ଦେଖିବାକୁ ଛୋଟ ଅଟେ ଏହି ଏୟାର କୁଲର, କିନ୍ତୁ ଏସିକୁ ଟକ୍କର ଦେଇଥାଏ ଏହାର ଥଣ୍ଡା ପବନ,OUT OF STOCK ହେବା ପୂର୍ବରୁ ଜଲଦି କିଣି ନିଅନ୍ତୁ !

0

Get real time updates directly on you device, subscribe now.

ଯଦି ଆପଣଙ୍କ ଅଫିସ ବା ଘରେ ଏସି ଲାଗି ନାହିଁ କିନ୍ତୁ ଯଦି ଆପଣ ଏହି ଗରମ ସିଜନରେ ଥଣ୍ଡା ନେଵାକୁ ଚାହୁଁଛନ୍ତି ତେଵେ ଆପଣଙ୍କ ପାଇଁ ପୋଟେବଲ ମିନି କୁଲର ଠିକ ରହିବ|ଏସି ଭଳି ଥଣ୍ଡା ପଵନ ଦେଉଥିବା ଏହି ମିନି କୁଲରକୁ ଆପଣ କେଉଁଠାକୁ ବି ନେଇ ଯାଇ ପାରିବେ|ଏହି ପ୍ଲାଷ୍ଟିକ ୱାଟର ମିନି ଏୟାର କୁଲରର ବ୍ୟବହାର ବହୁ ସହଜ ଅଟେ|ଏହା ବହୁତ ହାଲକା ଓ ଏହାକୁ ୟୁଏସବି କୃଵଲ ସହ ସଂଯୋଗ କରାଯାଏ|ଏହା କମ ସ୍ଥାନ ଅଧିକାର କରେ ଓ ଏହାର ବ୍ୟବହାର ମଧ୍ୟ ସହଜ|ଏହାର ପବନରେ ଆପଣ କମ୍ଫୋଟେବଲ ରହିବେ|

ଏଥିରେ ଆଇସ ଟ୍ରେ ମଧ୍ୟ ଦିଆଯାଇଛି|ଯେଉଁଥିରେ ଆପଣଙ୍କୁ ଭଲ କୁଲିଙ୍ଗ ମିଳିବ|ଏହା ସ୍କିନକୁ ନରମ ରଖିଥାଏ|ଏହା ବହୁ ଆକର୍ଷକ ଓ କମ ଦାମରେ ମିଳେ|

ନାଲି ଓ ଧଳା ରଙ୍ଗର ଏହି ମିନି କୁଲରକୁ ୟୁଏସବି କେଵଲରେ ଚଲାଯାଇଥାଏ|ଏହି ଫ୍ୟାନ ବ୍ଲେଡ ୱଲ୍ସ ବାଲା ଏୟାର କୁଲର ଏସି ଅଟେ|ଏଥିରେ ଡ୍ୟୁଲ ବ୍ଲୋବର ଦିଆଯାଇଛି|ଯାହାକୁ ଆଡଜଷ୍ଟ କରି ଆପଣ ଭୀଷଣ ଗରମରେ ଥଣ୍ଡା ପଵନର ମଜା ନେଇ ପାରିବେ|ଏଥିରେ ଆଇସ ଟ୍ରେ ର ଅପ୍ସନ ମଧ୍ୟ ରହିଛି|ଏହା ଘର , ଦୋକାନ,କିଚେନ ଓ ଆଉଟ଼ ଡୋର ସବୁଠି ପାଇଁ ଭଲ ରହିବ|

ବ୍ଲୁ କଲରରେ ପୋଟେବଲ ସାଇଜ ବାଲା ଏହା ପ୍ଲାଷ୍ଟିକ ୱାଟର ମିନି ଏୟାର କୁଲର ଅଟେ|ଏହା କମ ଜାଗାରେ ଏସି ଭଳି ଥଣ୍ଡା ପବନ ଦେଇଥାଏ|ଏହାକୁ ଆପଣ କେଉଁଠି ମଧ୍ୟ ରଖି ବ୍ୟବହାର କରି ପାରିବେ|ଏହାକୁ ବ୍ୟବହାର କରିବା ବହୁତ ସାଧାରଣ|ଏଥିରେ ପାଣି ଢ଼ାଳି କୁଲିଙ୍ଗ ବଢାଇ ପାରିବେ|

ଏହାକୁ ଉଚ୍ଚ କ୍ଲଲିଟି ଯୁକ୍ତ ଡ୍ୟୁରେବଲ ପ୍ଲାଷ୍ଟିକରେ ବନାଯାଇଛି|ଏଥିରେ ହାଇ ସ୍ପିଡ ଫ୍ୟାନ ରହିଛି ଯେଉଁଥିରେ ଜୋରରେ ପଵନ ବାହାରେ|ଗରମ‌ ସମୟରେ ଆପଣଙ୍କୁ ଭଲ କୁଲିଙ୍ଗ ମିଳିବ|ଏଥିରେ ବରଫ ମଧ୍ୟ ବ୍ୟବହାର କରାହୁଏ|ଏଥିରେ ୟୁଏସବି କନେକ୍ସନ ରହିଛି ଯାହାକୁ ଆପଣ ଚାର୍ଜ ଭଳି ଲଗାଇ ବ୍ୟବହାର କରାଯାଇଥାଏ|

ଏହାର ସାଇଜ ଉପରେ ଆପଣ ଧ୍ୟାନ ଦିଅନ୍ତୁ ନାହିଁ କାରଣ ଏହାର ଥଣ୍ଡା ପବନ ବେଶ ଚମତ୍କାର|ୟୁନିକ ଡିଜାଇନ୍ ଥିବା ଏହି କୁଲରକୁ ଏବିଏସ ପ୍ଲାଷ୍ଟିକରେ ବନାଯାଇଛି|ରେଡ କଲରର ଏହି ଟ୍ୟାଙ୍କି ଫୁଲ କରିବା ପରେ ଆପଣ ୩ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ପବନର ମଜା ନେଇ ପାରିବେ|ଏହାର ମୋଟର ଉପରେ ୧ ବର୍ଷ ୱରେଣ୍ଟି ରହୁଛି|

ଏହି କୁଲର ବହୁ ଚମତ୍କାର|ଏହା ଥଣ୍ଡା ପଵନ ଦେବା ସହ ପଵନକୁ ଆଦ୍ରତା ଯୁକ୍ତ ଓ ପରିଷ୍କାର ରଖେ|ଏହାର ପବନ ସହ ଆସୁଥିବା ଆଦ୍ରତାରେ ଆପଣଙ୍କ ସ୍କିନ ନରମ ରହେ|ଏଥିରେ ଏଲ୍ଇଡି ଲାଇଟ ରହିଛି|ଏଥିରେ ୟୁଏସବି କେବଲ ବା ସାଧାରଣ ଆଉଟଲେଟରେ ପାୱାର ଦେଇ ପାରିବେ|

Leave A Reply

Your email address will not be published.