ଘରକୁ ଆଣନ୍ତୁ ରିମୋଟ କଣ୍ଟ୍ରୋଲ ଫ୍ୟାନ, ପ୍ରଚଣ୍ଡ ଗରମରୁ ମିଳିବ ମୁକ୍ତି,ଜାଣନ୍ତୁ ଏହି ଫ୍ୟାନ ବିଷୟରେ

0

Get real time updates directly on you device, subscribe now.

Longway Creta p1 1200 mm Remote control ceiling fan:-

ଏହି ସିଲିଂ ଫ୍ୟାନ 1200mm ର ତିନୋଟି ବ୍ଲେଡ଼ ସହିତ ଆସିଥାଏ ଓ ଏଥିରେ ଆପଣଙ୍କୁ ତିନୋଟି ସ୍ପିଡ଼ ସେଟିଂ ମଧ୍ୟ ମିଳିଥାଏ। 3,781 ଟଙ୍କା ବଦଳରେ ଆପଣ ଏହାକୁ ମାତ୍ର 1999 ଟଙ୍କାରେ କିଣିପାରିବେ। ଯଦି ଆପଣ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ଼ର ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ 100 ଟଙ୍କାର ଡିସ୍କାଉଣ୍ଟ ମିଳିବ।

2. Stardom Dee cee wireless remote control ceiling fan:-

ଓୟାରଲେସ ଜରିଆରେ ଅପରେଟି ହେଉଥିବା ଏହି ସିଲିଂ fan 600mm ର ଚାରୋଟି ଚାରୋଟି ବ୍ଲେଡ଼ ସହିତ ଆସିଥାଏ ଓ ଏହାକୁ 2499 ଜାଗାରେ ଫ୍ଲିପକାର୍ଟରେ 1,869 ଟଙ୍କାରେ ବିକ୍ରି କରାଯାଉଛି। ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ଼ ବ୍ୟବହାର କଲେ ଆପଣଙ୍କୁ 102 ଟଙ୍କା ଛାଡ଼ ହେବ।

3. Jones crystal P1 1200 mm remote control ceiling fan:-

1200 mm ର ଏହି ସିଲିଂ ଫ୍ୟାନ ତିନୋଟି ବ୍ଲେଡ଼ ସହିତ ଆସିଥାଏ। ଫ୍ଲିପକାର୍ଟରେ ଏହାକୁ 1,999 ଟଙ୍କାରେ ବିକ୍ରି କରାଯାଉଛି। ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ଼ ବ୍ୟବହାର କରି ଆପଣ 100 ଟଙ୍କା ବଞ୍ଚାଇ ପାରିବେ।

4.Jones excel-1 p1 600 mm ରିମୋଟ କଣ୍ଟ୍ରୋଲ ସିଲିଂ fan:-

600 mm ର ଚାରୋଟି ବ୍ଲେଡ଼ ଯୁକ୍ତ ଏହି ରିମୋଟ କଣ୍ଟ୍ରୋଲ ସିଲିଂ fan ଆପଣଙ୍କୁ ଫ୍ଲିପକାର୍ଟରେ 3,999 ଟଙ୍କା ପରିବର୍ତ୍ତେ 1,999 ଟଙ୍କାରେ ମିଳୁଛି। ଏହାକୁ କିଣିବାପାଇଁ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ଼ ବ୍ୟବହାର ଦ୍ୱାରା ଆପଣ 100 ଟଙ୍କା ବଞ୍ଚାଇ ପାରିବେ।

Maxotech Deco Ultra High Speed remote control ceiling fan:-

3,790 ଟଙ୍କାରେ ଫ୍ଲିପକାର୍ଟରେ ଉପଲବ୍ଧ ଏହି fanକୁ ଆପଣ 1899 ଟଙ୍କାରେ କିଣିପାରିବେ। ଏଥିରେ ଆପଣଙ୍କୁ ଚାରୋଟି ଆଣ୍ଟି ଡ଼ଷ୍ଟ 600 mm ବ୍ଲେଡ଼ ମଧ୍ୟ ମିଳିବ। ଯଦି ଆପଣଙ୍କୁ ଏଥିରେ 100 ଟଙ୍କାର ଡିସ୍କାଉଣ୍ଟ ଆହୁରି ଆବଶ୍ୟକ ତାହେଲେ ଆପଣ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ଼ ବ୍ୟବହାର କରିପାରିବେ।

Leave A Reply

Your email address will not be published.