ପତ୍ନୀଙ୍କ ନାମରେ ଖାତା ଖୋଲି ଉଠାନ୍ତୁ ଫାଇଦା, ପ୍ରତ୍ୟେକ ମାସରେ ହେବ 44,793 ଟଙ୍କା ଲାଭ

0

Get real time updates directly on you device, subscribe now.

ଯଦି ଆପଣ ନିଜର ଭବିଷ୍ୟତ ସୁଧାରିବାକୁ ଚାହୁଁଛନ୍ତି ତାହେଲେ ଏହି ସୂଚନା ଆପଣଙ୍କ ପାଇଁ ଅଟେ। ଆପଣ NPS ରେ ନିବେଶ କରି ବାର୍ଷିକ 10 ପ୍ରତିଶତ ରିଟର୍ଣ୍ଣ ପାଇ ମାଲାମାଲ ହୋଇପାରନ୍ତି। ନିବେଶ କରିବାର 60 ବର୍ଷ ପରେ ଏହି ରାଶି 1.12 କୋଟି ହୋଇଯାଇଥିବ ଓ ଆପଣଙ୍କ ପତ୍ନୀଙ୍କୁ ମାସିକ 45,000 ଟଙ୍କାର ପେନସନ ମିଳିବା ମଧ୍ୟ ଆରମ୍ଭ ହୋଇଯିବ।

ପ୍ରତ୍ୟେକ ମାସରେ କେବଳ ଲାଭ ହିଁ ମିଳିବ:-

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପତ୍ନୀ ଆତ୍ମନିର୍ଭର ବନନ୍ତୁ ଓ ଭବିଷ୍ୟତରେ ଟଙ୍କା ପାଇଁ କାହାରି ଉପରେ ନିର୍ଭର ନକରନ୍ତୁ ତାହେଲେ ତାଙ୍କ ପାଇଁ ଏହି ରେଗୁଲାର ଇଙ୍କମ ଯୋଗାଇ ଲାଭ ଉଠାଇବା ଆରମ୍ଭ କରିଦିଅନ୍ତୁ। ଏଥିପାଇଁ ନ୍ୟାଶନାଲ ପେନସନ ସ୍କିମରେ ଟଙ୍କା ନିବେଶ କରିବା ମହତ୍ୱପୂର୍ଣ୍ଣ ଅଟେ।

ପତ୍ନୀଙ୍କ ନାମରେ ଖୋଲିପାରିବେ ଖାତା:-

ଦେଖାଯାଏ ତ ଆପଣ ନିଜର ପତ୍ନୀଙ୍କ ନାମରେ ଏହି ଆକାଉଣ୍ଟ ଖୋଲି ଫାଇଦା ଉଠାଇପାରିବେ। ଏହି ସ୍କିମ ଆପଣଙ୍କ ପତ୍ନୀଙ୍କୁ 60 ବର୍ଷ ହର୍ବାପରେ ଏକ ଭଲ ମୁନାଫା ନିଶ୍ଚୟ ଦେବ।

ଏହାବ୍ୟତୀତ ତାଙ୍କୁ ପ୍ରତ୍ୟେକ ମାସରେ ରେଗୁଲାର ଇଙ୍କମ ପେନସନ ରୂପରେ ଆସିବା ଆରମ୍ଭ ହୋଇଯିବ। NPS ଆକାଉଣ୍ଟ ସହିତ ଏହା ମଧ୍ୟ ତୟ କରାଯାଇଥାଏ କି ଆପଣଙ୍କ ପତ୍ନୀଙ୍କୁ ମାସିକ କେତେ ଟଙ୍କା ପେନସନ ମିଳିବ। ଏହି ସ୍କିମ ଦ୍ୱାରା 60 ବର୍ଷ ପରେ ଆପଣଙ୍କ ପତ୍ନୀ ଟଙ୍କା ପାଇଁ କାହା ଉପରେ ନିର୍ଭର ରହିବେନାହିଁ। ଆସନ୍ତୁ ଏହି ସ୍କିମ ବିଷୟରେ ବିସ୍ତାର ରୂପରେ ଜାଣିବା।

ନିବେଶ କରିବା ବହୁତ ସହଜ:-

NPS ଜରିଆରେ ଆପଣ ନିଜର ମନ ମୁତାବିକ ମାସିକ କିମ୍ବା ବାର୍ଷିକ ହିସାବରେ ଟଙ୍କା ନିବେଶ କରିପାରିବେ। ଆପଣ କେବଳ 1,000 ଟଙ୍କାରୁ ପତ୍ନୀଙ୍କ ନାମରେ NPS ଆକାଉଣ୍ଟ ଖୋଲି ଫାଇଦା ଉଠାଇପାରିବେ। 60 ବର୍ଷ ବୟସରେ NPS ଆକାଉଣ୍ଟ ମ୍ୟାଚୟର ହେବା ଆରମ୍ଭ ହୋଇଥାଏ।

Leave A Reply

Your email address will not be published.