଧରାପଡିଲେ ହ-ତ୍ୟା ଅଭି-ଯୁକ୍ତ :-

ସବୁ କଥାକୁ ଧ୍ୟାନରେ ରଖି ପୋ-ଲିସ ଚନ୍ଦ୍ରକଳାଙ୍କୁ ପଚ-ରାଉ-ଚରା କଲା । ଚନ୍ଦ୍ରକଳା ପୋ-ଲି-ସକୁ କହିଲା ଯେ ତାଙ୍କ ଘରକୁ ଚୋ-ର ମାନେ ପଶି ଆସିଥିଲେ ଏବଂ ସେମାନେ ହିଁ ତାଙ୍କ ସ୍ଵାମୀଙ୍କର ନି-ର୍ଦ୍ଦ-ୟ ଭାବରେ ହ-ତ୍ୟା କରିଛନ୍ତି । ଘରେ ଥିବା ଟଙ୍କା, ସୁନା ରୂପାର ଗହଣା ନେଇ ଫେ-ରାର ହୋଇଗଲେ । ପୋ-ଲି-ସ କହିବା ଅନୁଯାୟୀ ଚନ୍ଦ୍ରକଳା ବାରମ୍ବାର ନିଜର ବ-ୟା-ନ ବଦଳାଉ ଥିଲା । ଆଖପାଖର ଅନେକ ସିସିଟିଭି ଫୁଟେଜ ଚେକ୍ କରାଗଲା । ଗୋଟିଏ ସିସିଟିଭି ଫୁଟେଜରେ ପୋ-ଲି-ସକୁ ଅଞ୍ଚଳର ବଡ ବଦ-ମାସ ଯୁମ୍ମନ୍ ଦେଖାଗଲା ।

ମୋବାଇଲରେ ଖୋଜିଲେ ର-ହସ୍ୟ :-

ତାପରେ ପୋ-ଲିସ ଚନ୍ଦ୍ରକଳାଙ୍କ ମୋବାଇଲ ଚେକ୍ କଲା ଏବଂ ଜାଣିବାକୁ ପାଇଲା ଯେ ଚନ୍ଦ୍ରକଳା ଏବଂ ଜୁମ୍ମନଙ୍କ ମଧ୍ୟରେ କିଛି ସପ୍ତାହ ଧରି କଥାବାର୍ତ୍ତା ହୋଇଥିଲା । ଏହାପରେ ପୋ-ଲି-ସ ଚନ୍ଦ୍ରକଳାଙ୍କୁ ଗି-ରଫ କରି ନେଇଗଲା ଏବଂ ପଚ-ରାଉ-ଚରା କରିବାରୁ ମହିଳା ସବୁ କଥା ସତ ସତ କହିଦେଲେ ।

ପୋଲି-ସକୁ ମହିଳା କହିଲେ ଯେ ବୀର ବାହାଦୁର ତାଙ୍କ ପ୍ରଥମ ସ୍ତ୍ରୀକୁ ଅଧିକ ସମୟ ଦେଉଥିଲେ ଏବଂ ତାଙ୍କର ଅନ୍ୟ ମହିଳାଙ୍କ ସହ ମଧ୍ୟ ସମ୍ପର୍କ ରହିଥିଲା । ଏହାସହିତ ଚନ୍ଦ୍ରକଳା କହିବା ଅନୁଯାୟୀ ବୀର ବାହାଦୁର ତାଙ୍କ ଭଉଣୀ ଉପରେ ମଧ୍ୟ ଖରାପ ନଜର ପକାଉଥିଲେ । ତେଣୁ ସେ ତାଙ୍କୁ ମା-ରି-ବାକୁ ଷ-ଡ଼ଯ-ନ୍ତ୍ର କଲେ ଏବଂ ଜୁମ୍ମନକୁ ଦେଢ଼ ଲକ୍ଷ ଟଙ୍କା ଦେଇ ମା-ରି-ବାକୁ ସୂପାରି ଦେଲେ । ତାପରେ ମେ 17 ତାରିଖ ଜୁମ୍ମନ୍ ହାତୁଡ଼ି ନେଇ ଘରକୁ ଆସିଲା ଏବଂ ବୀର ବାହାଦୁରଙ୍କୁ ହ-ତ୍ୟା କଲା ।

Leave A Reply

Your email address will not be published.